ଅଭିନେତ୍ରୀ ମହେଶ୍ୱତା ରାୟଙ୍କ ଜୀବନର ଏହି ଅକୁହା କଥା – କାହିଁକି ତାଙ୍କ ପୁଅ ଫିଲ୍ମ ରେ କାମ କରୁ ନାହାନ୍ତି – କିନ୍ତୁ ତାଙ୍କ ପୁତୁରା ମାନେ ଓଡ଼ିଆ ଫିଲ୍ମ ର ବଡ ବଡ ହିରୋ ଅଟନ୍ତି..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ମହେଶ୍ୱତା ରାୟଙ୍କ ଜୀବନୀ ବିଷୟରେ।ଆପଣ ମାନେ ଓଡ଼ିଆ ସିନେମା ଜଗତର ଅଭିନେତ୍ରୀ ମହେଶ୍ୱତା ରାୟଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ବରଦାନ ସଦୁର୍ସ ଅଟନ୍ତି।ତାଙ୍କ ଅଭିନୟ ଦେଖିବାପାଇଁ ଦର୍ଶକ ମାନେ ତାଙ୍କର ପ୍ରତିଟି ଆସିବାକୁ ଯାଉଥିବା ଫିଲ୍ମକୁ ଚାହିଁ ବସିଥାନ୍ତି।ତେବେ ଆଜିର ଆର୍ଟିକିଲରେ ଆମେ ସେହି ମହେଶ୍ୱତା ରାୟଙ୍କ ଜୀବନୀ ବିଷୟରେ ଜାଣିବା।ତେବେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ କଣ ରହିଛି ମହେଶ୍ୱତା ରାୟଙ୍କ ଜୀବନୀ।

ସେହି ଅଭିନେତ୍ରୀଙ୍କ ନାମ ହେଉଛି ମହେଶ୍ୱତା ରାୟ।ପ୍ରଥମେ ଆସନ୍ତୁ ଜାଣିବା ତାଙ୍କ ଜନ୍ମ ମସିହା ଏବଂ ଜନ୍ମ ସ୍ଥାନ ବିଷୟରେ।ମହେଶ୍ୱତା ରାୟଙ୍କ ଜନ୍ମ ୧୯୭୨ ମସିହା ଜୁଲାଇ ମାସ ଦୁଇ ତାରିଖରେ ହୋଇଥିଲା।ସେ ଏହି ଜୁଲାଇ ଦୁଇ ତାରିଖକୁ ନିଜର ଜନ୍ମ ଦିନ ଭବରେ ଧୂମଧାମରେ ପାଳନ କରନ୍ତି।ଓ ଏହି ଦିନଟି ତାଙ୍କପାଇଁ ଅତି ଖାସ ଅଟେ।ଏବେ ଆସନ୍ତୁ ଜାଣିବା ମହେଶ୍ୱତା ରାୟଙ୍କ ସ୍ୱମୀଙ୍କ ବିଷୟରେ।ତାଙ୍କ ସ୍ୱାମୀଙ୍କ ନାମ ହେଉଛି ସିରିଶ ରାଉତରାୟ।ସେ ତାଙ୍କ ସ୍ୱାମୀଙ୍କ ସହିତ ବହୁତ ଖୁସିରେ ଅଛନ୍ତି।ଏବେ ଆସନ୍ତୁ ଜାଣିବା ମହେଶ୍ୱତାଙ୍କ ଫିଲ୍ମ କ୍ୟାରିଅର ବିଷୟରେ।

ମହେଶ୍ୱତା ରାୟ ତାଙ୍କ କ୍ୟାରିଅରର ପ୍ରଥମ ସିନେମା ହେଉଛି ୧୯୭୬ରେ ଆସିଥିବା ଶେଷ ଶ୍ରବଣ।ଏହାପରେ ମଧ୍ୟ ସେ ଅନେକ ଫିଲ୍ମରେ ଅଭିନୟ କରିଥିଲେ ଏବଂ ଓଡ଼ିଆ ସିନେମା ଜଗତରର ଚାର ଚାନ୍ଦ ଲଗାଇ ଦେଇଥିଲେ।କେବେଳ ଏତିକି ନୁହେଁ ମହେଶ୍ୱତା ଓଡ଼ିଆ ସହିତ ବଙ୍ଗାଳି ଫିଲ୍ମରେ ମଧ୍ୟ ଆକ୍ଟିଙ୍ଗ କରି ସାରିଛନ୍ତି।ଓ ସେଠାରେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରାଯାଇଥାଏ।

ଆପଣ ମହେଶ୍ୱତାଙ୍କ ବର୍ତ୍ତମାନ ସମୟର ଫଟୋ ସୋସିଆଲ ମିଡିଆରେ ଦେଖିପାରିବେ।ତାଙ୍କୁ ତାଙ୍କ ଫ୍ୟାନ ଏବଂ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି।ଏହା ସହିତ ତାଙ୍କ ପୁରୁଣା ବେଳର ଫଟୋ ମଧ୍ୟ ଆପଣ ଏହି ସୋସିଆଲ ମିଡିଆରୁ ପାଇପାରିବେ।ଏବେ ଆସନ୍ତୁ ଜାଣିବା ମହେଶ୍ୱତାଙ୍କ କିଛି ବିଶେଷ ଫିଲ୍ମ ଗୁଡିକ ବିଷୟରେ।ତାଙ୍କର କିଛି ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ପ୍ରିୟତମ (୧୯୭୮), ଶଙ୍ଖା ମହୁରୀ (୧୯୭୮), ସତି ଅଂଶୁୟା (୧୯୭୮), ପ୍ରଣାମ ଖରେନ୍ଧୁ (୧୯୭୮), ଏ ନୁହେଁ କାହାଣୀ (୧୯୭୭), ହୀରା ମୋତି ମାଣିକ (୧୯୭୬), ଶେଷ ଶ୍ରାବଣ (୧୯୭୬), ଝୁମୁକା (୧୯୭୫) ଆଦି।

ତାଙ୍କର ଅନେକ ଫିଲ୍ମର କିଛି ବହୁତ ଭଲ ଭଲ ମୁହୂର୍ତ୍ତ ଆପଣ ଇଣ୍ଟରନେଟରେ ପାଇପାରିବେ।ତାହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି।ଏହା ସହିତ ତାଙ୍କର ଅନେକ ଲୋକପ୍ରିୟ ଗୀତ ମାନ ମଧ୍ୟ ରହିଛି।ଏହି ଗୀତ ମାନଙ୍କ ମଧ୍ୟରୁ ବାଟୋଇ ଭାଇ, ଶିକାରୀ ଶିକାରୀ ଆଦି ଅନ୍ୟତମ।ଏବଂ ଏହା ସହିତ ଅନେକ ଗୀତ ମଧ୍ୟ ରହିଛି।

ତେବେ ଓଲିଓଡ ର ସୁପରହିତ ନାୟିକା ଅପରାଜିତା ତାଙ୍କ ସମ୍ପର୍କୀୟ ଭଉଣୀ ଅଟନ୍ତି |ତାଙ୍କ ଦିଜଣ ମଧ୍ୟ ରେ ସମ୍ପର୍କ ଖୁବ ନିବିଡ ଅଟେ |ତେବେ ଅପରାଜିତା ଙ୍କ ପୁଅ ବାବୁସାନ ମହେଶ୍ୱତା ଙ୍କ ପୁତୁରା ହେବେ |ଓ ସେ ତାଙ୍କ ମାଉସୀ ହେବେ ସେହିପର୍ଟି ତାଙ୍କ ବଡ ପୁତୁରା ଵୃଦ୍ଧାଦିତ୍ୟ ମହାନ୍ତି ଅଟନ୍ତି

ତେବେ ତାଙ୍କର ଜଣେ ପୁଅ ମଧ୍ୟ ଅହସାନଟି ହେଲେ ସେ ସର୍ବଦା ଫିଲ୍ମ ଜଗତରୁ ଦୁରେଇ ଅଛନ୍ତି ୟାଙ୍କ ନାମ ଋଷିରାଜ ଅଟେ |ସେ ଫିଲ୍ମ ଜଗତରେ ସେତେ ଇଚ୍ଛା ପ୍ରକାଶ କରନ୍ତି ନାହିଁ ନଚେତ ସେ ଏବେ ଅନେକ ଫିଲ୍ମ କରିଥାନ୍ତେ

Leave a Reply

Your email address will not be published. Required fields are marked *