ଶର୍ମିଷ୍ଠା ତୁ ମତେ ଫସେଇ ଦେଲୁ ଆଉ ଭଣ୍ଡେଇ ଦେଲୁ,Sampurna ପାଇଁ ଭିଡିଓ କରୁ କରୁ ଏଭଳି ଭାବେ ବନ୍ଧା ହେଇଗଲେ ବାବୁ ନିରଞ୍ଜନ ଓ ଶର୍ମିଷ୍ଠା…ଦେଖନ୍ତୁ Video

Spread the love

ଆମେ ସମସ୍ତେ ମାନସ ହ-ତ୍ୟା-କା-ଣ୍ଡ ସମ୍ପର୍କରେ ବହୁତ ଭଲ ଭାବରେ ଜାଣୁ।ତେବେ ଏହି ଘଟଣାର ସମାଧାନ ବର୍ତ୍ତମାନ ହୋଇ ସାରିଛି।ଏହା ସହିତ ଏହି ଘଟଣାରେ ଅଭିଯୁକ୍ତ ମାନଙ୍କୁ ମଧ୍ୟ ପୋଲିସ ଧରି ସାରିଛି।ତେବେ ଏହି ଘଟଣାର ସମାଧାନ କରିବା ପାଇଁ ପୋଲିସକୁ ଅଧିକ ବିଳମ୍ବ ଲାଗି ନଥିଲା।ଏହା ସହିତ ପୋଲିସ ଅନେକ ପ୍ରୟାସ ପରେ ଏହି ଘଟଣାର ସମାଧାନ ମଧ୍ୟ କରି ଦେଇଥିଲା।ତେବେ ସୂଚନା ଅନୁସାରେ ପୋଲିସ ଏହି ଘଟଣାର ସମାଧାନ କରିବା ସହିତ

ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିବା ଶର୍ମିଷ୍ଠାଙ୍କୁ ମଧ୍ୟ ଧରି ସାରିଲାଣି ଏହା ସହିତ ଏହାର ସମାଧାନ କରିବା ପାଇଁ ଅନେକ ଦାବି ହେବା ପରେ ମଧ୍ୟ ଏହାର ସମାଧାନ ହୋଇ ସାରିଛି।ତେବେ ଏହି ଘଟଣାରେ ବର୍ତ୍ତମାନ ପୋଲିସ ତଦନ୍ତ କରିବା ସହିତ ଶର୍ମିଷ୍ଠା ଏହି ଘଟଣାରେ କିପରି ଭାବରେ ମାନସଙ୍କୁ ଅପହରଣ କରିଥିଲେ ଏହା ମଧ୍ୟ ସେ କରି ଦେଖାଇ ଥିଲେ।

ତେବେ ଏହି ଘଟଣାରେ ବର୍ତ୍ତମାନ ଅନେକ ମୋଡ଼ ମଧ୍ୟ ଆସି ସାରିଲାଣି ତେବେ ଏହି ଘଟଣାରେ ମାନସ ଶର୍ମିଷ୍ଠାଙ୍କ ପ୍ରତାରଣାର ଶିକାର ହୋଇ ନିଜର ପ୍ରାଣ ହରାଇ ଦେଇଥିଲେ।ଏହା ସହିତ ଏହାର ସମାଧାନ ସ୍ୱରୂପ ବର୍ତ୍ତମାନ ପୋଲିସ ଶର୍ମିଷ୍ଠାଙ୍କୁ ଗିରଫ ମଧ୍ୟ କରି ନେଇଛି।ତେବେ ମାନସ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାବରେ ଫସି ନିଜର ପ୍ରାଣ ହରାଇଛନ୍ତି

ତେବେ ଦେଖିବାକୁ ଗଲେ ଶର୍ମିଷ୍ଠା ଜଣେ ସମାଜସେବୀ ଅଟନ୍ତି ଏହା ସହିତ ଏହା ପରେ ମଧ୍ୟ ସେ ଜଣେ ବ୍ୟକ୍ତିର ଜୀବନ କିପରି ନେଇ ପାରିଲେ ଏହା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି ତେବେ ସେ ପ୍ରଥମେ ମାନସଙ୍କୁ ଅପହରଣ କରି ନେଇଥିଲେ ଏହା ପରେ ସେ ନିଜର କିଛି ବନ୍ଧୁ ମାନଙ୍କ ସହିତ ମିଶି ତାଙ୍କର ହ-ତ୍ୟା କରିଥିଲେ ବୋଲି ଜଣା ପଡିଛି।

ତେବେ ଏହି ଘଟଣାରେ ତାଙ୍କୁ ଉପଯୁକ୍ତ ଦଣ୍ଡ ମଧ୍ୟ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛି।ଏହା ସହିତ ପୋଲିସ ତାଙ୍କ ବିରୁଦ୍ଧରେ ଅନେକ ପ୍ରମାଣ ମଧ୍ୟ ପାଇ ସାରିଛି।ଏହା ସହିତ ତାଙ୍କୁ ଗିରଫ କରି ବର୍ତ୍ତମାନ ତାଙ୍କ ଉପରେ ପଚରା ଉଚରା ଚାଲିଛି।ଏହା ସହିତ ତାଙ୍କ ବିରୁଦ୍ଧରେ ଅନେକ ପ୍ରମାଣ ମଧ୍ୟ ପୋଲିସ ପାଖରେ ରହିଛି

ଏହା ସହିତ ତାଙ୍କୁ ଦଣ୍ଡ ଦେବା ପାଇଁ ବର୍ତ୍ତମାନ ପୋଲିସ ନିଜର ସମସ୍ତ ପ୍ରୟାସ କରୁଛି।ସେ ଜଣେ ମଣିଷ ହୋଇ ଆଉ ଜଣେ ମଣିଷ ସହିତ ଧୋକା କରି ତାଙ୍କର ହ-ତ୍ୟା କରୁଛନ୍ତି ଏହା ଅନେକ ଲୋକଙ୍କୁ ଅନେକ ବ୍ୟଥିତ କରିଛି।ଏହା ସହିତ ଅନେକ ଲୋକ ତାଙ୍କୁ ବର୍ତ୍ତମାନ ଅନେକ କଥା କହିବା ଆରମ୍ଭ କରି ଦେଇଛନ୍ତି।

ଏହା ସହିତ ତାଙ୍କୁ ବର୍ତ୍ତମାନ ଦଣ୍ଡ ମିଳିବାକୁ ଯାଉ ଥିବାରୁ ଅନେକ ଲୋକ ମଧ୍ୟ ଖୁସି ହୋଇଛନ୍ତି।କାରଣ ସେ ସେହିପରି ଏକ କାର୍ଯ୍ୟ କରିଛନ୍ତି ଯାହା ସାଧାରଣ ଭାବରେ ପଶୁ ତୁଲ୍ୟ କାର୍ଯ୍ୟ ଅଟେ।ତେବେ ସେ ମାନସଙ୍କୁ ଧୋକା ଦେଇ ତାଙ୍କର ହ-ତ୍ୟା କରି ଦେଇଥିଲେ।

Leave a Reply

Your email address will not be published. Required fields are marked *