ନିଛାଟିଆ ଜାଗାରେ ନଉଥିଲେ Selfi ତାପରେ,ଦେଖିବା ଲୋକ କହିଲେ ଟଙ୍କା ଦେ ନହେଲେ ଏଠାରୁ ତୁମକୁ ଛାଡିବୁ ନାହିଁ…

Spread the love

ଟଙ୍କା ଦେ ନହେଲେ ତ ଭିଡିଓ ଭାଇରାଲ କରିଦେବି,ଟଙ୍କା ଦେ ନହେଲେ ତତେ ଏଠାରୁ ଛାଡ଼ିବି ନାହିଁ, ୬ ହଜାର ଟଙ୍କା ଦେଲେ ତୁ ତୋର ପ୍ରେମିକା ନେଇଯାଇ ପାରିବୁ ନହେଲେ ତମ ବାପା ମାଆଙ୍କୁ ଡାକି ଆମେ ତମକୁ ବଦନାମ କରି ଦେବୁ।ଏମିତି କିଛି କହିକି ପୁଅ ଝିଅ ମାନଙ୍କୁ ହଇରାଣ କରୁଛନ୍ତି କିଛି ଅସାମାଜିକ ବ୍ୟକ୍ତି ଆଉ ପୁଅ

ଝିଅଙ୍କୁ ଜଉ ଭଳି ଭାବରେ ଅଶ୍ଳୀଳ ଭାଷାରେ ଗାଳି କରୁଛନ୍ତି ସେ ସବୁକୁ କାନରେ ଶୁଣି ହେବ ନାହିଁ ଆଉ ବୁଲିବାକୁ ଆସୁଥିବା ପୁଅ ଝିଅ ମାନଙ୍କ ଠାରୁ ଟଙ୍କା ଆଦାୟ କରିବାର ଏମିତି କିଛି ଫଣ୍ଡା ଆପଣାଇଛନ୍ତି ଏହି ଅସାମାଜିକ ବ୍ୟକ୍ତି ମାନେ।ଜଙ୍ଗଲ ଭିତରେ ଫୋଟ ଉଠାଇ ତାହାକୁ ଏକ ମାଧ୍ୟମ ବନାଇ ନେଇଛନ୍ତି

ଆଉ ସେମାନଙ୍କର ଭିଡ଼ିଓ ଭାଇରାଲ କରି ଦେବି କହି ଆର୍ଥିକ ମୂଲ୍ୟ ମାଗିଥାନ୍ତି ଏହିଭଳି ଅସାମାଜିକ ବ୍ୟକ୍ତି ମାନେ।ଏପରି ଏକ ଅଭାବନୀୟ ଘଟଣା ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଡଗରା ବେଳାଭୂମିରେ ଦେଖିବାକୁ ମିଳିଛି।ବାଲେଶ୍ଵରର ବେଳାଭୂମିର ମଜା ନେବାପାଇଁ ଜଣେ ଯୁବତୀଙ୍କ ସହିତ

ଦି ଜଣ ଯୁବକ ବୁଲିବାକୁ ଆସିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କର ଭିଡିଓ ନେବା ସହିତ ତାଙ୍କୁ ଘୁରି ଯାଇଥିଲେ।ତେବେ ସ୍ଥାନୀୟ ଲୋକ ଜଣେ ଅପ ଶବ୍ଦ କହୁଥିବା ବେଳେ ତାଙ୍କ ସାଙ୍ଗରେ ଆଉ ଜଣେ ଯୁବକ ତାଙ୍କୁ ଅପବାଦ କରିଥିଲେ ଆଉ ସ୍ଥାନୀୟ ଲୋକ ତାଙ୍କ ଠାରୁ ୬ ହଜାର ଟଙ୍କା ଦାବି କରିଥିବା

ବେଳେ ଯୁବକ ଜଣଙ୍କ ବହୁତ ନିବେଦନ କରିବା ପରେ ହଜାରେ ଟଙ୍କା ଦେଇ ସେଇ ଜାଗାରୁ ଚାଲି ଆସିଥିଲେ।ତେବେ ଟଙ୍କା ତ ନେଲେ ନେଲେ ହେଲେ ଟଙ୍କା ନେବା ପରେ ମଧ୍ୟ ଏହି ଅସାମାଜିକ ଲୋକମାନେ ପରବର୍ତ୍ତୀ ସମୟରେ ଏହି ଭିଡିଓକୁ ମଧ୍ୟ କରିଦେଲେ ଆଉ ଏହି ଭିଡିଓକୁ ସୋସିଆଲ ମିଡ଼ିଆ

ପେଜର ପୋଷ୍ଟ କରି ଭାଇରାଲ କରାଯାଇଛି।ତେବେ ସ୍ଥାନୀୟ ଲୋକଙ୍କର ଏଭଳି କାମକୁ ଯଦି ପ୍ରଶାସନ ନ ରୋକିବ ତାହେଲେ ପରବର୍ତ୍ତୀ ସମୟରେ ଲୋକ ଏହି ବେଳାଭୂମିକୁ ଆସିବାକୁ ଭୟ କରିବେ। ତେବେ ଆଗକୁ ରହିଲା ସ୍ଥାନୀୟ ପୋଲିସ ପ୍ରଶାସନ ଆଗକୁ କଣ ପଦକ୍ଷେପ ନଉଛନ୍ତି। ରିପୋର୍ଟକୁ ନେଇ ପ୍ରସ୍ତୁତ।

Leave a Reply

Your email address will not be published. Required fields are marked *