Bhandari ପୋଖରୀ ରେ ନାଗ ର ଏହି ରୂପ ଦେଖି ପୁରା ଗାଁ କାନ୍ଦି ପକେଇଲେ,ଏହା ଭକ୍ତି (Devotion) ନା ଅନ୍ଧବିଶ୍ୱାସ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଆସିଯିବ ଲୁହ ଧାରା

Spread the love

ଭଦ୍ରକ ଜିଲ୍ଲାର ଏକ ଗ୍ରାମରେ ଅଚାନକ ଭାବରେ ଏକ ନାଗୁଣୀ ଦେଖା ଯାଇଥିଲା।ତେବେ ଏହା ଜଣେ ବ୍ୟକ୍ତିଙ୍କ ଘରେ ଲୁଚି ରହିଥିଲା।ତେବେ ସେହି ଘରର ଲୋକ ଏହି ଘଟଣା ସଂପର୍କରେ ଜାଣିବା ପରେ ସେମାନେ ସେହି ସାପକୁ ବାହାର କରିବା ପାଇଁ ଅନେକ ପ୍ରୟାସ କରିଥିଲେ।କିନ୍ତୁ ଏହା ପରେ ମଧ୍ୟ ସେମାନେ ସେହି ସାପକୁ ଘରୁ ବାହାର କରିବାରେ ବିଫଳ ହୋଇ ଥିଲେ।ଏହା ସହିତ ସେହି ସାପ ସେମାନଙ୍କ ଘରେ ଅନେକ ସମୟ ରହିବା ପରେ ସେମାନେ ଶେଷରେ ଏହି ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଜଣାଇଥିଲେ।

ଏହା ସହିତ ସେହି ସାପ କୁ ବାହାର କରିବା ପାଇଁ ଶେଷରେ ବନ ବିଭାଗର କର୍ମଚାରୀ ସେଠାରେ ପହଞ୍ଚି ଯାଇଥିଲେ।ଏହା ସହିତ ବନ ବିଭାଗର କର୍ମଚାରୀ ସେହିଠାରେ ପହଁଚିବା ପରେ ସେମାନେ ସେହି ସାପକୁ ବାହାର କରିବା ପାଇଁ ନିଜର ପ୍ରୟାସ ଆରମ୍ଭ କରିଥିଲେ।ତେବେ ସେମାନେ ସେଠାରେ ଅନେକ ପ୍ରୟାସ କରିବା ପରେ ସେହି ସାପକୁ ଧରିବାରେ ସଫଳ ହୋଇଥିଲେ।

ଏହା ସହିତ ସେହି ସାପକୁ ନେଇ ସେମାନେ ଏକ ସୁରକ୍ଷିତ ସ୍ଥାନରେ ନେଇ ଛାଡ଼ି ଦେଇଥିଲେ।ତେବେ ଯେଉଁ ବ୍ୟକ୍ତିଙ୍କ ଘରେ ଏହା ପହଞ୍ଚି ଥିଲା ସେମାନଙ୍କ ଘରର ମହିଳା ମାନେ ଅତ୍ୟନ୍ତ ଧାର୍ମିକ ସ୍ୱଭାବର ହୋଇ ଥିବାରୁ ସେମାନେ ସେହି ସାପକୁ ଭଗବାନ ଶିବଙ୍କ ରୂପ ବୋଲି ଭାବି ପୂଜା କରିବା ଆରମ୍ଭ କରି ଦେଇଥିଲେ।ମାତ୍ର ଏପରି ନ କରିବା ପାଇଁ ବନ ବିଭାଗର କର୍ମଚାରୀ କହିଥିଲେ।

ସେମାନଙ୍କ କହିବା ଅନୁସାରେ ଏପରି ଭାବରେ ଅନେକ ଲୋକ ସାପକୁ ପୂଜା କରି ସେମାନଙ୍କର ଶିକାର ହୋଇ ଥାଆନ୍ତି।ଯାହା ଫଳରେ ଅନେକ ଲୋକ ଏହି ଅନ୍ଧ ବିଶ୍ବାସ କାରଣରୁ ମୃତ୍ୟୁ ମୁଖରେ ପଡି ଯାଇଥାନ୍ତି।ତେବେ ବନ ବିଭାଗର କର୍ମଚାରୀ ଏପରି ଅନ୍ଧ ବିଶ୍ବାସର ଶିକାର ନ ହେବା ପାଇଁ କହିଛନ୍ତି।ଏହା ସହିତ ବନ ବିଭାଗର କର୍ମଚାରୀ କହିଥିଲେ କି ଏହି ନାଗୁଣୀ ଯଦି କାହାକୁ କାମୁଡି ଦେଇଥାଏ

ତେବେ ସେହି ବ୍ୟକ୍ତିଙ୍କୁ ଯଦି ଉପଯୁକ୍ତ ଚିକିତ୍ସା ନ ମିଳେ ତେବେ ସେହି ବ୍ୟକ୍ତି ପ୍ରାୟ ୨୦ ମିନିଟ ମଧ୍ୟରେ ମୃତ୍ୟୁ ବରଣ କରି ଦେଇଥାଏ।ସେଥିପାଇଁ ସେହି ଲୋକମାନଙ୍କୁ ବନ ବିଭାଗର କର୍ମଚାରୀ କହିଥିଲେ କି ଏଭଳି ସାପ ଦେଖିବା ପରେ ସେମାନଙ୍କ ପାଖକୁ ନ ଯାଇ ତୁରନ୍ତ ଏହି ଘଟଣା ସମ୍ପର୍କରେ ବନ ବିଭାଗକୁ ଖବର ଦେବା ଆବଶ୍ୟକ।ତେବେ ଏପରି କରିବା ଫଳରେ ବନ ବିଭାଗର କର୍ମଚାରୀ ସେହି ସାପକୁ ଆସି ଆପଣଙ୍କ ଘର ପାଖରୁ ନେଇ ଯିବେ।

ଏହା ସହିତ ସେହି ସାପ ସହିତ ଆପଣ ମଧ୍ୟ ସୁରକ୍ଷିତ ରହି ପାରିବେ।ତେବେ ସାପକୁ ବର୍ତ୍ତମାନ ଅନେକ ଲୋକ ପିଟି ପିଟି ହତ୍ୟା କରି ଦେଇ ଥାଆନ୍ତି ମାତ୍ର ଏହା ସମ୍ପୂର୍ଣ୍ଣ ଭାବରେ ଏକ ଆଇନଗତ ଅପରାଧ।କୌଣସି ଜିବଙ୍କୁ ଏପରି ଭାବରେ ହତ୍ୟା କରିବାର ଅଧିକାର କାହାରି ନାହିଁ ବୋଲି କହିଥିଲେ ବନ ବିଭାଗର କର୍ମଚାରୀ।ଏହା ସହିତ ଏହିପରି ସାପ ମାନଙ୍କ ପାଖକୁ ନ ଯିବାକୁ ବନ ବିଭାଗର କର୍ମଚାରୀ ଉପଦେଶ ଦେଇଥିଲେ।

Leave a Reply

Your email address will not be published. Required fields are marked *