ଲୋକପ୍ରିୟ ଅଭିନେତ୍ରୀ ସମସ୍ତଙ୍କ ପ୍ରିୟ ଜେଜେ ମା Namrata Das ଏପର୍ଯ୍ୟନ୍ତ ବିବାହ କରି ନାହାନ୍ତି କାହିଁକି? କଣ ପାଇଁ ନିଜ ଜୀବନ କୁ ଅନ୍ୟ ପାଇଁ ଟେକି ଦେଲେ ଜାଣିଲେ ଆଖିରେ ଲୁହ ଆସିଯିବ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଆ ସିରିଏଲର ଏକ ଲୋକପ୍ରିୟ ଅଭିନେତ୍ରୀଙ୍କ ବିଷୟରେ।ଜାଣିବା ତାଙ୍କ ଜୀବନୀ ଏବଂ କିଛି ଅନ୍ୟ ତଥ୍ୟ।ସେହି ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ନମ୍ରତା ଦାସ।ଆଜି ଆମେ ଏହା ମଧ୍ୟ ଜାଣିବାସେ ଏପର୍ଯ୍ୟନ୍ତ କାହିଁକି ବିବାହ କରି ନାହାନ୍ତି?ଆପଣ ମାନେ କାନ୍ଦିପକାଇବେ ତାଙ୍କ କାହାଣୀ ଶୁଣିକି।କାହିଁକି ବାହା ହେଇ ନାହାନ୍ତି ଜେଜେ ମାଆ?

ଆପଣମାନେ ତାରା ତାରିଣୀ ସିରିଏଲ ବିଷୟରେ ତ ନିଶ୍ଚୟ ଭାବରେ ଶୁଣିଥିବେ।ଏହା ଓଡ଼ିଆ ସିରିଏଲ ଜଗତର ଏକ ଏପରି ଲୋକପ୍ରିୟ ସୋ ଅଟେ ଏହାକୁ ଦେଖିବା ପାଇଁ ଲୋକ ମାନେ ନିଜର କାମ ଧନ୍ଦା ଛାଡି ଦେଖିବାକୁ ବସି ଥାନ୍ତି।ବହୁତ କମ ସମୟ ମଧ୍ୟରେ ଏହା ଅନେକ ଲୋକ ପ୍ରିୟତା ହାସଲ କରି ସାରିଛି।ଏହାକୁ ଅନେକ ଦର୍ଶକ ବହୁତ ପସନ୍ଦ ମଧ୍ୟ କରିଥାନ୍ତି।ସେହି ସିରିଏଲ ରେ ଜେଜେ ମାଆଙ୍କ ଭୂମିକା ନିଭାନ୍ତି ନମ୍ରତା ଦାସ।

ତେବେ ତାଙ୍କ ସମ୍ପର୍କରେସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ଏବେ ଆସନ୍ତୁ ଜାଣିବା ନର୍ମତା ଦାସଙ୍କ ଅଜଣା କଥା।କାହିଁକି ବିବାହ କରି ନାହାନ୍ତି ଜେଜେ ମା।ତେବେ ସାଙ୍ଗମାନେ ଆପଣ ଡଲି ଅପାଙ୍କୁ ତ ବହୁତ ଭଲ ଭାବରେ ଜାଣିଥିବେ।ସେ ବର୍ଷ ବର୍ଷ ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ କାମ କରି ଆସୁଛନ୍ତି।

ଆଜି ଆମେ ସେହି ଡ଼ଲି ଅପା ବା ନମ୍ରତା ଦାସଙ୍କ ବିଷୟରେ ଏପରି କିଛି ବିଶେଷ କଥା କହିବୁ ଯାହାକୁ ବହୁତ କମ ଲୋକ ଜାଣିଥିବେ।ତେବେ ନମ୍ରତା ଦାସ ବହୁତ ଆଗରୁ ଓଡ଼ିଆ ଚଳଚ୍ଚିତ୍ର ଜଗତର କାମ କରି ଆସିଛନ୍ତି।ଏବଂ ତାଙ୍କୁ ସମସ୍ତେ ଗେଲ୍ହାରେ ଡ଼ଲି ଅପା ବୋଲି ଡାକନ୍ତି।ତାଙ୍କ ଜନ୍ମ କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିଲା ଏବଂ ତାଙ୍କ ପୂର୍ବଜ ଜମିଦାର ଥିଲେ।ଡଲି ଅପା ବହୁତ ବଡ଼ ପରିବାରର ଝିଅ ଅଟନ୍ତି।

ସେ ଯୌଗିକ ପରିବାରରେ ବଡ଼ ହୋଇଛନ୍ତି।ସେ ଯେତେବେଳେ ୭ ବର୍ଷର ଥିଲେ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିଲା।ଏହାପରେ ତାଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ।ତାଙ୍କ ଦୁଇ ମାଆଙ୍କ ପାଞ୍ଚୋଟି ଛୁଆ ଅଛନ୍ତି।ତେବେ ମାଆ ଏବଂ ବାପା ଦୁହିଁଙ୍କ ମୃତ୍ୟୁ ହେବାପରେ ବଡ଼ ଭଉଣୀ ବିବାହ କରିଥିଲେ ଏବଂ ସବୁ ଦାଇତ୍ୱ ଡ଼ଲି ଅପାଙ୍କ ଉପରେ ଆସିଥିଲା।

ଏବଂ ଡ଼ଲି ଅପା ନିଜ ଭାଇ ଭଉଣୀଙ୍କ ଜୀବନ ବହୁତ ଭଲ କରିବା ପାଇଁ ଅନେକ କଷ୍ଟ ମଧ୍ୟ କରିଥିଲେ।ତାଙ୍କ କହିବା ଅନୁସାରେ ତାଙ୍କର ଅଭିନୟ ଦୁନିଆକୁ ଆସିବାର ବହୁତ ଇଛା ଥିଲା।ଏବଂ ଏ ସବୁରେ ତାଙ୍କ ବାପା ଏବଂ ବଡ଼ ଭଉଣୀ ତାଙ୍କୁ ସପୋର୍ଟ କରୁଥିଲେ।ଡ଼ଲି ଅପା ବା ନମ୍ରତା ଦାସଙ୍କ ପ୍ରଥମ ଚଳଚିତ୍ର ହେଉଛି ଧରିତ୍ରୀ।ତାହା ୧୯୭୩ ମସିହାରେ ଆସିଥିଲା।

ଲୋକେ ଏହି ଚଳଚିତ୍ରରେ ନମ୍ରତାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଏବଂ ନମ୍ରତା ପ୍ରଥମ ଓଡ଼ିଆ ସିରିଏଲ ଯାହା ଡିଡି ୧ରେ ପ୍ରସାରିତ ହେଉଥିଲା ଏବଂ ତାହାର ନାମ ଥିଲା ଅଧିକାର ସେଥିରେ ଅଭିନୟ କରିଛନ୍ତି।ନମ୍ରତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ଆଜି ବି ବହୁତ ପସନ୍ଦ ଆସିଥାଏ।

ସେ ତାରା ତାରିଣୀ ସିରିଏଲରେ ଜେଜେ ମାଆଙ୍କ ରୋଲକୁ ନିଭଉଛନ୍ତି।ସେଥିରେ ଓଡିଶା ବାସୀ ତାଙ୍କୁ ଦେଖିବାପାଇଁ ବେଶ ପସନ୍ଦ କରୁଛନ୍ତି।ଉଭୟ ନେଗେଟିଭ ଏବଂ ପଜିଟିଭ କ୍ୟାରେକ୍ଟର ରେ ନମ୍ରତା ଖୁବ ଭଲ ଅଭିନୟ କରନ୍ତି।ଦଶର୍କ ତାଙ୍କୁ ଦେଖିବାପାଇଁ ବହୁତ ପସନ୍ଦ ମଧ୍ୟ କରନ୍ତି।

Leave a Reply

Your email address will not be published. Required fields are marked *