କପିଲ ଶର୍ମାଙ୍କ Show ରେ ମୁଖ୍ୟମନ୍ତ୍ରୀ Naveen ପଟ୍ଟନାୟକ,ଦେଖନ୍ତୁ କଣ ପାଇଁ ଦେଖାଦେଲେ ଓ କାହିଁକି କହିଲେ ଧନ୍ୟବାଦ କପିଲ।

Spread the love

ଆମେ ସମସ୍ତେ ସୋନି ଟିଭିରେ ପ୍ରସାରିତ ହେଉଥିବା କପିଲ ଶର୍ମା ସୋ ବିଷୟରେ ଭଲ ଭାବରେ ଜାଣୁ।ଏହା ଏକ ହାସ୍ୟାତ୍ମକ କାର୍ଯ୍ୟକ୍ରମ ଅଟେ।ଏହି କାର୍ଯ୍ୟକ୍ରମରେ ଅନେକ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀ ଓ ଅନ୍ୟ ଖେଳାଳି ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଡକା ଯାଇଥାଏ।ଏହା ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତି ବହୁତ ବଡ଼ ବଡ଼ କଳାକାର ହୋଇ ଥାଆନ୍ତି।ଏହା ସହିତ ଏହି କାର୍ଯ୍ୟକ୍ରମ ଖୁବ ଅଳ୍ପ ସମୟ ମଧ୍ୟରେ ଅନେକ ନାମ କମାଇବାରେ ସଫଳ ହୋଇ ପାରିଥିଲା।

ଏହା ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ପ୍ରତ୍ୟେକ ବ୍ୟକ୍ତି କୌଣସି ସାଧାରଣ ବ୍ୟକ୍ତି ହୋଇ ନଥାନ୍ତି।ଏହା ସହିତ ଏହି କାର୍ଯ୍ୟକ୍ରମ ଅନେକ ଲୋକଙ୍କ ପ୍ରିୟ ଅଟେ।ଏହି କାର୍ଯ୍ୟକ୍ରମକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଅନେକ ସମ୍ମାନର ଅଧିକାରୀ ହୋଇ ଥାଆନ୍ତି।ତେବେ ନିକଟରେ ଏହି କାର୍ଯ୍ୟକ୍ରମରେ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।

ଯାହା ଫଳରେ ସେ ଅନେକ ଲୋକଙ୍କ ପାଖରେ ନିଜର ପରିଚୟ କଣ ଏହା ଦେଖାଇ ଦେଇଥିଲେ।ତେବେ ସେ ଶାରିରୀକ ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନଥିଲେ।ସେ କେବଳ ଏକ ଭିଡିଓ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ତେବେ କପିଲ ଶର୍ମା ସୋରେ ମୁଖ୍ୟ ଭାବରେ ସେହିଦିନ ଆମ ଭାରତର ହକି ଖେଳାଳି ମାନେ ଯୋଗ ଦେଇଥିଲେ।

ସେମାନେ ଟୋକିଓ ଅଲମ୍ପିକରେ ଭାରତ ପାଇଁ ଅନେକ ଗର୍ବ ଓ ଗୌରବ ଆଣିବାରେ ସଫଳ ହୋଇ ପାରିଥିଲେ।ତେବେ ସୂଚନା ଅନୁସାରେ ଏହି ବର୍ଷ ହୋଇଥିବା ଅଲମ୍ପିକରେ ଭାରତୀୟ ହକି ଦଳ ପ୍ରାୟ ୪୧ ବର୍ଷ ପରେ କୌଣସି ପଦକ ଜିତିବାରେ ସଫଳ ହୋଇ ପାରିଥିଲା।ଏହା ଆମ ଦେଶ ପାଇଁ ଏକ ଗୌରବ ଥିଲା।

କାରଣ ହକି ଆମ ଜାତୀୟ ଖେଳ ହୋଇଥିଲେ ମଧ୍ୟ ପ୍ରାୟ ୪୧ ବର୍ଷ ଧରି ଆମ ଦେଶ ଏହି ଖେଳରେ ଅଲମ୍ପିକରେ କୌଣସି ମଧ୍ୟ ପଦକ ଜିତି ନଥିଲା।ତେବେ ଏହାପରେ ଏହି ବର୍ଷ ହୋଇଥିବା ଟୋକିଓ ଅଲମ୍ପିକରେ ଭାରତୀୟ ଦଳ ଅନେକ ଉନ୍ନତ ଖେଳ ପ୍ରଦର୍ଶନ କରୁଥିଲା।ଏହା ସହିତ ଭାରତୀୟ ଦଳ ଏହି ବର୍ଷ ଏକ ପଦକ ଜିତିବାରେ ସଫଳ ହୋଇ ପାରିଥିଲେ।

ଯାହା ଫଳରେ ଭାରତୀୟ ମାନେ ନିଜର ହକି ଦଳକୁ ନେଇ ଅନେକ ଗର୍ବ ଅନୁଭବ କରିବା ସହିତ ସମସ୍ତେ ସେମାନଙ୍କୁ ଅନେକ ପ୍ରଶଂସା କରିଥିଲେ।ଏହା ସହିତ କପିଲ ଶର୍ମା ସୋରେ ଯୋଗ ଦେଇ ସେମାନଙ୍କୁ ମଧ୍ୟ ଅନେକ ପ୍ରଶଂସା କରା ଯାଇଥିଲା।ତେବେ ଏହାପରେ ସେଠାରେ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ମାଧ୍ୟମରେ ଯୋଗ ଦେଇ ସମସ୍ତଙ୍କୁ ଅନେକ ପ୍ରଶଂସା କରିବା ସହିତ ସେମାନଙ୍କ ଅବଦାନକୁ ସବୁଦିନ ସ୍ମରଣ କରିବା ପାଇଁ କହିଥିଲେ।

ଏହା ସହିତ ସେମାନେ ଆଗକୁ ଅନେକ ସଫଳତା ହାସଲ କରନ୍ତୁ ଏହା କାମନା ମଧ୍ୟ କରିଥିଲେ।ତେବେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆମ ଭାରତୀୟ ହକି ଖେଳାଳୀ ମାନଙ୍କୁ ଉତ୍ସାହିତ କରି ଥିବାରୁ ଅନେକ ଲୋକ ବର୍ତ୍ତମାନ ଆମ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *