ଶେଷରେ ମିହିର ଦାସ କହିଲେ ତାଙ୍କ ହୃଦୟର ଦୁଃଖ – କହିଲେ ମୋ ପାଇଁ ମୋ ପରିବାର ଓ ପିଲାମାନେ ଅନେକ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ମିହିର ଦାସ କହିଥିବା ତାଙ୍କ ମନର କଥା ବିଷୟରେ।ତାଙ୍କ କହିବା ଅନୁସାରେ ଅଭିନୟ ତାଙ୍କୁ ତାଙ୍କ ପରିବାର ଠାରୁ ଦୂରେଇ ଦେଇଛି।ଏହି କଥା କହିଛନ୍ତି ଅଭିନେତା ମିହିର ଦାସ।ଏହାପରେ ମିହିର ଦାସ କହିଥିଲେ ତାଙ୍କ ମନର କଥା।ସେ କହିଲେ ସ୍ୱମୀ ହୋଇ ମଧ୍ୟ ପାଖରେ ରହିପାରିଲେ ନାହିଁ ସ୍ତ୍ରୀର।ତେବେ ସମ୍ପୂର୍ଣ୍ଣ ଖବର ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।

ଓଲିଉଡର ଅନ୍ୟତମ ପ୍ରତିଭା ସମ୍ପର୍ଣ୍ଣ ଅଭିନେତା ହେଉଛନ୍ତି ମିହିର ଦାସ।ମିହିର ଦାସଙ୍କ କହିବା ଅନୁସାରେ ଅଭିନୟ ତାଙ୍କୁ ତାଙ୍କ ପରିବାର ଠାରୁ ଦୂରେଇ ଦେଲା।ମିହିର ଦାସ ଏକ ସୋରେ ଏହି ସବୁ କଥା କହିଥିଲେ।ସେହି ସୋରେ ସେ ଏହା କହିଥିଲେଯେ ଦୀର୍ଘଦିନର ଅଭିନୟ ଯାତ୍ରାରେ ମୁଁ ଖୁସି ଅଛି।ତେବେ ଲୋକ ମାନଙ୍କ ପାଖରେ ପହଞ୍ଚିବା ଏତେ ସହଜ ନଥିଲା।ଏବଂ ସେଥିପାଇଁ ତାଙ୍କୁ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡିଛି।

ଅଭିନେତା ମିହିର ଦାସ ଏହା ମଧ୍ୟ କହିଛନ୍ତି ସେ ହିରୋ ଚରିତ୍ରରେ ଅଭିନୟ କରିବା ସମୟରେ ଯେତିକି ପରିଶ୍ରମ କରୁଥିଲେ ମୁଁ ଆଜି ଜେଜେବାପା ଚରିତ୍ରରେ ଅଭିନୟ କରି ମଧ୍ୟ ସେତିକି ପରିଶ୍ରମ କରୁଛି।ସେହି ପରିଶ୍ରମ ମତେ ମୋ ପରିବାର ଠାରୁ ଦୂରେଇ ନେଇଗଲା ବୋଲି ମଧ୍ୟ ସେ କହିଛନ୍ତି।ତାଙ୍କ ସ୍ବର୍ଗତ ପତ୍ନୀଙ୍କୁ ମନେପକାଇ କହିଛନ୍ତି ଯେ ସେ ଅଭିନୟରେ ଏତେ ବୁଡି ରହୁଥିଲେ ଯେ ସେ ତାଙ୍କ ପରିବାରକୁ ବେସି ସମୟ ଦେଇପାରିଲେ ନାହିଁ।

ଏହା ଖୁସି ଲାଗୁଥିଲାଯେ ଆନୀ ଅର୍ଥାତ ତାଙ୍କ ପତ୍ନୀ ପରିବାରର ସବୁ ଦାଇତ୍ୱ ନେଉଥିଲେ।ସେ ଛୋଟ ବଡ଼ ସବୁ ସମସ୍ୟା ସମାଧାନ କରୁଥିଲେ।ଏବଂ ମିହିର ଦାସ କବେଳ ଯାହା ଅଭିନୟରେ ମାତି ରହୁଥିଲେ।ଏବଂ ତାଙ୍କ ସ୍ତ୍ରୀ ତାଙ୍କ ପଛରେ ସବୁବେଳେ ଠିଆ ହେଉଥିଲେ।ଏହି କାରଣରୁ ସେ ଅଭିନୟରେ ଅଧିକ ସମୟ ଦେଇପାରୁଥିଲେ।ଅଭିନୟ କରିବତେ ତାଙ୍କର ପ୍ରାୟ ସମୟ ଚାଲିଯାଉଥିଲା।

ଏହି କାରଣପାଇଁ ସେ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ଅଧିକ ସମୟ ଦେଇପାରୁ ନ ଥିଲେ।ତାଙ୍କୁ ଲାଗୁଥିଲା ସ୍ୱମୀ ହୋଇ ମଧ୍ୟ ସେ ତାଙ୍କ ସ୍ତ୍ରୀଙ୍କ ପାଖରେ ନଥିଲେ।ମିହିର ଦାସ ଏହା ମଧ୍ୟ କହିଥିଲେ ଯେ ଖୁସି ଲାଗେ ଦର୍ଶକ ମାନେ ଆଜି ପର୍ଯ୍ୟନ୍ତ ମୋ ସହ ରହିଛନ୍ତି।ମତେ ପରଦାରେ ଦେଖି ସେମାନେ ଖୁସି ହୋଇପାରିଛନ୍ତି।୧୯୬୯ ମସିହାରୁ ଓଲିଉଡ଼ରେ ସକ୍ରିୟ ଥିବା ମିହିର ଦାସ ଆଜି ପର୍ଯ୍ୟନ୍ତ ତାଙ୍କ ଅଭିନୟ ଯାତ୍ରା ଜାରି ରଖିଛନ୍ତି

।ସେ ତାଙ୍କ ଅଭିନୟ କ୍ୟାରିଅରରେ ଅନେକ ଚଳଚିତ୍ର ବା ଅନେକ କ୍ୟାରେକ୍ଟରରେ ଅଭିନୟ କରିଛନ୍ତି।ଏବଂ ସମସ୍ତ ଚରିତ୍ରରେ ଲୋକେ ତାଙ୍କୁ ଦେଖିବାକୁ ଭଲ ପାଇଛନ୍ତି।ଆଜି ମଧ୍ୟ ରିଲିଜ ହେଉଥିବା ଅଧିକାଂଶ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳେ।ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକେ ତାଙ୍କୁ ଭଲ ପାଇବା ଦେଉଛନ୍ତି।କିନ୍ତୁ ତାଙ୍କର ଗୋଟିଏ ଅପସୋସ ରହିଯାଇଛିଯେ ସେ ତାଙ୍କର ଏହି ଅଭିନୟରେ ମାତି ରହି ତାଙ୍କ ପରିବାରକୁ ସମୟ ଦେଇପାରି ନଥିଲେ।

Leave a Reply

Your email address will not be published. Required fields are marked *