ଭୁବନେଶ୍ୱର ରୁ Missing ହେଲେ ଏହି ଓଡ଼ିଆ ହିରୋଇନ,ଜାଣିରଖନ୍ତୁ ଏହା ସତ୍ୟତା କଣ

Spread the love

କୁଆଁରୀ ବୋହୂ ଧାରାବାହିକରେ ଅଭିନୟ କରୁଥିବା ବର୍ଷାଙ୍କୁ ଆମେ ସମସ୍ତ ଭଲ ଭାବରେ ଜାଣୁ।ଏହି ଅଭିନେତ୍ରୀ ଜଣକ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ମଧ୍ୟ ଅନେକ ଲୋକ ପସନ୍ଦ କରି ଥାନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତରେ ସ୍ୱଳ୍ପ ସମୟ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ନିକଟରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ବ୍ୟକ୍ତି ବର୍ଷାଙ୍କ ଏକ ଫଟୋକୁ ବାହାରେ ଲଗାଉଛି ଏହା ସହିତ ଏଥିରେ ବର୍ଷାଙ୍କ ନିଖୋଜ ଥିବା ଖବର ବିଷୟରେ ଲେଖା ହୋଇଛି।ତେବେ ଅନେକ ଲୋକ ଏହାକୁ ସତ୍ୟ ବୋଲି ଭାବି ନେଇଛନ୍ତି।ତେବେ ସେ ନିଖୋଜ ହୋଇ ନାହାନ୍ତି ବୋଲି ସୂଚନା ମିଳିଛି।ତେବେ ସେହି ବ୍ୟକ୍ତି ସେପରି ଫଟୋ ଲଗାଇବାର କାରଣ ହେଉଛି ଏହା କୁଆଁରୀ ବୋହୂ ଧାରାବାହିକର ଏକ ଅଂଶ ଥିଲା।

ତେବେ ସେ ବାସ୍ତବରେ ସମ୍ପୂର୍ଣ୍ଣ ଭାବରେ ଠିକ ଅଛନ୍ତି।ତାଙ୍କୁ କେହି ମଧ୍ୟ କିଡନାପ କରି ନାହାନ୍ତି।ସେ କେବଳ ସେହି ଧାରାବାହିକରେ କିଡନାପ ହୋଇଛନ୍ତି।ଯାହା କେବଳ କାଳ୍ପନିକ ଅଟେ।ତେବେ ଏହି ଅଭିନେତ୍ରୀ ଏହି ଧାରାବାହିକରେ ନିଖୋଜ ହୋଇ ଯାଇଛନ୍ତି ବୋଲି ସୂଚନା ମିଳିଛି।ତେବେ ସେ ବାସ୍ତବରେ ନିଖୋଜ ହୋଇ ନାହାନ୍ତି।

ସେ କେବଳ ଏହି ଧାରାବାହିକରେ ନିଖୋଜ ହୋଇ ଯାଇଛନ୍ତି ବୋଲି ସୂଚନା ମିଳିଛି।ତେବେ ଏହି ଅଭିନେତ୍ରୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହା ଚିନ୍ତା କରିଥିଲେ କି ସେ ବାସ୍ତବରେ ନିଖୋଜ ହୋଇ ଯାଇଛନ୍ତି।ମାତ୍ର ତାହା ସମ୍ପୂର୍ଣ୍ଣ ଭାବରେ ଭୁଲ ବୋଲି କହିଛନ୍ତି ଏହି ପ୍ରତିଷ୍ଠିତ ଅଭିନେତ୍ରୀ।ଏହା ସହିତ ଏହି ଅଭିନେତ୍ରୀଙ୍କ ଅଭିନୟ ଦେଖିବାକୁ ଅନେକ ଆକର୍ଷଣୀୟ ହୋଇଥାଏ।ତେବେ ଆଗାମୀ ସମୟରେ ସେ ଓଡ଼ିଆ ଅଭିନୟ ଜଗତରେ ନିଜର ପ୍ରତିଷ୍ଠାକୁ ଆହୁରି ଆଗକୁ ନେବା ପାଇଁ ଲକ୍ଷ ରଖିଛନ୍ତି।

ଏହା ସହିତ ଆଗାମୀ ସମୟରେ ସେ ଅନେକ ଲୋକଙ୍କ ପାଖରେ ନିଜର ପରିଚୟକୁ ଆହୁରି ଦୃଢ଼ କରିବା ପାଇଁ ଲକ୍ଷ ରଖିଛନ୍ତି।ତାଙ୍କର ଅଭିନୟ ପାଇଁ ସେ କୁଆଁରୀ ବୋହୂ ଧାରାବାହିକକୁ ଅନେକ ଲୋକପ୍ରିୟ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ପାଇଁ ଅନେକ ଲୋକ ମଧ୍ୟ ତାଙ୍କୁ ନିଜର ପ୍ରିୟ ଅଭିନେତ୍ରୀ ଭାବରେ ଚୟନ କରି ସାରିଲେଣି।

ଏହା ସହିତ ଏହି ଅଭିନେତ୍ରୀଙ୍କ ଅଭିନୟ ଅନେକ ଲୋକଙ୍କୁ ବହୁତ ଭଲ ଲାଗିଥାଏ।ଏହା ସହିତ ଏହି ଧାରାବାହିକ ଜରିଆରେ ପଦାର୍ପଣ କରି ସେ ବର୍ତ୍ତମାନ ନିଜକୁ ଓଡ଼ିଶାର ସମସ୍ତ ଲୋକଙ୍କ ଆଗରେ ପରିଚୟ ଦେବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ପାଇଁ ଅନେକ ଲୋକ ବହୁଳ ଭାବରେ ପସନ୍ଦ କରନ୍ତି।ଏହା ସହିତ ସେ ବର୍ତ୍ତମାନ ଜଣେ ପ୍ରତିଷ୍ଠିତ ଅଭିନେତ୍ରୀ ହୋଇ ପାରିଛନ୍ତି।ଏହା ସହିତ ସେ ଆଗାମୀ ସମୟରେ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଲକ୍ଷ ରଖିଛନ୍ତି।

Leave a Reply

Your email address will not be published. Required fields are marked *