ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ଘୋଷଣା,ମହିଳା ମାନକୁ ମିଳିବ ମାଗଣା Smartphones ,ଦେଖନ୍ତୁ କିଭଳି ପାଇବେ ଏହି ଲାଭ..

Spread the love

ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କ ପାଇଁ ବର୍ତ୍ତମାନ ରାଜ୍ୟ ସରକାର କିଛି ଜରୁରୀ ଘୋଷଣା କରିଛନ୍ତି।ତେବେ ସରକାରଙ୍କ ଘୋଷଣା ଅନୁସାରେ ବର୍ତ୍ତମାନ ମହିଳା ମାନଙ୍କ ପାଇଁ ଅନେକ ପ୍ରକାରର ବ୍ୟବସ୍ଥା ସରକାର କରିବାକୁ ଯାଉଛନ୍ତି।ତେବେ ସ୍ଵୟଂ ସହାୟକ ଗୋଷ୍ଠୀରେ ଥିବା ମହିଳା ମାନଙ୍କୁ ବର୍ତ୍ତମାନ ସରକାର ଅନେକ ପ୍ରକାରର ସୁବିଧା ପ୍ରଦାନ କରିବାକୁ ଯାଉଛନ୍ତି।ତେବେ ସରକାର ସେମାନଙ୍କୁ ନିଜର ପୋଷାକ କିଣିବା ପାଇଁ ବାର୍ଷିକ ହିସାବରେ କିଛି ଟଙ୍କା ପ୍ରଦାନ କରିବାକୁ ଯାଉଛନ୍ତି।

ଏହା ସହିତ ସରକାରଙ୍କ ଘୋଷଣା ଅନୁସାରେ ବର୍ତ୍ତମାନ ସରକାର ମହିଳା ମାନଙ୍କ ପାଇଁ ଅନେକ ସୁବିଧା କରିବାକୁ ଯାଉଛନ୍ତି।ଏହା ସହିତ ସରକାର ବର୍ତ୍ତମାନ ରାଜ୍ୟର ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପାଇଁ ଫୋନ କିଣିବା ପାଇଁ ମଧ୍ୟ କିଛି ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି।ତେବେ ସରକାର ବାର୍ଷିକ ପୋଷାକ ଭତ୍ତା ବାବଦରେ ୧୦୦୦ ଟଙ୍କା ପ୍ରଦାନ କରିବାକୁ ଯାଉଛନ୍ତି।

ତେବେ ସରକାରଙ୍କ ଏହି ଘୋଷଣା ଫଳରେ ଅନେକ ମହିଳା ବର୍ତ୍ତମାନ ଅନେକ ଲାଭ ପାଇବାକୁ ଯାଉଛନ୍ତି।ଏହା ସହିତ ମହିଳା ମାନଙ୍କୁ ସେମାନଙ୍କର ମନ ପସନ୍ଦର ଫୋନ କିଣିବା ପାଇଁ ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଏକକାଳୀନ ଭାବରେ ୫ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯିବ।ଯାହା ଫଳରେ ମହିଳାମାନେ ନିଜର ଇଚ୍ଛା ଅନୁସାରେ ଫୋନ କିଣି ପାରିବେ।

ଏହା ସହିତ ଏହା ଫଳରେ ସେମାନେ କିଛି ମାତ୍ରାରେ ଆଧୁନିକ ହୋଇ ପାରିବେ ବୋଲି ସରକାର ଅନୁମାନ କରିଛନ୍ତି।ଯାହା ଫଳରେ ସରକାର ଏହିଭଳି ନିଷ୍ପତି ନେଇଛନ୍ତି।ଏହା ସହିତ ଗୋଷ୍ଠୀ କର୍ମଚାରୀ ମାନଙ୍କୁ ଅନ୍ୟାନ୍ୟ ସହାୟତା ମଧ୍ୟ ପ୍ରଦାନ କରାଯିବ।ଯେପରିକି ମହିଳା ମାନଙ୍କୁ ସରକାର ମାସିକ ୩୫୦ ଟଙ୍କା ମଧ୍ୟ ପ୍ରଦାନ କରିବେ ବୋଲି ସୂଚନା ମିଳିଛି।

ଏହା ସହିତ ସେମାନଙ୍କର ଫୋନ ଖର୍ଚ୍ଚ ବାବଦକୁ ମାସିକ ୧୫୦ ଟଙ୍କା ମଧ୍ୟ ପ୍ରଦାନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି।ଏହା ସହିତ ଏହି ଘୋଷଣା ଫଳରେ ଅନେକ ଲୋକମାନେ ମଧ୍ୟ ଉପକୃତ ହୋଇ ପାରିବେ ବୋଲି ମଧ୍ୟ ଅନେକ ଲୋକ ମତ ଦେଇଛନ୍ତି।ଏହା ସହିତ ସରକାରଙ୍କ ଏହି ଘୋଷଣା ଫଳରେ ମହିଳାମାନେ ବର୍ତ୍ତମାନ ଫୋନ ଧରି ପାରିବେ।

ଯାହା ଫଳରେ ସେମାନେ ଅନେକ କିଛି ନୂତନ କଥା ଜାଣି ପାରିବେ ବୋଲି ମଧ୍ୟ ଅନେକ ଲୋକ ମତ ଦେଇଛନ୍ତି।ତେବେ ସରକାର ଏହି କାର୍ଯ୍ୟ ପାଇଁ ବର୍ତ୍ତମାନ ଅର୍ଥ ମଧ୍ୟ ମଞ୍ଜୁର କରି ସାରିଛନ୍ତି।ଯାହା ଫଳରେ ବର୍ତ୍ତମାନ ଅନେକ ମହିଳା ଏହି ଘୋଷଣା ଫଳରେ ଅନେକ ପ୍ରକାରର ଲାଭ ବର୍ତ୍ତମାନ ମହିଳା ମାନଙ୍କୁ ମିଳିବାକୁ ଯାଉଛି ବୋଲି ଅନେକ ଲୋକ ବର୍ତ୍ତମାନ ମତ ଦେଇଛନ୍ତି।

ତେବେ ଏହା ମହିଳା ମାନଙ୍କ ପାଇଁ ବର୍ତ୍ତମାନ ସରକାରଙ୍କ ତରଫରୁ ଏକ ବହୁତ ଭଲ ଘୋଷଣା ବୋଲି ବର୍ତ୍ତମାନ ଅନେକ ଲୋକ ମତ ଦେଇଛନ୍ତି।ତେବେ ଅନେକ ଲୋକ ସରକାରଙ୍କ ଏହି ଘୋଷଣାକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ସରକାରଙ୍କ ଏହି ଘୋଷଣା ସପକ୍ଷରେ ନାହାନ୍ତି।

Leave a Reply

Your email address will not be published. Required fields are marked *