ମିତାଲି ଓ ଜଗଜିତଙ୍କ ପାଖକୁ ଆସିଲା ଖୁସି ଖବର, Mitali ଓ Jagjit ମା ବାପା ହେଲେ ! କଣ ଏହି ଖବର ସତ୍ୟତା ଜାଣିରଖନ୍ତୁ

ଅଭିନେତା ଜଗଜିତଙ୍କୁ ଆମେ ବହୁତ୍ ଭଲ ଭାବରେ ଜାଣୁ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେ ନୂଆ ବୋହୂ ଚଳଚ୍ଚିତ୍ର ଜରିଆରେ ଓଡ଼ିଶାର ସମସ୍ତ ଲୋକଙ୍କ ନିକଟରେ ନିଜକୁ ପରିଚିତ କରାଇ ପାରିଥିଲେ।ସେ ଏହି ଚଳଚ୍ଚିତ୍ରରେ ଏପରି ଅଭିନୟ କରିଥିଲେ କି ତାଙ୍କର ଅଭିନୟ ଦେଖିବା ପାଇଁ ଓଡ଼ିଶାର ପ୍ରତ୍ୟେକ ଲୋକ ପାଗଳ ହେଉଥିଲେ।ତେବେ ତାଙ୍କର ଅଭିନୟ ଏପରି ଥିଲା କି ଯାହା ସମସ୍ତଙ୍କୁ ତାଙ୍କ ଆଡ଼କୁ ଆକର୍ଷିତ କରି ପାରିଥିଲା।ଏହା ସହିତ ସେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତା।

ଏହି ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିବା ମିତାଲି ମଧ୍ୟ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ଆକର୍ଷିତ କରି ପାରିଥିଲେ।ଏହା ସହିତ ତାଙ୍କର ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଥିଲେ।ତେବେ ଏହି ଅଭିନେତା ଓ ଅଭିନେତ୍ରୀଙ୍କ ମଧ୍ୟରେ ସୁଟିଂ ସେଟରୁ ପ୍ରେମ ସଂପର୍କ ଗଢି ଉଠିଥିଲା।ଏହା ସହିତ ସେ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ।ଏହାପରେ ସେମାନେ ଅନେକ ଦିନ ହେବ ପରସ୍ପର ସହିତ ସମ୍ପର୍କରେ ରହିବା ପରେ ବର୍ତ୍ତମାନ ସେମାନେ ପରସ୍ପରକୁ ବିବାହ କରିବାକୁ ଯାଉଛନ୍ତି।

ତେବେ ଏହାପରେ ବର୍ତ୍ତମାନ ଏକ ଖବର ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ ସେହି ଫଟୋରେ ମିତାଲି ଓ ଜଗଜିତ ଏକ ଛୋଟ ପିଲାକୁ ଧରି ଥିବାର ଦେଖା ଯାଉଛି।ଏହା ସହିତ ସେମାନଙ୍କର ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଚର୍ଚ୍ଚାରେ ରହିଛି।ତେବେ ସୂଚନା ଅନୁସାରେ ସେହି ପିଲାଟି ମିତାଲି ଓ ଜଗଜିତଙ୍କ ପିଲା ବୋଲି ଅନେକ କହୁଛନ୍ତି।ଏହା ସହିତ ସେମାନେ ଲୁଚି ବିବାହ କରି ବର୍ତ୍ତମାନ ପିତା ଓ ମାତା ହୋଇ ସାରିଲେଣି ବୋଲି ଅନେକ କହୁଛନ୍ତି।

ମାତ୍ର ଏହା ବାସ୍ତବରେ ସତ୍ୟ ନୁହେଁ।ସେମାନେ କିଛି ଦିନ ତଳେ ପରସ୍ପରକୁ ବିବାହ କରିବେ ବୋଲି ଘୋଷଣା କରିଥିଲେ ଏହା ସହିତ ସମାନେ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଜଣା ପଡ଼ିଛି।ମାତ୍ର ଏହା ବିଲକୁଲ ସତ୍ୟ ନୁହେଁ କି ସେମାନେ ବିବାହ କରି ପିତା ମାତା ହୋଇ ସାରିଲେଣି।ତେବେ ସେମାନେ ଯେଉଁ ପିଲାକୁ ଧରି ଥିବାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବୁଲୁଛି ସେହି ଫଟୋରେ ଯେଉଁ ପିଲା ରହିଛି ସେହି ପିଲାଟି ହେଉଛି ମିତାଲିଙ୍କ ବଡ଼ ଭଉଣୀଙ୍କର ସନ୍ତାନ।

ତେବେ ସେମାନେ ବିବାହ କରି ନାହାନ୍ତି ବୋଲି କହିଛନ୍ତି।ଏହା ସହିତ ସେମାନେ ଏହା ମଧ୍ୟ କହିଛନ୍ତି କି ସେମାନେ କେବେ ମଧ୍ୟ ଲୁଚି ବିବାହ କରିବେ ନାହିଁ।ସେମାନେ ସମସ୍ତଙ୍କ ସମ୍ମୁଖରେ ବିବାହ କରିବେ ବୋଲି କହିଛନ୍ତି।ତେବେ ଏହି ଘଟଣା ପରେ ସେମାନେ ଏହି ଘଟଣାକୁ ସମ୍ପୂର୍ଣ୍ଣ ଭାବରେ ମିଛ ବୋଲି କହିଥିଲେ ଏହା ସହିତ ସେମାନେ କହିଥିଲେ କି ସେମାନଙ୍କ ନାମରେ ଏବେ ଯେଉଁ ପ୍ରଚାର କରା ଯାଉଛି ତାହା ସମ୍ପୂର୍ଣ୍ଣ ଭାବରେ ମିଛ।

Leave a Reply

Your email address will not be published. Required fields are marked *