ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ଅତିପ୍ରିୟ ବ୍ରହ୍ମ କମଳ ଫୁଟିଲା ଗୁପ୍ତ ପଦ୍ମବନ ଆଶ୍ରମରେ – ଜାଣିରଖନ୍ତୁ ଏହି ବଡ ପ୍ରମାଣ..

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଗୁପ୍ତ ପଦ୍ମବନ ଆଶ୍ରମ ବିଷୟରେ।ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଏହି ଆଶ୍ରମରେ ଏଠାରେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଅନେକ କାର୍ୟ୍ଯ ଚାଲେ।ଏହା ଏକ ନିତ୍ୟଧାମ।ଏହି ନିତ୍ୟଧାମ ଆଶ୍ରମରେ ଆଶ୍ରମ ପରିସରରେ ମହାପ୍ରଭୁଙ୍କ ଅତିପ୍ରିୟ ବ୍ରହ୍ମ କମଳ ଫୁଲ ଦୁଇଟି ଫୁଟିଛି।ଏହି ଧାମରେ ତିନି ଥର ଫୁଲ ଫୁଟିଲାଣି।ମହାପ୍ରଭୁ ଜଗନ୍ନାଥଙ୍କର ଏହା ଏକ ଅତି ପ୍ରିୟ ଫୁଲ।ଏବଂ ସଦଗୁରୁ ଏବଂ ପ୍ରତ୍ୟେକ ଗୁରୁଦେବଙ୍କର ମଧ୍ୟ ଏହା ଅତ୍ୟନ୍ତ ପ୍ରିୟର ଫୁଲ।ଏହି ଫୁଲଟି ଅତ୍ୟନ୍ତ ଦୁର୍ଲଭ ଅଟେ।ପ୍ରଭୁଙ୍କ ଅଶ୍ରୀବଦ ଥିଲେ ଏହି ଫୁଲ ଦେଖିବାର ସୁଯୋଗ ମିଳିଥାଏ।

ଶିଵ ମହାପ୍ରଭୁଙ୍କ ମଧ୍ୟ ପ୍ରିୟର ଫୁଲ ହେଉଛି ଏହି ବ୍ରହ୍ମ କମଳ ଫୁଲ।ନିତ୍ୟ ବୈକୁଣ୍ଠରୁ ଆସିଥିବା ପ୍ରଭୁଙ୍କ ପ୍ରିୟର ଫୁଲ ହେଉଛି ଏହି ବ୍ରହ୍ମ କମଳ ଫୁଲ।ସତେ ଏପରି ଏହି ଫୁଲ କହୁଛି ହେ ପ୍ରଭୁ ତୁମ ପରସ ଟିକେ ମୋ ଦେହରେ ଲାଗିଯାଆନ୍ତାକି ତେବେ ମୁଁ ଧନ୍ୟ ହୋଇଯାଆନ୍ତି।ଆଜି ଗୁରୁଦେବଙ୍କ ଅଶ୍ରୀବାଦରୁ ବ୍ରହ୍ମ କମଳ ଫୁଲ ଆଶ୍ରମ ମଧ୍ୟରେ ହୋଇଛି।

ଆମ ଶୋଭାଗ୍ୟର କଥା ହେଉଛି ଏହି ଦୁର୍ଲଭ ବ୍ରହ୍ମ କମଳକୁ ଦେଖିବାପାଇଁ ସମସ୍ତିଙ୍କର ଅବିଡ଼ତା ଥିଲେ ମଧ୍ୟ ଏହା ଦେଖିବାକୁ ମିଳେନାହିଁ।ଏହା ଖୁବ କମ ସମୟ ମଧ୍ୟରେ ଆସେ ଏବଂ ପ୍ରସ୍ଫୁଟିତ ହେଲା ପରେ ଖୁବ କମ ସମୟ ମଧ୍ୟରେ ମୌଳି ଯାଏ।ଅତ୍ୟନ୍ତ କମ ସମସୟ ପାଇଁ ଆସିଥାଏ ଏହି ଫୁଲ।

ଏହା ଏକ କ୍ଷଣସ୍ଥାୟୀ ଅଟେ।କେଉଁ ମୁହୂର୍ତ୍ତରେ ଆସେ କେଉଁ ମୁହୂର୍ତ୍ତରେ ଯାଏ କିଛି ଜଣାପଡେ ନାହିଁ।ସମସ୍ତେ ଚାହିଁ ବସିଥାନ୍ତି ଚାତକ ପକ୍ଷୀ ପରି ଏହି ଦୁର୍ଲଭ ବ୍ରହ୍ମ କମଳକୁ ଦର୍ଶନ କରିବା ପାଇଁ।ଏହି ଦୁର୍ଲଭ ବ୍ରହ୍ମ କମଳକୁ ପ୍ରଭୁଙ୍କ ଅଙ୍ଗେ ଲଗାଇଦେଲେ ସତେ ଯେପରି ଭକ୍ତ ତାର ଆତ୍ମତୃପ୍ତି ଲାଭ କଲା ପରି ମନ ହୁଏ।ଆଜି ଏହି ଧାମ ନିତ୍ୟ ସେହି ଅଡ଼ସପୁର ଅପୂଜା ମଧ୍ୟରେ ଅବସ୍ଥିତ।ସେହି ପରିସରରେ ଏହି ବ୍ରହ୍ମ କମଳ ଫୁଲଟି ଫୁଟିଛି।

ଏଠାରେ ପ୍ରତ୍ୟେକ ଦିନ ଅଶେଷ ପୂଜା ସହିତ ଅନେକ ନୀତିକ୍ରାନ୍ତି ଚାଲେ।ଅନେକ ଭକ୍ତ ମାନଙ୍କ ଆଗମନ ହୁଏ।ଏଠାରେ ଅନେକ ଭକ୍ତ ଆସି ପ୍ରତ୍ୟେକ ଦିନ ପ୍ରସାଦ ସେବନ କରନ୍ତି।ତାହା ସହିତ ପ୍ରଭୁଙ୍କ ଅପାର କରୁଣା ଲାଭ କରିବା ସହିତ ପ୍ରସାଦ ସେବନ କରି ନିଜ ନିଜ ପଥରେ ଚାଲିଯାଆନ୍ତି।ଦୁଃଖୀ ରଙ୍କି ସମସ୍ତିଙ୍କ ସେବା ଏଠାରେ କରାଯାଏ।ମାଆଙ୍କ କରୁଣାରେ ସମସ୍ତେ ବହୁତ ଭଲରେ ରୁହନ୍ତି।

ଏବେ କୋଭିଡ଼ ୧୯ ପାଇଁ ପ୍ରତ୍ୟେକ ଜିନିଷ ବନ୍ଦ ଅଛି।ଏହି ଫୁଲଟି ଠିକ ପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଫୁଟିଛି।ଏହା ପ୍ରଭୁଙ୍କ ଅତିପ୍ରିୟ ହୋଇଥିବାରୁ ଏହି ନିତ୍ୟ ଧାମରେ ଏହି ଆଶ୍ରମରେ ଗୁପ୍ତ ପଦ୍ମ ବନରେ ଏହି ଦୁର୍ଲଭ ବ୍ରହ୍ମ କମଳଟି ଫୁଟିଛି।

Leave a Reply

Your email address will not be published. Required fields are marked *