ଓଡ଼ିଆ ଧାରାବାହିକର Manini ର ମାନି ବର୍ତ୍ତମାନ କଣ କରୁଛନ୍ତି ? Nishita Priyadarshini ହେଇଗଲେଣି ଏତେ ବଡ ଦେଖିଲେ ଆଶ୍ଚର୍ଯ୍ୟ ହେବେ,ଜଲ୍ଦି ଓଡ଼ିଆ ଫିଲ୍ମ ରେ ଅଭିନୟ କରିବେ

Spread the love

ତାରଙ୍ଗରେ ପ୍ରସାରିତ ହେଉଥିବା ମାନିନୀ ଧାରାବାହିକ ବିଷୟରେ ଆମେ ସମସ୍ତେ ବହୁ ଭଲ ଭାବରେ ଜାଣୁ।ଏହି ଧାରାବାହିକ ଅଳ୍ପ ସମୟ ମଧ୍ୟରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଥିଲା।ଏହା ସହିତ ଏହି ଧାରାବାହିକ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହି ଧାରାବାହିକରେ ଶିଶୁ କଳାକାର ଭାବରେ ଅଭିନୟ କରୁଥିବା ମାନିଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେହି କୁନି କଳାକାରଙ୍କ ଅଭିନୟ ଦେଖିବାକୁ ଅନେକ ଲୋକ ବହୁ ମାତ୍ରାରେ ପସନ୍ଦ କରନ୍ତି।

ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରନ୍ତି।ସେ ଅଳ୍ପ ସମୟ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହି କୁନି କଳାକାରଙ୍କ ଅଭିନୟ ଦେଖିବା ପାଇଁ ଅନେକ ଲୋକ ବହୁତ ମାତ୍ରାରେ ପସନ୍ଦ କରନ୍ତି।

ଏହା ସହିତ ଏହି କଳାକାର ନିଜର ଅଭିନୟ କରିବାର ବିଶେଷ ଶୈଳୀ ପାଇଁ ଅନେକ ଲୋକଙ୍କ ପାଖରେ ପରିଚିତ ହୋଇ ପାରିଛନ୍ତି।ଏତେ ଅଳ୍ପ ବୟସରେ ଓଡ଼ିଶାର ପ୍ରତ୍ୟେକ ଦର୍ଶକ ମାନଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ଅନେକ ମାତ୍ରାରେ ପସନ୍ଦ କରନ୍ତି।

ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତରେ ବର୍ତ୍ତମାନ ନିଜର ଏକ ପ୍ରତିଷ୍ଠା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି କୁନି କଳାକାର ଜଣକ ଅଳ୍ପ ସମୟ ମଧ୍ୟରେ ନିଜକୁ ସାରା ଓଡ଼ିଶାର ଲୋକଙ୍କ ପାଖରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି କଳାକାର ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ଫଟୋ ଓ ଭିଡିଓ ଛାଡୁଛନ୍ତି।

ତେବେ ସେ ଆଗକୁ ଅଭିନୟ ଦ୍ୱାରା ନିଜର ଜୀବନ ଆଗକୁ ବଢ଼ାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।ଏହା ସହିତ ଏହି କୁନି କଳାକାର ନିଜର ଅଭିନୟ ପାଇଁ ବର୍ତ୍ତମାନ ଅନେକ ଲୋକଙ୍କ ପାଖରେ ନିଜକୁ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି ।ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ଅଟେ।ଏହା ସହିତ ସେ ପିଲାବେଳୁ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ମନ ଜିତିବାରେ ସଫଳ ହୋଇ ପାରିଛନ୍ତି।

ତାଙ୍କର ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇ ଥିବାରୁ ଏତେ କମ ବୟସରେ ମଧ୍ୟ ତାଙ୍କର ଅନେକ ଅନୁଗତ ରହିଛନ୍ତି।ଏହା ସହିତ ସେ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତରେ ନିଜର ଏକ ପ୍ରତିଷ୍ଠା ସୃଷ୍ଟି କରିବା ସହିତ ସେ ବର୍ତ୍ତମାନ ଅନେକ ଲୋକଙ୍କ ପାଖରେ ନିଜକୁ ଏକ ସ୍ବତନ୍ତ୍ର ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ଏହି କୁନି ଅଭିନେତ୍ରୀ ଜଣଙ୍କ ନିଜର ଅଭିନୟ ପାଇଁ ବର୍ତ୍ତମାନ ଅନେକ ଲୋକଙ୍କ ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ମଧ୍ୟ ସମସ୍ତ ଦର୍ଶକ ମାନଙ୍କୁ ଅନେକ ଆକର୍ଷଣୀୟ ଲାଗିଥାଏ।

Leave a Reply

Your email address will not be published. Required fields are marked *