ସ୍ତ୍ରୀ ବା କନ୍ୟା ମାସିକ ଧର୍ମ ସମୟରେ ଏହି 7ଟି କାର୍ଯ୍ୟ କରିବା ଅନୁଚିତ,ନଚେତ ଆପଣଙ୍କ Swami ଙ୍କ ଆୟୁଷ କମିଯାଇପାରେ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ କିଛି ବିଶେଷ ତଥ୍ୟ। ବିଷୟରେ ଜାଣିବା।ସ୍ତ୍ରୀ ବା କନ୍ୟାର ମାସିକ ଧର୍ମ ସମୟରେ ଏହି ସବୁ କାର୍ୟ୍ଯ କରିବା ଅନୁଚିତ।ନଚେତ ସ୍ୱାମୀର ଆୟୁଷ ଧୀରେ ଧୀରେ କମିଯିବ।ସାଙ୍ଗମାନେ ନାରୀ ମାନଙ୍କ ମାସିକ ଧର୍ମକୁ ସମସ୍ତେ ପାପ ବୋଲି ଭାବିଥାନ୍ତି।କିନ୍ତୁ ଏହା ଭଗବାନଙ୍କ ଏକ ଆଶ୍ରିବାଦ ଅଟେ।ବିଜ୍ଞାନ ଦ୍ୱାରା କୁହାଯାଇଛିଯେ ଯଦି କୌଣସି କନ୍ୟାର ମାସିକ ଧର୍ମ ନହୁଏ ତେବେ ତାଙ୍କର ଗର୍ଭ ଧାରଣର କ୍ଷମତା କମିଯାଏ।ଫଳରେ ଭବିଷ୍ୟତରେ ବହୁତ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ।ଏହି ସମୟରେ ମହିଳା ମାନଙ୍କୁ ଅନେକ କଷ୍ଟ ମଧ୍ୟ ସହିବାକୁ ପଡିଥାଏ।

ମାସିକ ଧର୍ମ ଏହିପରି ଏକ ସମସ୍ୟା ଯାହାକୁ ପ୍ରତ୍ୟେକ ମହିଳା ମାନଙ୍କୁ ସମ୍ନା କରିବାକୁ ପଡିଥାଏ।ଏହି ମାସିକ ଋତୁସ୍ରାବ ବିଷୟରେ ଅନେକ ଧାର୍ମିକ ଏବଂ ଅନେକ ସାମାଜିକ ଭୁଲ ଧାରଣା ମଧ୍ୟ ରହିଛି।ମହିଳା ମାନେ ଏହି ସମୟ ସୀମା ମଧ୍ୟରେ ଗତି କରୁଥିବା ସମୟରେ ପୁରୁଷ ମାନଙ୍କ ଠାରୁ ଅଧିକ ସୁଦ୍ଧ ବା ପ୍ରଭାବ ଶାଳୀ ହୋଇଥାନ୍ତି।ଶାସ୍ତ୍ର ଏବଂ ପୁରାଣରେ ଏପରି କିଛି ନୀତି ନିୟମ ରହିଛି ଯାହାକୁ ମହିଳା ମାନେ ମାସିକ ଧର୍ମ ଚାଲୁଥିବା ସମୟରେ ପାଳନ କରିବା ଉଚିତ।ଏହାଦ୍ବାରା ସ୍ୱମୀଙ୍କ ଆୟୁଷ ବୃଦ୍ଧି ପାଇବା ସହିତ ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ।ଏବଂ ପରିବାରରେ ଆର୍ଥିକ ସମସ୍ୟାର ମଧ୍ୟ ସମ୍ନା କରିବାକୁ ପଡେନାହିଁ।

ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଯେ ମାସିକ ଧର୍ମ ଚାଲୁଥିବା ସମୟରେ ସ୍ତ୍ରୀ ବା କନ୍ୟା ମାନେ କେଉଁ ସବୁ କାମ କରିବା ଅନୁଚିତ।ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ପ୍ରଥମେ ହେଉଛି କଠିନ କାମ କରନ୍ତୁ ନାହିଁ।

ଏହି ସମୟରେ ଘରର ସମସ୍ତ କଠିନ କାର୍ଯ୍ୟ ଠାରୁ ଆପଣ ନିବୃତ ରହିବା ଦରକାର।କାରଣ ଏହି ସମୟ ସେମାନଙ୍କ ବିଶ୍ରାମ ନେବାର ସମୟ ଅଟେ।ଏହି ସମୟରେ ଯଦି ସେମାନେ ନିଜକୁ ବ୍ୟସ୍ତ ରଖିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିବ।ଏଥିପାଇଁ ଏହି ସମୟରେ କଠିନ କାର୍ୟ୍ଯ ଠାରୁ ନିଜକୁ ଦୂରେଇ ରଖନ୍ତୁ।ଏହାପରେ ଦ୍ୱିତୀୟରେ ହେଉଛି ସଜବାଜ ଠାରୁ କେବେହେଲେ ନିଜକୁ ଦୂରେଇ ରଖନ୍ତୁ ନାହିଁ।

ଯଦି ଆପଣ ଏହି ସମୟରେ ସଜ ଵାଜ ହେବା ବନ୍ଦ କରନ୍ତି ତେବେ ଘରେ ଦୁଃଖ ବାସ କରିଥାଏ।ଆପଣ ଅସନ୍ତୁଷ୍ଟ ମଧ୍ୟ ରୁହନ୍ତୁ ନାହିଁ।ଏବଂ ଏହି ସମୟରେ ଅସନ୍ତୁଷ୍ଟ ରହିବା ମଧ୍ୟ ଉଚିତ ନୁହେଁ।ଏଥିପାଇଁ ଆପଣ ମୁହଁରେ ହସ ରଖିବା ସହିତ ନିଜ ଶରୀରର ଯତ୍ନ ନିଅନ୍ତୁ।ଏହାପରେ ହେଉଛି ଆପଣ ଏହି ସମୟରେ ଧର୍ମ କାର୍ଯ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ।ଏହାପରେ ହେଉଛି ଏହି ମାସିକ ଧର୍ମ ଚାଲୁଥିବା ସମୟରେ ଗୁରୁଜନ ମାନଙ୍କ ପାଦ ସ୍ପର୍ଶ କରନ୍ତୁ ନାହିଁ।

ଏହି ସମୟରେ ଆପଣଙ୍କୁ ଶାରୀରିକ ସମ୍ପର୍କ ରଖିବା ମଧ୍ୟ ଉଚିତ ନୁହେଁ।ଏବଂ ଆପଣ ଗାଧୁଆ ଘରେ ବେସି ସମୟ ରୁହନ୍ତୁ ନାହିଁ କାରଣ ଏହି ସମୟରେ ଜୀବାଣୁ ମାନେ ବହୁତ ଅଧିକ ହୋଇଥାନ୍ତି।ଏଥିପାଇଁ ଆପଣ ଗାଧୁଆ ଘରେ ଯଥା ସମ୍ଭବ କାମ ସାରିଦିଅଁନ୍ତୁ।ଏବଂ ଏହି ସମୟରେ ଆପଣ ଖାଲି ପେଟରେ ରୁହନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *