ମତେ ରଙ୍ଗ (Colour) ବୋଳିଦିଅ ସୁମିତ,ତପସ୍ଵିନୀଙ୍କୁ ରଙ୍ଗ ଵୋଳିବାକୁ ଆସିଲେକି ସୁମିତ୍,କଣ ଥିଲା ଅସଲ ଘଟଣା…ଦେଖନ୍ତୁ Video

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକଲରେ ଆମେ ଜାଣିବା କିଛି ବିଶେଷ ତଥ୍ୟ ବିଷୟରେ।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।ତେବେ ଆପଣମାନେ ତ ସୁମିତ ଏବଂ ତପସ୍ୱୀନିଙ୍କ ବିଷୟରେ ନିହାତି ଭାବରେ ଜାଣିଥିବେ।ବର୍ତ୍ତମାନ ସମୟରେ ତାଙ୍କ ଘଟଣା ସବୁଆଡେ ଭାଇରାଲ ହେବାରେ ଲାଗିଛି।

ବର୍ତ୍ତମାନ ସମୟରେ ଏହି ଘଟଣାକୁ ନେଇ କିଛି ନୂତନ ତଥ୍ୟ ଆସିଛି।ଆମେ ତାହା ବିଷୟରେ ଜାଣିବା।ତୁମେ ଏବେ କେଉଁଠି ଅଛ?କୋର୍ଟରେ ଆବେଦନ କର।ଆମେ ଆସିକରି ପୁଣି ମିଶିକରି ରହିବା।କିନ୍ତୁ ଏବେ ବି ତୁମେ ଫେରି ନାହଁ।ଆଜି ହେଉଛି ହୋଲିର ପର୍ବ।ଆଶା ଥିଲା ତୁମେ ଆସି ମୋ ଗାଲରେ ହୋଲି ଟିକେ ଲାଗେଇଦେଵ।

ଏମିତି ଭାବରେ ମୋ ମୁହଁକୁ ବୋଳିଦେବ ମୁଁ ଆଖି ବୁଜି ଦେଖିବା ବେଳକୁ କେବଳ ତୁମେ ହିଁ ମୋ ପାଖରେ ଥିବ।ତୁମକୁ ଦେଖି ମୁଁ ଏକ ଅଭୁଲା ରାଇଜରେ ଏମିତି ହଜିଯିବି ଯେମିତି ଏକ ନୂଆ ଦୁନିଆକୁ ପାଇବି।କିନ୍ତୁ ଆଜି ତାହା ମଧ୍ୟ ସମ୍ଭବ ହେଲା ନାହିଁ।ତୁମେ ଅଛ କେଉଁଠାରେ ସୁମିତ?ମୁଁ ଝୁରି ହେଉଛି।

ତୁମ ବିନା ମୋର ରାତି ଆଉ ଦିନ କେମିତି କଟୁଛି ମୁଁ କେମିତି କହିବି।ଫେରିଆସ ସୁମିତ ଅତି ଶୀଘ୍ର ଫେରିଆସ।ଯେମିତି ତୁମେ ଚାହିଁଛ ମୁଁ ସେମିତି ରହିଛି।ଓ ସେମିତି ରହିବି ଜୀବନ ସାରା।ମୁଁ କଥା ଦେଉଛି ଯେ ତୁମକୁ କେବେ ଅଶାନ୍ତ ହେବାକୁ ଦେବୀ ନାହିଁ।ମୁଁ ପ୍ରତିଟି ମୁହୂର୍ତ୍ତରେ ତୁମର ଯତ୍ନ ନେବି।

ତୁମ ଆଖିରେ ଯଦି ଧାର ଟିଏ ଲୁହ ବି ଆସେ ତାହାକୁ ପୋଛିବାକୁ ମୁଁ ସଦା ସର୍ବଦା ଚେଷ୍ଟା କରିବି।ତୁମ ମନରେ କଷ୍ଟ ଦେବାକୁ ମୁଁ କେବେହେଲେ ଚାହିଁବି ନାହିଁ।ଖୁସିରେ ଖୁସିରେ ଏମିତି ଏକ ସଂସାର ଗଢିବା ଯାହାକି ଏହି ଦୁନିଆ ଦେଖିବ।ସେହି ତପସ୍ୱୀନି ଏବଂ ସୁମିତ ଗଢ଼ିଛନ୍ତି ଏହି ସୁନାର ସଂସାର।ଆଜି ଏହି ହୋଲିର କାହିଁକି ଏମିତି ମନଟା ମୋର ମଉଳି ଯାଉଛି।

ଲାଗୁଛି ଏହି ମୁହୂର୍ତ୍ତଟି ଗଲା ବର୍ଷ ମଧ୍ୟ ଥିଲା।ହେଲେ କାହିଁକି ଏତେ ଫରକ ରହିଛି?ଆଜି କାହିଁକି ଏତେ ଏକୁଟିଆ ଲାଗୁଛି।ମୋ ଆଖିରୁ ଝରିଥିବା ସେହି ଲୁହ ଯେ ଆମେ କେହି ଅଲଗା ହେବା ନାହିଁ।ଅଲଗା ହେବା କଥା ଭାବିଲେ ତୁମ ଆଖିରୁ ଝରି ପଡୁଥିଲା ଲୁହ।ତାହାକୁ ପୋଛିବାକୁ ମୋ ହାତ ଯାଉଥିଲା ଏବଂ ମୋ ମନ ଅତି ବ୍ୟଗ୍ର ହୋଇପଡୁଥିଲା।କିନ୍ତୁ ସତରେ କେଉଭକି ମଧ୍ୟ ପରିସ୍ଥିତିରେ ମୁଁ ତୁମ ଠାରୁ ଦୂରେଇ ଯିବି ନାହିଁ।କିନ୍ତୁ ଆଜି ହୋଲିରେ ମତେ କାହିଁକି ଲାଗୁଚି ଯେ ମୁ ନିଜକୁ ବହୁତ ଏକା ଅନୁଭବ କରୁଛି।

Leave a Reply

Your email address will not be published. Required fields are marked *