ଏବେ ଏବେ ଆସିଲା ଏହି ବଡ ଖବର,ବାହାଘର ପରେ ପ୍ରଥମ ଥର ପାଇଁ ଥାନାର ଦ୍ୱାରସ୍ଥ ହେଲେ Arvind ଓ Janklin କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Spread the love

ତେବେ ଆମେ ଅଭିନେତା ଅରବିନ୍ଦଙ୍କୁ ବହୁତ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କ ଆପଣାର ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କୁ ବାନ୍ଧି ରଖି ପାରନ୍ତି।ତେବେ ସେ ଖୁବ କମ ସମୟ ମଧ୍ୟରେ ଓଡ଼ିଶାର ପ୍ରତ୍ୟେକ ଲୋକଙ୍କ ନିକଟରେ ନିଜକୁ ପରିଚିତ କରାଇ ପାରିଥିଲେ।ତେବେ ତାଙ୍କର ଅଭିନୟରେ ଅନେକ ଲୋକ ଆକର୍ଷିତ ହୋଇ ଥାଆନ୍ତି।ଏହା ସହିତ ସେ ନିଜର ଅଭିନୟ ମାଧ୍ୟମରେ ନିଜର ଅନେକ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।

ଏହାପରେ ହେଉଛନ୍ତି ଅଭିନେତ୍ରୀ ଜାଙ୍କଲିନ ସେ ମଧ୍ୟ ନିଜର ଅଭିନୟ ମାଧ୍ୟମରେ ଅନେକ ଲୋକଙ୍କର ପ୍ରିୟ ହୋଇ ପାରିଛନ୍ତି।ଏହା ସହିତ ସେ ନିଜର ଅଭିନୟ ଦ୍ୱାରା ଅନେକ ଲୋକଙ୍କୁ ନିଜର ଅନୁଗତ କରାଇ ପାରିଛନ୍ତି।ତେବେ ସେ ଜଣେ ଏପରି ଅଭିନେତ୍ରୀ ଯିଏକି ନିଜର ଅଭିନୟ ମାଧ୍ୟମରେ ଓଡ଼ିଶାର ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ବତନ୍ତ୍ର ସମ୍ମାନ ସୃଷ୍ଟି କରି ପାରିଛନ୍ତି।

ଏହା ସହିତ ସେ ବର୍ତ୍ତମାନ ନିଜର ଏକ ବିଶେଷ ପ୍ରତିଷ୍ଠା ସୃଷ୍ଟି କରି ପାରିଛନ୍ତି।ଏହା ସହିତ ସେ ବର୍ତ୍ତମାନ ଅନେକ ଚଳଚ୍ଚିତ୍ରରେ ନିଜର ଅଭିନୟ କରି ରଖିଛନ୍ତି।ତେବେ ଆମେ ସମସ୍ତେ ଜାଣୁ ଏହି ଦୁଇଜଣ ଅଭିନେତା ଓ ଅଭିନେତ୍ରୀ ସେମାନେ ନିଜର ସୁଟିଂ ସେଟରୁ ପରସ୍ପରକୁ ଭଲ ପାଇଥିଲେ।ଏହା ସହିତ ସେମାନେ କିଛି ଦିନ ତଳେ ବିବାହ ବନ୍ଧନରେ ମଧ୍ୟ ଆବଦ୍ଧ ହୋଇଥିଲେ।

ଏହାପରେ ସେମାନେ ଅନେକ ଫଟୋ ସୋସିଆଲ ମିଡିଆରେ ମଧ୍ୟ ଛାଡିଥିଲେ।ଯାହା ଫଳରେ ସେ ଅନେକ ପ୍ରଶଂସା ମଧ୍ୟ ପାଇଥିଲେ।ଏହା ସହିତ ସେମାନେ ଏକାଠି ହୋଇ ଅନେକ ସ୍ଥାନକୁ ବୁଲିବାକୁ ମଧ୍ୟ ଯାଇଥିଲେ।ତେବେ ସେମାନଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଭାଇରାଲ ହେବାରେ ଲାଗିଥିଲା।ଯାହା ଫଳରେ କିଛି ଲୋକମାନେ ସେମାନଙ୍କର ଏହି ଫଟୋକୁ ବ୍ୟବହାର କରି କିଛି ମିଛ ସତ ଲେଖିଥିଲେ।

ଯାହା ଫଳରେ ସେମାନେ ଏହାର ବିରୋଧ କରିଥିଲେ।ତେବେ ଏହା ସହିତ ସେମାନେ ଏହାର ବିରୁଦ୍ଧରେ ପୋଲିସ ପାଖରେ ଅଭିଯୋଗ ମଧ୍ୟ କରିଥିଲେ।ଏହା ସହିତ ସେମାନେ ପୋଲିସର ସହାୟତା ମାଗିଛନ୍ତି।ଏହା ସହିତ ଏପରି କରୁଥିବା ଲୋକଙ୍କୁ ସେମାନେ ପ୍ରଥମେ ଏପରି ନ କରିବା ପାଇଁ ଅନୁରୋଧ କରିଥିଲେ ମାତ୍ର ଏହା କୌଣସି ଫଳ ଦେଇ ପାରିଲା ନାହିଁ।ଯାହା ଫଳରେ ସେମାନେ ପୋଲିସର ଦ୍ବାରସ୍ଥ ହେଲେ।

ଏହା ସହିତ ସେମାନେ ବର୍ତ୍ତମାନ ପୋଲିସ ନିକଟରେ ନିଜର ଲିଖିତ ଅଭିଯୋଗ ଦାଖଲ କରି ସାରିଛନ୍ତି।ଏହା ପରେ ସେମାନେ ବର୍ତ୍ତମାନ ପୋଲିସ ସହାୟତାରେ ସେହି ସମସ୍ତ ବ୍ୟକ୍ତିଙ୍କୁ ଖୋଜୁଛନ୍ତି ଯେଉଁମାନେ ତାଙ୍କର ନାମକୁ ଖରାପ କରୁଛନ୍ତି।ତେବେ ଏହି ଅଭିନେତା ଓ ଅଭିନେତ୍ରୀ ଆମ ଓଡ଼ିଆ ଅଭିନୟ ଜଗତ ପାଇଁ ଏକ ବରଦାନ ଭଳି।ଏହାପରେ ମଧ୍ୟ ଲୋକମାନେ ଯେପରି ଭାବରେ ତାଙ୍କର ନାମକୁ ଖରାପ କରୁଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ।ଏହା ସହିତ ଏପରି ଲୋକଙ୍କୁ କଠୋର ଦଣ୍ଡ ମିଳିବା ଆବଶ୍ୟକ।

Leave a Reply

Your email address will not be published. Required fields are marked *