ନୈନା ଦାସ ପରିବାର ଆଉ ଆତ୍ମଜୀବନୀ – ଏବେ କିପରି ଜୀବନ କାଟୁଛନ୍ତି ଦେଖନ୍ତୁ ..

Spread the love

ଆମେ ସର୍ବଦା ଆପଣ ମାନଙ୍କ ପାଖରେ ନୂଆ ନୂଆ ଖବର ଆଣିଥାଉ ଯାହା କି ଆମ ଡେଲି ନିଉଜ ସହ ଯୋଡ଼ା ହେଇଥାଏ ଆଉ ତାହା ଆମ ଟେଲିଭିଜନ ଆକ୍ଟର ତଥା ଆକଟ୍ରେସ ମାନଙ୍କ ସହ ବି ଯୋଡା ଥାଏ।ଆଜି ଆମେ ଆପଣଙ୍କ ପାଖରେ ସେଭଳି ବଡ଼ ପରଦାର ଜଣେ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ।ଆଜି ଆମେ ଆପଣଙ୍କ ପାଖରେ ଓଡ଼ିଆ ଫିଲ୍ମ ତଥା ସିରିଏଲ ମାନଙ୍କରେ ଅଭିନୟ କରି ନିଜର ଲୋକପ୍ରିୟତା କରି ଥିବା ନେନା ଦାସ ଙ୍କ ବାବଦରେ କହିବାକୁ ଯାଉଛୁ।ତେବେ ତାଙ୍କ ଜୀବନ ଶୈଳୀ ତଥା ତାଙ୍କ ଜୀବନ ଯାପନ ବାବଦରେ ଜାଣିବା ପାଇଁ ହେଲେ ଆମ ସହ ଶେଷ ଯାଏ ଯୋଡି ହୋଇ ରୁହନ୍ତୁ।

ତାଙ୍କର ନାମ ହେଉଛି ନେନା ଦାସ ଆଉ ତାଙ୍କର ଜନ୍ମ ଓଡିଶା ରେ ଜୁନ ମାସ ୧୯୮୪ ରେ ହେଇ ଥିଲା।ତାଙ୍କର ନିଜ ମା ବି ତାଙ୍କ ଭଳି ହି ଦେଖିବାକୁ ଅଟନ୍ତି।ସେ ଏଯାଏ ବିବାହିତ ଆଉ ତାଙ୍କ ସ୍ୱାମୀଙ୍କ ନାମ ସିଦ୍ଧାର୍ଥ ତିୱାରୀ।ତାଙ୍କ ସ୍ୱାମୀ ସିଙ୍ଗାପୁର ରେ ଇଂଜିନିଆର ଅଛନ୍ତି ଆଉ ତାଙ୍କ ବିବାହ ବି ବହୁତ ଧୂମ ଧାମ ର ସହ ହେଇ ଯାଇଥିଲା।ସେହି ବିବାହ ଦିନ ସେ ବହୁତ ଗହଣା ପିନ୍ଧି, ବହୁତ ସଜବାଜ ହେଇ ଅତ୍ୟନ୍ତ ସୁନ୍ଦର ଦେଖା ଯାଉ ଥିଲେ ଆଉ ବହୁତ ଖୁସି ବି ଥିଲେ।ଏବେ ଆମେ ଜାଣିବା ତାଙ୍କ ଜୀବନର କିଛି ଅଭୁଲା ଆଲବମ ବାବଦରେ।

ପ୍ରଥମେ ଯାହା ତାଙ୍କର ସବୁଠୁ ହିଟ ଆଲବମ ଥିଲା ତାହା ହେଉଛି, ” ଡେଉଁଛି ମୋ ବାଆଁ ଆଖି, ଆଜି କିଏ ଆସିବକି”

ତା ପରେ, ” ଏମିତି ରଙ୍ଗ ଦେ ଲୋ ଫୁଲ ଏମିତି ରଙ୍ଗ ଦେ, ଯେଉଁ ରଙ୍ଗ ଥରେ ମୋ ଦେହରେ ଲାଗିଲେ”, ତା ପରେ, ” ମୋତେ ଝୁରିବୁନି ମଧୁ ମାଳତୀ” ଭଳି ହିଟ ହିଟ ଆଲବମ ସେ କରି ଥିଲେ।ଏହା ଓଡିଶା ବାସୀଙ୍କ ହୃଦୟରେ ରାଜୁତି କରୁଥିଲା।ଆଉ ଏହା ହି ତାଙ୍କୁ ଏତେ ଲୋକପ୍ରିୟ କରିଥିଲା।

ସେ କେବଳ ଓଡିଶା ରେ ନୁହଁ ବରଂ ଓଡିଶା ବାହାରେ ଅର୍ଥାତ ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଫିଲ୍ମ ମାନଙ୍କରେ ବି କାମ କରି ସାରିଛନ୍ତି।ସେ ଓଡ଼ିଶାରେ ସିଦ୍ଧାନ୍ତ ଙ୍କ ସହ ଏକ ଫିଲ୍ମରେ କାମ କରିଛନ୍ତି।ଆସନ୍ତୁ ଜାଣିବା ତାଙ୍କ କିଛି ଫିଲ୍ମ ମାନଙ୍କର ନାମ

୨୦୦୩:- ବାହୁଡିବେ ମୋ ଜଗା ବଳିଆ
୨୦୦୫:- ମୋ ମନ ଖାଲି ତୋରି ପାଇଁ
୨୦୦୬:- ପୂଜା ପାଇଁ ଫୁଲଟିଏ
୨୦୦୭:- ଶାଶୁ ଘର ଚାଲିଯିବି
୨୦୦୮:- ମୁନ୍ନା ଏ ଲଭ ଷ୍ଟୋରୀ
୨୦୦୯:- ଆ ଜହ୍ନରେ ଲେଖିବା ନାଁ

ଏହି ସବୁ ଫିଲ୍ମ ମାନଙ୍କ ଦ୍ୱାରା ସେ ଓଡିଶା ରେ ଏତେ ଲୋକପ୍ରିୟ ଥିଲେ ଆଉ ସଭିଙ୍କ ହୃଦୟରେ ରାଜୁତି କରୁଥିଲେ।ତାଙ୍କର ଏହି ଫିଲ୍ମ ଓଡ଼ିଶାରେ ସୁପର ହିଟ ଥିଲା ଆଉ ତାହା ତାଙ୍କୁ ବହୁତ ପ୍ରସିଦ୍ଧି ଦେଇ ଥିଲା।ତେବେ ଏବେ ଆମେ ଜାଣିବା ତାଙ୍କ କିଛି ଫୋଟୋ ଆଲବମ ବାବଦରେ ଯାହା କି ସେ କେତେ ଯତ୍ନର ସହ ରଖିଛନ୍ତି ଆଉ ସେଥିରେ ଅନେକ ସୁନ୍ଦର ସୁନ୍ଦର ଫୋଟୋ ରହିଛି।

Leave a Reply

Your email address will not be published. Required fields are marked *