ଆଜି ସରିଯିବ 31 Decembra ,ବର୍ଷ ୨୦୨୨ ତପସ୍ୱିନୀଙ୍କ ପାଇଁ ଆଣିବ କି ନୂଆ ସମ୍ଭାବନା,ସ୍ୱାମୀ ସ୍ତ୍ରୀ ହେବେ ଏକାଠି,ନ ଏହି ଲୋକ ପାଇଁ ପୁଣି ଲାଗିବ ଝଗଡା..ଦେଖନ୍ତୁ Video

Spread the love

ତେବେ ତପସ୍ଵିନୀ ଓ ଡକ୍ଟର ସୁମିତଙ୍କ ମଧ୍ୟରେ ବର୍ତ୍ତମାନ କଳହ ଚରମ ସୀମାରେ ପହଞ୍ଚି ସାରିଛି।ଏହା ସହିତ ଏହି କଳହ ବର୍ତ୍ତମାନ ବହୁତ ଅଧିକ ବଢିବା ଫଳରେ ବର୍ତ୍ତମାନ ଅନେକ ଲୋକ ଏହି କଥାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ଓ ସମାଲୋଚନା କରିବା ଆରମ୍ଭ କରି ସାରିଲେଣି।ଏହା ସହିତ ଏହି କଳହର କୌଣସି ନିର୍ଦ୍ଧିଷ୍ଟ ସମାଧାନ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ହୋଇ ପାରୁ ନାହିଁ।ଯାହା ଫଳରେ ଏହାର ସମାଧାନ କେବେ ହେବ ଏହା ମଧ୍ୟ ଏକ ଚିନ୍ତାର କାରଣ।

ତେବେ ବର୍ତ୍ତମାନ ଅନେକ ଲୋକ ତପସ୍ଵିନୀଙ୍କ ସପକ୍ଷରେ ମଧ୍ୟ କଥା କହିବା ଆରମ୍ଭ କରି ସାରିଲେଣି।ତେବେ ତପସ୍ଵିନୀ ବର୍ତ୍ତମାନ ଏହି ଘଟଣା ଉପରେ ନିଜର କିଛି ମତ ଦେଇ ନାହାନ୍ତି।ତେବେ ସେ ଗତ ନଭେମ୍ବର ୨୨ ତାରିଖରୁ ନିଜର ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସି ରହିଛନ୍ତି।ଏହା ସହିତ ସେ ନ୍ୟାୟ ପାଇବା ପାଇଁ ବର୍ତ୍ତମାନ ଅପେକ୍ଷା କରି ରହିଛନ୍ତି।

ଏହା ସହିତ ତପସ୍ଵିନୀ ମଧ୍ୟ ବର୍ତ୍ତମାନ ନିଜର ଜିଦରେ ସେହିଭଳି ଭାବରେ ଅଟଳ ହୋଇ ରହିଛନ୍ତି।ତେବେ ଆଗାମୀ ୪ ତାରିଖରେ ଏହି ଘଟଣାର ଶୁଣାଣି ରହିଛି।ଯାହା ଫଳରେ ବର୍ତ୍ତମାନ ଏହା ଆଶା କରାଯାଉଛି କି ତାଙ୍କୁ ଏହି ନୂତନ ବର୍ଷ କିଛି ନୂତନ ସମ୍ଭାବନ ଆଣି ଦେଇ ପାରେ।ତେବେ ସେ ନିଜର ଶ୍ୱଶୁର ଘରକୁ ଯିବେ

ନା ତାଙ୍କ ଜୀବନରେ ଆଉ କିଛି ପୁଣି ପରିବର୍ତ୍ତନ ଆସିବ ଏହା ଦେଖିବାକୁ ବାକି ରହିଲା।ତେବେ ତପସ୍ଵିନୀ ବର୍ତ୍ତମାନ ନ୍ୟାୟ ପାଇବା ପାଇଁ ବର୍ତ୍ତମାନ ନିଜର ଜିଦ ଜାରୀ ରଖିଛନ୍ତି।ସେ ନିଜର ଶ୍ୱଶୁର ଘର ସମ୍ମୁଖରେ ସେହିପରି ଭାବରେ ବସି ରହିଛନ୍ତି।ଏହା ସହିତ ସେ ନ୍ୟାୟ ପାଇବା ପାଇଁ କିଛି ମଧ୍ୟ କରିବେ ବୋଲି ମଧ୍ୟ କହିଛନ୍ତି।

ତେବେ ତପସ୍ଵିନୀ ଡକ୍ଟର ସୁମିତଙ୍କ ଘର ସମ୍ମୁଖରେ ସେହିପରି ଭାବରେ ବସି ରହିବା ଫଳରେ ବର୍ତ୍ତମାନ ଡକ୍ଟର ସୁମିତଙ୍କ ପରିବାର ଲୋକ ମଧ୍ୟ ଘରୁ ବାହାରକୁ ଆସୁ ନାହାନ୍ତି।ଏହା ସହିତ ସେମାନେ ଗଣମାଧ୍ୟମକୁ କୌଣସି ପ୍ରକାରର ପ୍ରତିକ୍ରିୟା ଦେବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି।ଏହା ସହିତ ତପସ୍ଵିନୀ ମଧ୍ୟ ନ୍ୟାୟ ନ ପାଇବା ଯାଏ ସେହି ସ୍ଥାନ ଛାଡି କେଉଁଆଡେ ମଧ୍ୟ ଯିବେ ନାହିଁ ବୋଲି କହିଛନ୍ତି।

ତେବେ ତପସ୍ଵିନୀ ବର୍ତ୍ତମାନ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି କି ଯଦି ଡକ୍ଟର ସୁମିତ ଓ ତାଙ୍କର ପରିବାର ଲୋକ ସତ୍ୟ କହୁଛନ୍ତି ଓ ସେମାନେ ସତ ମାର୍ଗରେ ଅଛନ୍ତି ତେବେ ସେମାନେ କଣ ପାଇଁ ଗଣମାଧ୍ୟମକୁ ସାକ୍ଷାତକାର ଦେଉ ନାହାନ୍ତି ବୋଲି ମଧ୍ୟ କହିଛନ୍ତି।ଏହିପରି ଭାବରେ ସେମାନେ ବିଭିନ୍ନ ପ୍ରକାରର ଆଲୋଚନା ସମାଲୋଚନା ମଧ୍ୟରେ ବର୍ତ୍ତମାନ ଏହି ଘଟଣା ଏହିପରି ଭାବରେ ଫସି ରହିଛି।ଏହା ସହିତ ଏହି ଘଟଣାର ସମାଧାନ ହୋଇ ପାରିବ କି ନାହିଁ ଏହାର ଶୁଣାଣି ଆଗାମୀ ୪ ତାରିଖରେ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *