ନାଗୁଣି ମରିବା ପରେ ଏହି ମହିଳା ଜଣଙ୍କ ପାଳିଲେ ସାପ ଛୁଆ କିନ୍ତୁ ତାପରେ ସାପ ଛୁଆ ତାଙ୍କ ସହ ଯାହା କଲେ ଜାଣିଲେ ମୁଣ୍ଡରେ ହାତ ଦେଇଦେବ ଆପଣ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଏକ ଅଦ୍ଭୁତ କାହାଣୀ ବିଷୟରେ।ଏହି ଖବର ଅନୁସାରେ ଏକ ସାପକୁ ଜଣେ ମହିଳା ପାଳିଛନ୍ତି।ଏବଂ ଖାଲି ଏତିକି ନୁହେଁ।ତାକୁ ନିଜ ଝିଅ ଭଳି ନେଇ ନିଜ ପାଖରେ ରଖିଛନ୍ତି ଏବଂ ସେହି ସାପ ମଧ୍ୟ ତଙ୍କ ଝିଅ ହୋଇ ତାଙ୍କ ପାଖରେ ରହୁଛନ୍ତି।ଏହି ଆର୍ଟିକିଲରେ ଆମେ ଏହି ସବୁ ବିଷୟରେ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର ଏବଂ କିଏ ହେଉଛନ୍ତି ସେହି ମହିଳା ଯିଏକି ଏତେ ବିଷଧର ସାପକୁ ନିଜ ଝିଅ ଭାବରେ ପାଳିଛନ୍ତି।ଏହି ବିଷୟରେ ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଏହି ଘଟଣାଟି ହେଉଛି ବିହାରର ମୁଙ୍ଗେର ଜିଲା।ସେଠାରେ ଏକ ମଜଦୂର ପରିବାର ରହୁଛି।ଯାହାର ଜଣେ ପୁଅ ଏବଂ ଜଣେ ଝିଅ ଅଛନ୍ତି।କିନ୍ତୁ ସେହି ପରିବାରର ଏକ ଆଶ୍ଚର୍ଯ୍ୟ ଜନକ କଥା ହେଉଛି ସେଠାରେ ରହୁଥିବା ମହିଳା ଜଣଙ୍କ ତିନି ଜଣ ସାପଙ୍କୁ ନିଜର ପିଲା ଭାବରେ ପାଲିଥିଲେ କିନ୍ତୁ ଜନ୍ମ ହେବାର କିଛି ଦିନ ପରେ ସାପର ମାଆ କୁଆଡେ ପଳେଇଯାଇଥିଲା।

ଏବଂ ସେ ଛୁଆ ଗୁଡିକୁ ଆଣି ମହିଳା ଜଣଙ୍କ ନିଜ ଘରେ ରଖିଥିଲେ।ଜନ୍ମ ହେବାର ତିନି ଚାରି ଦିନ ପରେ ଦୁଇଟି ସାପ ମରିଯାଇଥିଲା କିନ୍ତୁ ତାହା ମଧ୍ୟରୁ ବଞ୍ଚିଥିବା ଗୋଟିଏ ସାପ ଯାହାକୁ ସେ ନିଜର ଝିଅ କରି ପାଳୁଛନ୍ତି।

ଆପଣ ଭାବୁଥିବେ ସାପକୁ କିଏ କାହିଁକି ନିଜର ଝିଅ କରି ପାଳିରଖିଥିବ।କିନ୍ତୁ ସେହିମହିଲା ଏପରି କରୁଛନ୍ତି ଏବଂ ସେହି ସାପର ସମସ୍ତ ପ୍ରକାର ସେବା ଯତ୍ନ ମଧ୍ୟ କରୁଛନ୍ତି।ଜଣେ ମାଆ ଯେପରି ନିଜ ପିଲାର ଯତ୍ନ ନିଏ।ବିଷଧର ସାପ ହେଲେ ମଧ୍ୟ ସେହି ସାପ ଜଣଙ୍କ ତାଙ୍କ ବୋଲ ମଧ୍ୟ ମାନୁଛି।ତାଙ୍କ କଥା ମଧ୍ୟ ସେହି ସାପ ବୁଝିପାରୁଛି।ମହିଳା ଜଣଙ୍କର ମଧ୍ୟ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି।ତାଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ।

ତାଙ୍କର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯେ ସେ କିଭଳି ସାପକୁ ନିଜ ହିସାବରେ ନଚାଉଛନ୍ତି।ସେହି ସାପଟି ମଧ୍ୟ ତାଙ୍କୁ କୌଣସି ପ୍ରକାର ଆଘାତ ପହଞ୍ଚାଉ ନାହିଁ।ଏହା ସହିତ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ କିଛି କରୁ ନାହିଁ।ସେ ମହିଳା ଜଣଙ୍କ ସାହସର ସହିତ କହିଛନ୍ତି ସେ ସେହି ସାପକୁ ସମ୍ପୂର୍ଣ୍ଣ ରୂପରେ ପିଲା ଠାରୁ ବଡ଼ ହେବା ପର୍ଯ୍ୟନ୍ତ ପାଳିବେ ଏବଂ ତାହାର ଭବିଷ୍ୟତର ମଧ୍ୟ ଚିନ୍ତା କରିବେ।

ସେ ସେହି ସାପ ସହିତ ଖେଳୁଥିବାର ମଧ୍ୟ ଦୃଶ୍ୟ ଦେଖା ଯାଇଛି।ଏବଂ ଅନେକ ଲୋକ ଏହାର ଫଟୋ ଏବଂ ଭିଡିଓ କରି ତାହା ସେୟାର କରିଛନ୍ତି ଏବଂ ସେହି ଭିଡିଓ ଭାଇରାଲ ମଧ୍ୟ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *