Bhadrak ରେ ହେଲା ଚମତ୍କାର,Tulasi ଗଛରେ ଫୁଟିଲା ମନ୍ଦାର ଫୁଲ,ଏହି ବଡ ଭୟଙ୍କର ସଂକେତ ମିଳିଲା

ଏହି କଳିଯୁଗରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟକର ଘଟଣା ଘଟିବାର ଲାଗିଛି।ତେବେ ଏହି ଘଟଣା ଏହା ସୂଚନା ଦେଉଛି କି ଏହି ଯୁଗର ଅନ୍ତ ଘଟିବାକୁ ଯାଉଛି।ତେବେ ମହାପୁରୁଷ ଏହା ମଧ୍ୟ କହିଛନ୍ତି କି ଯେତେବେଳେ ଧୀରେ ଧୀରେ ସଂସାରର ସମସ୍ତ ନିୟମ ପରିବର୍ତ୍ତନ ହେବାକୁ ଲାଗିବ ସେହି ସମୟରେ ସମସ୍ତେ ଜାଣିବା ଆବଶ୍ୟକ କି ଏହି ସଂସାରର ଅନ୍ତ ଘଟିବାକୁ ଯାଉଛି।ଏହା ସହିତ ଏହି ସଂସାରରେ ଯେଉଁ ସମୟରେ ଧୀରେ ଧୀରେ ପରିବର୍ତ୍ତନ ଦେଖା ଯିବା ଆରମ୍ଭ ହେବ ସେହି ସମୟରେ ଏହି ସଂସାରର ଅନ୍ତ ପାଖେଇ ଆସିବ।

ତେବେ ସେହି ଭଳି ଏକ ଘଟଣାର ଆରମ୍ଭ ହୋଇଛି ବୋଲି କିଛି ଲୋକ ମତ ଦେଉଛନ୍ତି।ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ନିକଟରେ ଏହି ଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି।ସୂଚନା ଅନୁସାରେ ସେହି ପୋଖରୀ ନିକଟରେ ଏକ ତୁଳସୀ ଗଛରେ ମନ୍ଦାର ଫୁଲ ଫୁଟିଛି।ଏହାକୁ ଦେଖିବା ପରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ କିଛି ଲୋକ ଏହାକୁ କଳିଯୁଗର ଶେଷ ସମୟ ପାଖେଇ ଆସିବାର ସୂଚନା ଭାବରେ ଗ୍ରହଣ କରିବାକୁ କହିଛନ୍ତି।

ଏହା ସହିତ ଏହା ସମ୍ପୂର୍ଣ ସତ୍ୟ ଅଟେ।ସେହି ଭଣ୍ଡାରି ପୋଖରୀ ନିକଟରେ ଏକ ତୁଳସୀ ଗଛରେ ଏକ ମନ୍ଦାର ଫୁଲ ଫୁଟିଛି।ଏହାକୁ ଦେଖିବା ପାଇଁ ସେଠାରେ ଅନେକ ଲୋକ ଜମା ହେବାରେ ଲାଗିଛନ୍ତି।ତେବେ ଏହି ଘଟଣା ବାସ୍ତବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।ଏହା ସହିତ ଏହା ଏକ ଅଦ୍ଭୁତ ଘଟଣା ବୋଲି ଅନେକ ମତ ଦେଇଛନ୍ତି।

ତେବେ ଏହି ଘଟଣାର ଅନୁଧ୍ୟାନ କରି ଜଣେ ବ୍ୟକ୍ତି କହୁଛନ୍ତି କି ମାଳିକାରେ ଲେଖା ଅଛି କି କଳିଯୁଗର ଶେଷ ସମୟ ପାଖେଇ ଆସିବା ସମୟରେ ଏହି ଭଳି ଅଦ୍ଭୁତ ଘଟଣା ଘଟିବା ଆରମ୍ଭ ହେବ।ଏହା ସହିତ ଏହା ମଧ୍ୟ ସେହି ପରି ଏକା ଘଟଣା ବୋଲି ସେ କହିଛନ୍ତି।ସେ କହିଛନ୍ତି କି ଏହା କଳିଯୁଗ ଶେଷ ହେବାର ଏକ ସଂକେତ ମାତ୍ର।

ଏହା ସହିତ ଏହି ଘଟଣାକୁ ଅଣଦେଖା କରିବାକୁ ସେ ମତ ଦେଇଛନ୍ତି।ସେ କହିଛନ୍ତି କି ଏହି ଘଟଣା କୌଣସି ଏକ ସାଧାରଣ ଘଟଣା ନୁହେଁ।ପୂର୍ବରୁ ଭଗବାନ ଅଚ୍ୟୁତାନନ୍ଦ ଯାହା ସବୁ ଲେଖି ଯାଇଛନ୍ତି ତାହା ସବୁ ଧୀରେ ଧୀରେ ସତ ହେବାରେ ଲାଗିଛି।ଏହା ସହିତ ଏହା ମଧ୍ୟ ଏପରି ଏକ ଘଟଣା ଯାହାକୁ ଭଗବାନ ଅଚ୍ୟୁତାନନ୍ଦ ଲେଖି ଯାଇଛନ୍ତି ବୋଲି ଅନେକ ଲୋକ ମତ ଦେଇଛନ୍ତି।

ତେବେ ସେ କହିଛନ୍ତି କି ପୃଥିବୀର ଅନ୍ତ ସମୟ ପାଖେଇ ଆସିଲାଣି।ସେଥିପାଇଁ ସେ ସମସ୍ତ ଲୋକଙ୍କୁ ସଚେତନ କରିବା ସହିତ ଆଗକୁ ଅନେକ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରହିବା ପାଇଁ ସତର୍କ କରିଛନ୍ତି।ତେବେ ଏହା ଏପରି ଏକ ଆଶ୍ଚର୍ଯ୍ୟର ବିଷୟ ଯାହାକୁ ଦେଖିବା ପାଇଁ ବର୍ତ୍ତମାନ ସେହି ଅଞ୍ଚଳରେ ଧୀରେ ଧୀରେ ଲୋକମାନେ ଭିଡ଼ କରିବାରେ ଲାଗିଛନ୍ତି।ତେବେ ଏହି ଘଟଣା କିପରି ଭାବରେ ସମ୍ଭବ ହେଲା ବର୍ତ୍ତମାନ କିଛି ବୈଜ୍ଞାନିକ ବର୍ତ୍ତମାନ ଏହା ଉପରେ ନିଜର ଅନୁସନ୍ଧାନ କରିବା ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *