ଓଲିଉଡ ଅଭିନେତା ମିହିର ଦାସଙ୍କ ଜୀବନୀ – ଏହି କାରଣ ପାଇଁ ତାଙ୍କ ସାନ ପୁଅ କୁ ଫିଲ୍ମ କରିବା ପାଇଁ ମନା କଲେ – ଦେଖନ୍ତୁ ମିହିର ଜୀବନର ଦୁଃଖ କଣ

Spread the love

ସାଙ୍ଗମାନେ ଆଜିର ଏହି ବିଶେଷ ଆର୍ଟିକିଲରେ ଆମେ ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସଙ୍କ ଜୀବନୀ ବିଷୟରେ ଜାଣିବା।ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଓଲିଉଡ ଅଭିନେତା ମିହିର ଦାସଙ୍କ ବିଷୟରେ।ଆପଣ ତ ଯାହା ହେଲେ ମଧ୍ୟ ଅଭିନେତା ମିହିର ଦାସଙ୍କ ନାମ ତ ନିଶ୍ଚିତ ଶୁଣିଥିବେ।ସେ ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକ ବରଦାନ ଅଟନ୍ତି।ତାଙ୍କ ଅଭିନୟ ପାଇଁ ତାଙ୍କ ଫ୍ୟାନ ମାନଙ୍କ ହୃଦୟରେ ସେ ଏକ ବିଶେଷ ସ୍ଥାନ ସୃଷ୍ଟି କରିପାରିଛନ୍ତି।

ତାଙ୍କର ନାମ ହେଉଛି ମିହିର ଦାସ।ଏବେ ଆସନ୍ତୁ ଜାଣିବା ତାଙ୍କ ଜନ୍ମ ବିଷୟରେ।ଅଭିନେତା ମିହିର ଦାସ ୧୭ ଫେବୃଆରୀ ୧୯୬୬ମସିହାରେ ଜନ୍ମ ଗ୍ରହଣ କରିଥିଲେ।ଏବଂ ତାଙ୍କ ଜନ୍ମସ୍ଥାନ କଥା କହିଲେ ତାଙ୍କ ଗ୍ରାମ ହେଉଛି ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ।ଏହି ସ୍ଥାନ ହେଉଛି ତାଙ୍କର ମାତୃଭୂମି।ସେ ଏହି ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ସମ୍ପୂର୍ଣ୍ଣ ପିଲାଟିଦିନ ଏହି ସ୍ଥାନରେ କଟିଥିଲା।ଏବେ ଆସନ୍ତୁ ଜାଣିବା ତାଙ୍କ ପତ୍ନୀଙ୍କ ବିଷୟରେ

ଅଭିନେତା ମିହିର ଦାସଙ୍କ ପତ୍ନୀଙ୍କ ନାମ ହେଉଛି ସଙ୍ଗୀତା ଦାସ।ତାଙ୍କର ତାଙ୍କ ପତ୍ନୀ ସଙ୍ଗୀତା ଦାସଙ୍କ ସହିତ ଅନେକ ଗୀତ ଏବଂ ବିଶେଷ ମୁହୂର୍ତ୍ତ ମଧ୍ୟ ରହିଛି ଯାହାକୁ ଆପଣ ସୋସିଆଲ ମିଡିଆରୁ ପାଇପାରିବେ।ଏହି ସବୁ ମୁହୂର୍ତ୍ତକୁ ତାଙ୍କ ଫ୍ୟାନମାନେ ବହୁତ ପସନ୍ଦ ମଧ୍ୟ କରିଛନ୍ତି।କିନ୍ତୁ ଏକ ଦୁଃଖଦ ଖବର ଏହା ଯେ ତାଙ୍କ ସ୍ତ୍ରୀ ସଙ୍ଗୀତା ଦାସ ୨୦୧୦ରେ ମୃତ୍ୟୁ ବରଣ କରିଥିଲେ।ଏଥିପାଇଁ ଅନେକ ଲୋକଙ୍କୁ ଝଟକା ଲାଗିଥିଲା।ତାଙ୍କର ତାଙ୍କ ପତ୍ନୀ ଏବଂ ପୁଅଙ୍କ ସହିତ କିଛି ସଫଟୋ ମଧ୍ୟ ଆପଣ ସୋସିଆଲ ମିଡିଆରେ ପାଇପାରିବେ।

ତାଙ୍କ ପୁଅଙ୍କ ନାମ ହେଉଛି ଅମ୍ଳାନ ଦାସ।ଅମ୍ଳାନଙ୍କ ଜନ୍ମ ୯ ମାର୍ଚ୍ଚ ୧୯୯୨ରେ ଓଡିଶାର କଟକ ଜିଲ୍ଲାରେ ହୋଇଥିଲା।ଅମ୍ଳାନ ଦାସଙ୍କ ପତ୍ନୀଙ୍କ ନାମ ହେଉଛି ଭୂମିକା ଦାସ।ଭୂମିକା ଏବଂ ଅମ୍ଳାନଙ୍କ ବିବାହର ଭିଡିଓ ମଧ୍ୟ ଆପଣ ଇଣ୍ଟରନେଟରେ ପାଇପାରିବେ।ସେହି ଭିଡିଓକୁ ମଧ୍ୟ ଦର୍ଶକମାନେ ବହୁତ ପସନ୍ଦ କରିଛନ୍ତି।

ଏବେ ଆସନ୍ତୁ ଜାଣିବା ମିହିର ଦାସଙ୍କ ଅଭିନୟ ଜୀବନୀ ବିଷୟରେ ସେ ୧୯୭୯ରେ ମଥୁରା ବିଜୟ କଥାଚିତ୍ରରେ ଅଭିନୟ କରିଥିଲେ।ସେହି କଥାଚିତ୍ର ମଧ୍ୟ ଲୋକପ୍ରିୟ ହୋଇଥିଲା।ଏହା ସହିତ ମିହିର ଦାସ ଖଳନାୟକ ଭୂମିକାରେ ମଧ୍ୟ ଦେଖାଯାଇଛନ୍ତି।ତାଙ୍କର ଖଳନାୟକ ଭାବରେ ଅଭିନୟର ଝଲକ ଅନେକ ଲୋକଙ୍କୁ ବହୁତ ପସନ୍ଦ ମଧ୍ୟ ଅସିଛି।

କେବଳ ଏତିକି ନୁହେଁ ମିହିର ଦାସ କମେଡିଆନ ଭାବରେ ମଧ୍ୟ ନଜର ଆସିଛନ୍ତି।ତାଙ୍କ କମେଡି ମଧ୍ୟ ଦର୍ଶକ ମାନଙ୍କୁ ଏତେ ପସନ୍ଦ ଆସିଥାଏ ଯେ ସେମାନେ ବାରମ୍ବାର ଏହାକୁ ଦେଖିଥାନ୍ତି।ଆକ୍ଟିଙ୍ଗ ସହିତ ତାଙ୍କର ରାଜନୀତିକ ଜୀବନ ମଧ୍ୟ ରହିଛି।ମିହିର ଦାସ ବିଜେପି ଦଳରେ ସ୍ଥାନ ପାଇଛନ୍ତି।ସେ ୨୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।

Leave a Reply

Your email address will not be published. Required fields are marked *