ଦୁଇ ମିନିଟରେ ଆପଣଙ୍କ ଦାନ୍ତ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ,ଦାନ୍ତ Whitening କରିବାର ସବୁଠାରୁ ସହଜ ଉପାୟ…

Spread the love

ତେବେ ଆଜିକାଲି ଆମେ ଏହା ଦେଖିଥିବା କି ଅନେକ ଲୋକଙ୍କ ଦାନ୍ତ ଆଜିକାଲି ଖରାପ ହୋଇ ଯାଉଛି।ଏହା ସହିତ ବିଶେଷ ଭାବରେ କିଛି ଲୋକମାନଙ୍କ ଦାନ୍ତ ଆଜିକାଲି ବହୁତ ହଳଦିଆ ହୋଇ ଯିବା ଫଳରେ ସେମାନେ ଏହାର ସମାଧାନ କରିବା ପାଇଁ ବିଭିନ୍ନ ପ୍ରକାରର ଉପାୟ କରୁଛନ୍ତି କିନ୍ତୁ ଏହା ପରେ ମଧ୍ୟ ସେମାନଙ୍କର ଦାନ୍ତ ସମ୍ପୂର୍ଣ୍ଣ ଭାବରେ ସଫା ହୋଇ ପାରୁନାହିଁ।ଏହା ସହିତ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

ତେବେ ଆପଣଙ୍କ ଦାନ୍ତ ଯଦି ସଫା ନ ରହିବ ତେବେ ଆପଣ କୌଣସି କାର୍ଯ୍ୟ ସଠିକ ଭାବରେ କରି ପାରିବେ ନାହିଁ।ଏହା ସହିତ ଏହା ଅପଣଙ୍କ ପାଇଁ ଅନେକ ଅସୁବିଧା ମଧ୍ୟ ସୃଷ୍ଟି କରି ଥାଏ।ତେବେ ଆମେ ଏହାର ସମାଧାନ ପାଇଁ ଏକ ଘରୋଇ ଉପଚାର ସମ୍ପର୍କରେ ଆଲୋଚନା କରିବା।ଯାହାକୁ ବ୍ୟବହାର କରିବା ପରେ ଆପଣଙ୍କ ଦାନ୍ତ ସମ୍ପୂର୍ଣ୍ଣ ଭାବରେ ସଫା ହୋଇଯିବ।

ଏହା ସହିତ ଆପଣଙ୍କ ଦାନ୍ତ ସଫା ହେବା ସହିତ ଏହାର ହଳଦିଆ ଅଂସ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଚାଲିଯିବ।ତେବେ ଏହାର ଉପଚାର କରିବା ସମ୍ପର୍କରେ ଆମେ ବର୍ତ୍ତମାନ ଆଲୋଚନା କରିବା।ତେବେ ଏହି ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଆବଶ୍ୟକ ହେଉଥିବା ପ୍ରଥମ ଉପାଦାନ ହେଉଛି ଜିରା।

ଆପଣ ଏହାକୁ ବ୍ୟବହାର ଆପଣଙ୍କ ଦାନ୍ତ ସହିତ ଜଡ଼ିତ ସମସ୍ୟାର ସମାଧାନ କରି ପାରିବେ।ଆପଣ କିଛି ଜିରା ନେଇ ଏହାକୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ।ଏହା ପରେ ଏହାକୁ ଆପଣ ଏକ ପାତ୍ରରେ ରଖି ଦିଅନ୍ତୁ।ଏବେ ଏଥିରେ ଆପଣ ଏକ ଲେମ୍ବୁ ଆଣି ଏହାକୁ ଚିପୁଡି ଦିଅନ୍ତୁ।ତେବେ ଏହା ମଧ୍ୟ ଆମ ଦାନ୍ତକୁ ସଫା କରିବାରେ ଅନେକ ସହାୟକ ହୋଇଥାଏ

ତେଣୁ ଏହାର ବ୍ୟବହାର କରିବା ନିହାତି ଭାବରେ ଆବଶ୍ୟକ ଅଟେ।ଏହା ସହିତ ଆପଣ ଏହାର ବ୍ୟବହାର କରିବା ସହିତ ଆପଣ ଏଥିରେ ଅଳ୍ପ ଖାଇବା ସୋଢ଼ା ପକାଇବା ନିହାତି ଭାବରେ ଆବଶ୍ୟକ।ଏହା ମଧ୍ୟ ଆପଣଙ୍କ ଦାନ୍ତ ସଫା କରିବାରେ ଅନେକ ସହାୟକ ହୋଇଥାଏ।ଏହା ସହିତ ଆପଣ ଏହାକୁ ବ୍ୟବହାର କରିବା ପୂର୍ବରୁ

ଏଥିରେ ଅଳ୍ପ ପୋଦିନା ରସ ପକାଇ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ।ଏହା ପରେ ଆପଣ ଏହାକୁ ଭଲ ଭାବରେ ପେଷ୍ଟ ଭଳି ପ୍ରସ୍ତୁତ କରି ଦିଅନ୍ତୁ।ଏହାକୁ ଆପଣ ବର୍ତ୍ତମାନ ବ୍ୟବହାର କରି ପାରିବେ।ତେବେ ଏହାକୁ ବ୍ୟବହାର କରି ଆପଣ ନିଜର ଦାନ୍ତର ବହୁତ ଭଲ ଯତ୍ନ ନେଇ ପାରିବେ।

ଏହା ସହିତ ଏହାକୁ ବ୍ୟବହାର କରିବା ଫଳରେ ଆପଣଙ୍କ ଦାନ୍ତରେ ଚମକ ଆସିଯିବ।ଏହା ସହିତ ଆପଣଙ୍କ ଦାନ୍ତ ସହିତ ଜଡ଼ିତ ସମସ୍ତ ସମସ୍ୟାର ମଧ୍ୟ ସମାଧାନ ହୋଇଯିବ।ଏହାକୁ କିଛି ଦିନ ବ୍ୟବହାର କରିବା ଫଳରେ ଆପଣଙ୍କ ଦାନ୍ତର ହଳଦିଆ ଅଂଶ ସମ୍ପୂର୍ଣ୍ଣ ଭାବରେ ଚାଲିଯିବ।ଏହା ସହିତ ଆପଣଙ୍କ ଦାନ୍ତ ସମ୍ପୂର୍ଣ୍ଣ ଭାବରେ ଧଳା ହୋଇଯିବ।

Leave a Reply

Your email address will not be published. Required fields are marked *