ଏହି ଜାଗାରେ ମହିଳାମାନେ ନିଜ ଶରୀର ପାଇଁ ୨୦ ଟଙ୍କା କରନ୍ତି ସଉଦା, ଏହା ପଢିଲେ ଆପଣଙ୍କୁ ବିଶ୍ୱାସ ହେବ ନାହିଁ – ଆଖିରେ ଆସିଯିବ ଲୁହର ଧାର

Spread the love

ଭାରତରେ ବହୁତ ସୁରମ୍ୟ ରାଜ୍ୟ ଓ ଗାଁଗୁଡିକ ଅଛି, ଓ ଆପଣ ବୋଧେ ଏତେ ଅଜବ ଗାଁ ବିଷୟରେ ଶୁଣିଥିବେ ଯେଉଁଠି ଅଜବଧରଣର ପ୍ରଥାଗୁଡିକ ପାଳନ କରାଯାଏ , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଗାଁ ବିଷୟରେ କହିବାକୁ ଯାଉଛୁ ଯାହା ଉପରେ ଆପଣ କେବେ ବି ବିଶ୍ୱାସ କରିପାରିବେ ନାହିଁ । ଆପଣଙ୍କୁ ଯେଉଁ ଗାଁ ବିଷୟରେ କହିବାକୁ ଯାଉଛୁ ସେହି ଗାଁର ଅବସ୍ଥା ବହୁତ ଖରାପ ଅଛି, ଏହି ଗାଁ ଆମର ଦେଶର ମଧ୍ୟପ୍ରଦେଶରେ ଅଛି, ଯେଉଁଠି ମହିଳାଙ୍କୁ ପାଦର ଧୁଳି ସମାନ ଦେଖାଯାଏ , ଓ ତାଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ବର୍ତ୍ତମାନ ସମୟରେ ସମାଜରେ ଜଣେ ନାରୀ ନିଜ କର୍ମର ବଳରେ ଅନେକ ଉଚ୍ଚ ପଦରେ ଅଛି , ଏହା କରିବାପାଇଁ ସଭ୍ୟ କଥା ଅଟେ ,ଓ ଏହା ସେଠାରେ ଶେଷ ହେବା ଉଚିତ୍ , ଏବେକାର ହାଲତ୍ କୁ ଦେଖିକରି ଏହା କିପରି ହୋଇପାରିବ କି ଯେବେ ଲୌଗିକ ସମାନତା ଉପରେ ଆଇନ୍ ସବୁ ଜାଗାରେ ଲାଗୁ ହେବ, ଏହା ଏକ ବଡ ପ୍ରଶ୍ନ ଅଟେ ।

ଏହି ପ୍ରଥାର ନାଁ ଧଦିଚା ଏହାର ଅର୍ଥ ଲଜ୍ଜାଜନକ କର୍ମ କରିବା, ମଧ୍ୟପ୍ରଦେଶର୍ ଏହି ଗାଁ ହେଲା ଶିବପୁରୀ , ଏହି ଗାଁରେ ଧଦିଚା ନାମକ ଏକ ଭୁଲ୍ ଓ ବିକୃତ ପ୍ରଥା ଅଛି, ଧତିଚା ନାଁରେ ଏହି ଗାଁରେ ମହିଳାଙ୍କ ସୁନ୍ଦରତା ଆଧାରରେ ୧୦ ଟଙ୍କାରୁ ନେଇକରି ୨୦ ଟଙ୍କା ପର୍ଯ୍ୟନ୍ତ ନି-ଲା-ମ ଡକାଯାଏ , ଯେବେ ଏକ ମହିଳାର ନି-ଲା-ମ ୨୦ ଟଙ୍କା ହୋଇଥିବ ତେବେ ସେ ମହିଳାକୁ ସେ ରାଶିଦେଉଥିବା ବ୍ୟକ୍ତି ଏକ ନିଶ୍ଚିତ ଅବଧୀପାଈଁ କେବଳ ୨୦ ଟଙ୍କାରେ ସେହି ମହିଳା ସହ ରହିପାରିବ

ହଁ ଆଜ୍ଞା ,ଆପଣ ଯାହା ଶୁଣିଲେ ସତ ଶୁଣିଲେ , ଏହି ଗାଁରେ ଜଣେ ମହିଳା ଅନ୍ୟ ପୁରୁଷଙ୍କ ସହ ମାତ୍ର ୨୦ ଟଙ୍କାରେ ରହିଥାଏ, ଯେବେ ପୁରୁଷର ସମୟ ଶେଷ ହୋଇଯାଏ , ତେବେ ମହିଳା ସ୍ୱଇଚ୍ଛାରେ ଦ୍ୱିତୀୟ ପୁରୁଷ ସହ ଯିବାରେ ସହ-ମତି ଦେଇପାରିବ, ତାହା ସହ ଯଦି କେଉଁ ପୁରୁଷ ପାଖରେ ବହୁତ ପଇସା ଅଛି ତେବେ ସେ ଲମ୍ବା ସମୟ ଯାଏଁ ତାହା ସହ ରହିପାରିବ, ଓ ତାକୁ ସଂମ୍ପ-ର୍କ ରଖିପାରିବ ଏହି ମହିଳାଙ୍କ ଏହି ପରି ଖରାପ କରିବାରେ କିଛି ବି ଲଜ୍ଜା କିମ୍ବା ଅସୁବିଧା ହୁଏ ନାହିଁଂ ।

ଯଦି କେଉଁ ମହିଳା ଏହାର ବିରୋଧ କରେ ତେବେ ତାକୁ ସମାଜରୁ ବାଛନ୍ଦ କରିଦିଆଯାଏ , ଏହି ପ୍ରଥା ବହୁତ ବର୍ସରୁ ଏହି ଗାଁରେ ବ୍ୟାପକ ରୁପରେ ଚାଲୁଛି, ଓ ଏହି କାରଣରୁ ଏହି ଗାଁକୁ ଭାରତର କୁଖ୍ୟାତ ଗାଁ ରୁପରେଜଣାଯାଏ , ସରକାର ଏହି ପ୍ରଥାକୁ ରୋକିବା ଓ ଶେଷ କରିବାପାଇଁ ବହୁତ ପ୍ରୟାସ କରିଛନ୍ତି । ସେମିତି ଏହି ଗାଁରେ ତ୍ରାସଦି ବହୁତ ଧୁମଧାମ୍ ରେ ପାଳନ କରାଯାଏ

ଏହାପରେ ବି କିଛି ଫଳାପଳ ବାହାରିପାରିନାହିଁ, ଏହି ଗାଁରେ ଏହି ପ୍ରଥା ଏତେ ମଜବୁତ୍ ଅଛି କି କେହି ଏହାକୁ ପ୍ରତିରୋଧ କରୁନାହାନ୍ତି, ଏଠାରେ ରହୁଥିବା ମହିଳାମାନେ ଜୀବନ ଅନିବାସୀ ରୁ କମ୍ ନୁହେଁ, କିଛି ବିବାଦ ବି ନାହିଁ,  ଯେଉଁଠି ମହିଳାଙ୍କୁ ଏକ ସ୍ୱତନ୍ତ୍ର ଆରକ୍ଷଣ ମିଳିଛି, ଓ ସେ ନିଜ ତରିକାରେ ଦୁନିଆଁରେ ଅଛନ୍ତି, କିନ୍ତୁ ଏହି ଗାଁରେ ମହିଳାଙ୍କୁ ଏହି ସବୁ ଜିନିଷ ଛାଡିକରି ସମାଜର ଖରାପ କାମ କରିବାରେ ସାମ୍ନା କରିବାକୁ ପଡୁଛି, ଯାହାକି ଏହିପରି ଲଜ୍କାଜନକ କଥା କଣ ବା ହୋଇପାରିବ ।

Leave a Reply

Your email address will not be published. Required fields are marked *