ମୁଁ Jhulana ମହାନ୍ତି କହୁଛି,ଜ୍ୟୋତି ମିଶ୍ର କହିଲେ ମୁଁ ପୁଣି ଫିଲ୍ମ ଜଗତ କୁ ଫେରିବାକୁ ଯାଉଛି ଆଉ ତାପରେ…

Spread the love

ସୁନେଲି ସୁନେଲି ଖରା ତ ମୁହଁ ସାର କେବେ ଦିଶୁ ଗୋଲାପି ତୁ କେବେ ଦିଶୁ ଗୋରା ତୋ ଓଠରୁ ଝରି ପଡେ ହସ ଚୁନା ଚୁନା ତୋ ଆଖି ମୋ ଆଇନ ତୋ ଆଖି ମୋ ଆଇନ ତୋ ଆଖି ମୋ ଆଇନ । ଦର୍ଶକ ବନ୍ଧୁ ଜାଣି ପାରୁଛନ୍ତି କି?ଜାଣି ପାରୁ ନଥିବେ। ତାହେଲେ ମୁଁ କହି ଦଉଛି ଝୁଲଣ ମହାନ୍ତି,ଏବେ ଆପଣ ଜାଣି ପାରୁଥିବେ।

ଦର୍ଶକ ବନ୍ଧୁ ଝୁଲଣ ମହାନ୍ତି ଯିଏକି ହଉଛନ୍ତି ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଜଣେ ନାୟିକା। ତ କେମିତି ଗାଇଲି? ଝୁଲଣ ମହାନ୍ତି କହିଲେକି, ବହୁତ ଭଲ ଗାଇଲ ଆଉ ସମସ୍ତଙ୍କୁ ମୋର ନମସ୍କାର।୨୦୨୩ ମସିହା ସମସ୍ତଙ୍କର ଭଲରେ ଯାଉ ଆଉ ସମସ୍ତଙ୍କର ମଙ୍ଗଳ ହଉ ଆଉ ସମସ୍ତେ ଖୁସିରେ ରୁହନ୍ତୁ। ଆଜି ଆପଣ ବହୁତ ବଢିଆ ଦେଖା ଯାଉଛନ୍ତି।

ଝୁଲଣ ମହାନ୍ତି କହୁଛନ୍ତି ଧନ୍ୟବାଦ।ଆପଣଙ୍କର ସୁନ୍ଦରତାର ତଥ୍ୟଟା କଣ ସେଇଟା ଆମେ ପ୍ରଥମେ ଜାଣିବା ପାଇଁ ଚାହିଁବୁ।ଝୁଲଣ ମହାନ୍ତି କହୁଛନ୍ତି ମୁଁ ଭାବୁଛି ଭଗବାନ ଦୟା କରିଛନ୍ତି ଆଉ ଟିକେ ମେକଅପର କମାଲ ଆଉ ତାଛଡା ଯେତେବେଳେ ସମସ୍ତେ ଆପଣଙ୍କୁ ବହୁତ ଭଲ ପାଉଥିବେ ଆପଣ ନିଶ୍ଚିତ ଭାବରେ

ଭିତରୁ ଖୁସି ରହିବେ ଆଉ ଆପଣ ଯଦି ଭିତରେ ଖୁସି ରହୁଛନ୍ତି ତାହେଲେ ସେଇଟା ଆପେ ଆପେ ବାହାରେ ଦେଖା ଯିବ। ମାଡ଼ମ ଆଜି ମଧ୍ୟ ଆପଣଙ୍କର ସେହି ହସ ଆଉ ଆଜି ମଧ୍ୟ ଆପଣ ସେଇ ଭଳି ସୁନ୍ଦର ଲାଗିଛନ୍ତି। ଝୁଲଣ ମହାନ୍ତି କହିଲେ ଧନ୍ୟବାଦ।ଆଜି ପର୍ଯ୍ୟନ୍ତ ଆପଣ ଯେତିକି ବି ଫିଲ୍ମ କରିଛନ୍ତି

ତା ମଧ୍ୟରେ ସେଇ ଦିନର ଅନୁଭୂତି କଣ ଥିଲା ଜଉ ଦିନ ଆପଣ ପ୍ରଥମେ ଥର ପାଇଁ ବ୍ରେକ ପାଇଥିଲେ? ସେ କହିଲେ କି, ଆକ୍ଚୁଲାଲିରେ ମୁଁ ପ୍ରଥମେ ମଡେଲିଙ୍ଗ ଆରମ୍ଭ କରିଥିଲି କାରଣ ସେତେବେଳେ ପ୍ରଥମେ ପ୍ରଥମେ ବହୁତ ମଡେଲିଙ୍ଗ ହଉଥିଲା ସେଥିପାଇଁ ମୁଁ ମଡେଲିଙ୍ଗ କରୁଥିଲି ଆଉ ତାପରେ ସେତେବେଳେ

ମୋ ପାଖକୁ ଭାରତର ବହୁତ ଜାଗାରୁ ମଧ୍ୟ ଅଫର ଆସୁଥିଲା ସାଉଥରୁ ହଉ କି କୋଲକାତାରୁ ହଉ କି ଅନ୍ୟାନ୍ୟ ଜାଗାରୁ ହଉ ବହୁତ ଅଫର ଆସୁଥିଲା ଆଉ ସାଉଥରୁ ଥରେ ରବିତେଜାଙ୍କ ସହିତ ମଧ୍ୟ ଫିଲ୍ମ ପାଇଁ ଅଫର ଆସିଥିଲା।

Leave a Reply

Your email address will not be published. Required fields are marked *