ପ୍ରଥମ ଥର Romantic ଗୀତ ଗାଇଲେ ଅଭିନେତ୍ରୀ Sibani,ଗୀତ ଶୁଣିଲେ ଆପଣ ମଧ୍ୟ ଖୁସି ହେଇଯିବେ

Spread the love

ଅଭିନେତ୍ରୀ ଶିବାନୀଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ଆମ ଓଡ଼ିଆ ଅଭିନୟ ଜଗତର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ଅଟନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଏହା ସହିତ ସେ ଆମ ଓଡ଼ିଆ ଅଭିନୟ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି।

ତେବେ ତାଙ୍କର ଅଭିନୟ ପାଇଁ ସେ ମାତ୍ର ସ୍ଵଳ୍ପ ସମୟ ମଧ୍ୟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ।ଏହା ସହିତ ଏହି ଅଭିନେତ୍ରୀଙ୍କ ଅଭିନୟ ବାସ୍ତବରେ ସମସ୍ତଙ୍କୁ ଆକର୍ଷିତ କରିଥାଏ।ଏହି କାରଣରୁ ଏହି ଅଭିନେତ୍ରୀ ଜଣକ ବର୍ତ୍ତମାନ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ତେବେ ସୂଚନା ଅନୁସାରେ ଏହି ଅଭିନେତ୍ରୀ ଜଣକ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ସମ୍ମାନ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ଏହି ଅଭିନେତ୍ରୀ ଜଣକ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।ଏହା ସହିତ ଏହି ଅଭିନେତ୍ରୀଙ୍କ ଅଭିନୟ ଦେଖିବା ପାଇଁ ବହୁତ ଲୋକ ଭଲ ପାଇଥାନ୍ତି।ତେବେ ନିକଟରେ ଏହି ଅଭିନେତ୍ରୀ ଏକ ଗୀତ ଗାଇଛନ୍ତି ମୋ।ତେବେ ଏହି ଅଭିନେତ୍ରୀ ବହୁତ ଭଲ ଅଭିନୟ କରନ୍ତି ଏହା ସମସ୍ତଙ୍କୁ ଜଣା ଥିଲା ମାତ୍ର ଏହି ଅଭିନେତ୍ରୀ ବହୁତ ଭଲ ଗୀତ ଗାଇଥାନ୍ତି ଏହା କାହାକୁ ମଧ୍ୟ ଜଣା ନଥିଲା।ତେବେ ଏହି ଅଭିନେତ୍ରୀ ନୂତନ ଭାବରେ ଏକ ଗୀତ ଗାଇଛନ୍ତି।ତେବେ ଏହା ତାଙ୍କର ପ୍ରଥମ ଗୀତ ଅଟେ।

ଏହି ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ।ତେବେ ତାଙ୍କର ସଙ୍ଗୀତ ନିର୍ଦ୍ଦେଶନା ସହିତ ସେ ନିଜେ ଏହି ଗୀତଟିକୁ ଲେଖିଛନ୍ତି।ଏହା ସହିତ ଶିବାନୀ କହିଛନ୍ତି କି ଏହି ଗୀତ ସମସ୍ତ ଦର୍ଶକ ମାନଙ୍କୁ ବହୁତ ଆକର୍ଷିତ କରିବ ବୋଲି ସେ ଆଶା କରୁଛନ୍ତି।ଏହା ସହିତ ସେ କହିଛନ୍ତି ସେ ପ୍ରଥମ ଥର ପାଇଁ ଏପରି ଭାବରେ ଗୀତ ଗାଇଛନ୍ତି ଏହା ଦର୍ଶକ ମାନଙ୍କୁ ପସନ୍ଦ ଆସିବ ନା ନାହିଁ ଏହା ସେ ଜାଣି ନାହାନ୍ତି ବୋଲି କହିଥିଲେ।କିନ୍ତୁ ସେ ନିଜର ଶ୍ରେଷ୍ଠ ପ୍ରୟାସ କରିଛନ୍ତି ବୋଲି କହିଥିଲେ।

ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପାଖରେ ନିଜର ଯେପରି ପରିଚୟ ସୃଷ୍ଟି କରି ପାରିଛନ୍ତି ଠିକ ସେହିଭଳି ସେ ତାଙ୍କର ସଙ୍ଗୀତକୁ ଭଲ ପାଇବା ଦେବା ପାଇଁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି।ଏହା ସହିତ ସେ ଏହା ମଧ୍ୟ କହିଛନ୍ତି କି ଯଦି ସମସ୍ତଙ୍କୁ ଏହି ସଙ୍ଗୀତ ଭଲ ଲାଗିଲା ତେବେ ସେ ଆଗାମୀ ସମୟରେ ଏପରି ଅନେକ ସଙ୍ଗୀତ ଗାଇ ସମସ୍ତ ଦର୍ଶକ ମାନଙ୍କୁ ଭେଟିଦେବେ ବୋଲି କହିଛନ୍ତି।ଏହା ସହିତ ସେ ସମସ୍ତଙ୍କ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *