ମଧ୍ୟ ଆଫ୍ରିକାର କଙ୍ଗୋରେ ବାହାରିଲା ସୁନାର ପାହାଡ, ଲୁଟିବା ପାଇଁ ଜମା ହୋଇଗଲେ ହଜାର ସଂଖ୍ୟକ ଲୋକ – କିନ୍ତୁ ଯେବେ ସତ୍ୟତା ସାମ୍ନା କୁ ଆସିଲା

ମଧ୍ୟ ଆଫ୍ରିକାର୍ କଙ୍ଗୋ ସହରରେ ଏକ ପାହାଡ ବିଷୟରେ ଜଣାପଡିଲା ଯେଉଁ ପାହାଡରୁ ୬୦ ରୁ ୮୦ ପ୍ରତିଶତ ସୁନା ବାହାରିବାର ଦାବି କରାଯାଉଛି, କୁହାଯାଉଛି କି ସୁନା ଏକ ଦାମି ଧାତୁ ହୋଇଥାଏ । କିଛି ଦିନ ପୁର୍ବରୁ ସୁନାର ଓ ରୁପାର ଦାମ୍ ବଢିଥିଲା, ଓ ଏହାର ବଢୁଥିବା ଦାମ୍ କାରାଣରୁ ଲୋକଙ୍କ ମଧ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ମହତ୍ତ୍ୱ ଜଣାଯାଏ । ସେମିତି ବି ସୁନା ଓ ରୁପାର ଦାମ୍ ବହୁତ ହୋଇଥାଏ, ତାହାର ଭ୍ୟାଲୁ ବି ଅଧିକା ହୋଇଥାଏ

ଆମ ଦେଶରେ ସୁନାକୁ ଏକ ପବିତ୍ର ଧାତୁ ରୁପେ ଜଣାଯାଏ , ଏବେ କିଛି ଦିନ ହେବ ଆଫ୍ରିକାର କଙ୍ଗୋ ସହରରେ ଏକ ପାହାଡରୁ ସୁନା ମିଳିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ସେଠାରୁ ସୁନା ଲୁଟିବାପାଇଁ ଭିଡ ଜମାଇବସିଲେ, ଏହି ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେବାରେ ଲାଗିଛି, ଏହି ଭିଡିଓକୁ ସେୟାରିଙ୍ଗ୍ ବହୁତ ୱେବସାଇଡ୍ସ ରେ କରାଯାଇଛି

ଏହି ଦେଶର କିଛି ଗ୍ରାମୀଣଙ୍କ ପାଇଁ ଏହା ଏକ ବଡ ଆଶ୍ଚର୍ଯ୍ୟଜନକ କଥା ଅଟେ, କାରଣ ସୁନାରେ ଭରା ପୁରା ପାହାଡକୁ ଖୋଜା ଗଲା , ସେ ସୁନାର ଭଣ୍ତାର ଭିତରୁ ମାଟି ଖୋଳନ୍ତି, ଓ ମଇଳା କୁ ଧୋଇ ସୁନା ବାହାର୍ କରିବାପାଇଁ ଘରକୁ ନେଇଯାଆନ୍ତି, ଏହି ଭିଡିଓ ସୋସିଆଲ୍ ମିଡିଆରେ Ahmad algohbary ସେୟାର୍ କରିଥିଲେ ଓ ଲେଖିଥିଲେ କି ଆମେ ଆପଣଙ୍କୁ କହିଦେବୁ କି କଙ୍ଗୋ ଦେଶ ପ୍ରାକୃତିକ ସଂସାଧନରେ ଭରପୁର୍ ଅଛି, ଓ ବହୁତ ସାରା ଖଣିଜ ମିଳିଥାଏ ।

Leave a Reply

Your email address will not be published. Required fields are marked *