ମୋତେ ମାଛ କରିଦେଲା ଗ-ର୍ଭ-ବତୀ – ଜାଣିରଖନ୍ତୁ କାହିଁକି ଏହି ମହିଳା ଏମିତି ଦାବି କଲେ – ଆଉ ତାପରେ ଯାହା ହେଲା ଜାଣିରଖନ୍ତୁ

Spread the love

ଥାଇଲାଣ୍ଡର ଜଣେ ମହିଳା କିଛି ଦିନ ହେବ ଗର୍ଭବତୀ ଅଛନ୍ତି।କିନ୍ତୁ ସେହି ଗର୍ଭରେ ଥିବା ପିଲା କୌଣସି ମଣିଷର ଛୁଆ ନୁହେଁ ବରଂ ଏହା ଏକ ମାଛର ଛୁଆ।ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଏହି ଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି ଥାଇଲାଣ୍ଡରେ।ତେବେ ସୂଚନା ମୁତାବକ ସେହି ମହିଳା ଜଣଙ୍କର କୌଣସି ପ୍ରେମିକ ନାହାନ୍ତି।ତାଙ୍କ କହିବା ଅନୁସାରେ କିଛି ଦିନ ତଳେ ଅଚାନକ ତାଙ୍କର ପେଟ କାଟିବା ଆରମ୍ଭ କରିଥିଲା।ମାତ୍ର ସେ ଏହାକୁ ଅଧିକ ଗୁରୁତ୍ବ ଦେଇନଥିଲେ।

ତାଙ୍କ ଅନୁସାରେ ଏହା ଏକ ସାଧାରଣ ଯନ୍ତ୍ରଣା ଭଳି ଥିଲା।ଯାହାକୁ ସେ ଅଧିକ ଗୁରୁତ୍ବ ଦେଇନଥିଲେ।ମାତ୍ର ଏହା ସେତେବେଳେ ସମସ୍ୟା ସୃଷ୍ଟି କଲା ଯେତେବେଳେ ଏହି ଯନ୍ତ୍ରଣା ଅଧିକ ଦିନ ପର୍ଯ୍ୟନ୍ତ ଶରୀରରେ ରହିଲା ଓ ତାଙ୍କର ଯନ୍ତ୍ରଣା ବିଲକୁଲ ପ୍ରଶମିତ ହେଲାନାହିଁ।ଏହା ସହିତ ସେ ନିଜର ଏହି ଯନ୍ତ୍ରଣା ସମ୍ପର୍କରେ ନିଜର ପରିବାର ଲୋକଙ୍କୁ ଜଣାଇଥିଲେ।ଫଳରେ ତାଙ୍କର ପରିବାର ଲୋକ ତୁରନ୍ତ ଡକ୍ଟରଙ୍କ ସହ ପରାମର୍ଶ କରିଥିଲେ।ତେବେ ଡକ୍ଟର ତାଙ୍କୁ ନିଜର ପେଟର ସ୍କାନ କରିବାକୁ କହିଥିଲେ।

ଫଳରେ ସେ ନିଜର ପେଟର ସ୍କାନ କରାଇଥିଲେ।ମାତ୍ର ଯେତେବେଳେ ସ୍କାନର ରିପୋର୍ଟ ଆସିଥିଲା ସେତେବେଳେ କେବଳ ଡକ୍ଟର ନୁହେଁ ବରଂ ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।କାରଣ ସେହି ମହିଳାଙ୍କ ପେଟରେ ଏକ ମାଛ ଆକୃତିର ପିଲା ଥିବାର ଦେଖା ଯାଇଥିଲା।ତେବେ ପ୍ରକୃତରେ ସେହି ପିଲାଟି କୌଣସି ମାଛର ପିଲା ନୁହେଁ ତ।ତେବେ ଡକ୍ଟରଙ୍କ କହିବା ଅନୁସାରେ ସେ ପୂର୍ବରୁ ଏହିଭଳି ସ୍କାନ ରିପୋର୍ଟ କେବେ ମଧ୍ୟ ଦେଖି ନଥିଲେ।ଏହା ତାଙ୍କର ସମସ୍ତ ଡକ୍ଟରୀ ଜୀବନର ଆଶ୍ଚର୍ଯ୍ୟ ଜନକ ଘଟଣା ଥିଲା।

ତେବେ ସେହି ମହିଳାଙ୍କ ଜେଜେ ମାଆଙ୍କ କହିବା ଅନୁସାରେ କିଛିଦିନ ତଳେ ଯେତେବେଳେ ସେହି ମହିଳାଙ୍କର ପିରିୟଡ଼ ଆସିଥିଲା ସେ ସେହି ସମୟରେ ନଦୀକୁ ଗାଧୋଇବାକୁ ଯାଇଥିଲେ।ଫଳରେ ହୁଏତ ତାଙ୍କ ଶରୀରକୁ କିଛି ପଦାର୍ଥ ଭୁଲରେ ଚାଲିଯାଇଥିବ।ତେବେ ମହିଳାଙ୍କ କହିବା ଅନୁସାରେ ଏହା ଏକ ମାଛର ଛୁଆ।ଫଳରେ ଡକ୍ଟର ମାନେ ଏହାର ଭଲ ଭାବରେ ନିରୀକ୍ଷଣ କରିବାକୁ ଚାହିଁଥିଲେ।ଯେତେବେଳେ ଡକ୍ଟରମାନେ ପୁନଶ୍ଚ ତାଙ୍କର ନିରୀକ୍ଷଣ କରିଥିଲେ ସେତେବେଳେ କିଛି ଅଲଗା ଖବର ଆସିଥିଲା।

ପୁନଶ୍ଚ ନିରୀକ୍ଷଣ କରିବା ପରେ ଏହା ଜଣାପଡିଥିଲା କି ତାହା କୌଣସି ମାଛର ଛୁଆ ନୁହେଁ।ତାହା ଏକ ଓଭାରିଆନ ଶିଷ୍ଟ ଅଟେ।ଯାହା ତାଙ୍କ ଶରୀର ମଧ୍ୟରେ ଧୃତ ଗତିରେ ବଢୁଛି।ତେଣୁ ତାଙ୍କୁ ନିଜର ଶରୀରର ତୁରନ୍ତ ଚିକିତ୍ସା କରାଇବା ଆବଶ୍ୟକ।ଫଳରେ ନିକଟସ୍ଥ ଏକ ଚିକିତ୍ସାଳୟ ତାଙ୍କର ଏହି ଚିକିତ୍ସା ସମ୍ପୂର୍ଣ୍ଣ ରୂପେ ନିଜ ଉପରକୁ ନେଇଛନ୍ତି।ସେହି ଚିକିତ୍ସାଳୟ ତାଙ୍କର ମାଗଣାରେ ସମସ୍ତ ପ୍ରକାରର ଚିକିତ୍ସା କରିବାକୁ ଘୋଷଣା କରିଛନ୍ତି।ଏହି ଖବର ଫଳରେ ସେହି ମହିଳା ଜନକ ବର୍ତ୍ତମାନ କିଛିଦିନ ହେବ ଖୁବ ଚର୍ଚ୍ଚାରେ ଅଛନ୍ତି। ତେବେ ସେ ଚିକିତ୍ସା ପରେ ଖୁବ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଚିକିତ୍ସାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *