ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନୂଆ ଲିଷ୍ଟ ୨୦୨୧ -୨୨ – ଆପଣଙ୍କୁ ଘର ମିଳିବ ନ ନହିଁ ଏବେ ଏପରି ଚେକ କରି ନିୟନ୍ତୁ ସଙ୍ଗେ ସଙ୍ଗେ..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଆପଣ କିପରି ନିଜ ମୋବାଇଲ ଦ୍ୱାରା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂଆ ଲିଷ୍ଟ ଅସିଛିକି ନାହିଁ ଚେକ କରି ଜାଣିପାରିବେ।ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କିଛିନା କିଛି ପରିବର୍ତ୍ତନ କରାଯାଇଥାଏ ଏବଂ କିଛି କଷ୍ଟମାଇଜ କରାଯାଇଥାଏ ଏବେ ସେହିପରି ସେହି ୱେବସାଇଟରେ କିଛି ପରିବର୍ତ୍ତନ କରାଯାଇଛି।ଆପଣ କିପରି ୨୦୨୧ -୨୨  ର ନୂଆ ଲିଷ୍ଟ ଜାଣିପାରିବେ ତାହା ଆଜି ଆମେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଯଦି ଆପଣଙ୍କ ଏହି ନୂଆ ଲିଷ୍ଟରେ ନାମ ଅଛି ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ପାଇପାରିବେ ଏବଂ ଏକ ସୁନ୍ଦର ପକାଘର କରିପାରିବେ।ଏଥିପାଇଁ ପ୍ରଥମେ ଆପଣ ମୋବାଇଲରେ କ୍ରୋମ ବ୍ରାଉଜର ଓପନ କରନ୍ତୁ।ଏହାପରେ ସେଥିରେ ସର୍ଚ୍ଚ କରନ୍ତୁ ଆଇ ଏ ୱାଇ. ଏନ ଆଇ ସି. ଇନ।ଏହାପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱେବ ସାଇଟଟି ଖୋଲିଯିବ।ଏହା ଆଗରୁ ଇନ୍ଦିରା ଆବାସ ଯୋଜନା ଥିଲା।ତଳକୁ ବଡ଼ଳାଯାଇ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଯାଇଛି।

ସେହି ୱେବସାଇଟରେ ତଳକୁ ଗଲେ ଆପଣ ଜାଣିପାରିବେ କେତେଲୋକ ପାଇଛନ୍ତି ଏବଂ ଅନ୍ୟ କିଛି ତଥ୍ୟ।ଏହାପରେ ଆପଣଙ୍କ ନାମ ନୂଆ ଲିଷ୍ଟରେ ଅଛିକି ନାହିଁ ତାହା ଜାଣିବାକୁ ଚାହୁଁଥିଲେ ଆପଣ ଉପରେ ଥିବା ୩ ଡଟ ଉପରେ କ୍ଲିକ କରନ୍ତୁ।ଏହାପରେ ଆୱାସଫ୍ଟ ଉପରେ କ୍ଲିକ କରନ୍ତୁ।ଏହାପରେ ରିପୋଟ ଉପରେ କ୍ଲିକ କାରନ୍ତୁ।ଏହା କରିସାରିବା ପରେ ଅନେକ ରିପୋଟ ଆସିଯିବ।

ଏହାପରେ ରିପୋଟର ପ୍ରଥମ ଲିଷ୍ଟରେ ଥିବା ଦ୍ୱିତୀୟ ଅପସନ ଉପରେ କ୍ଲିକ କରନ୍ତୁ।ଏହାପରେ ଆପଣଙ୍କ ରାଜ୍ୟରେ ଓଡିଶା ସିଲେକ୍ଟ କରନ୍ତୁ।ଏହାପରେ ଆପଣଙ୍କ ଜିଲ୍ଲାର ଚୟନ କରନ୍ତୁ।ତାହା ପରେ ନିଜର ବ୍ଲକ ସିଲେକ୍ଟ କରିନିଅନ୍ତୁ।ଏବଂ ଶେଷରେ ନିଜର ପଞ୍ଚାୟତ ସିଲେକ୍ଟ କରନ୍ତୁ।ଏହାପରେ ତଳେ ଏକ ସବମିଟ ବଟନ ଥିବ ସେଥିରେ କ୍ଲିକ କରନ୍ତୁ।ଏହାପରେ ଏକ ଟେବୁଲରେ ସବୁ କିଛି ଡିଟେଲସ ଆସିଯିବ।

ଆପଣ ତାହା ଉପରେ କେଉଁ ବର୍ଷର ଲିଷ୍ଟ ଦେଖିବାକୁ ଚାହୁଁଛନ୍ତି ତାହା ଚୟନ କରନ୍ତୁ।ସେଥିରେ ଆପଣ ୨୦୨୧ -୨୨ ରେ ଯଦି କ୍ଲିକ କରନ୍ତି ତେବେ ନୂଆ ଲିଷ୍ଟ ଆସିଯିବ।ସେଥିରେ ଯଦି ଆପଣଙ୍କ ନାମ ଥାଏ ତେବେ ଆପଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇପାରିବେ।

ଯଦି ଆପଣଙ୍କ ଏହି ୨୦୨୧ -୨୨ ର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂଆ ଲିଷ୍ଟରେ ନାମ ଅଛି ତେବେ ଆପଣଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଦିଆଯିବ ଯାହାଦ୍ୱାରା ଆପଣ ନିଜ ପକାଘର ତିଆରି କରିପାରିବେ।ସେହି ଲିଷ୍ଟରେ ଆପଣ ନିଜ ନାମ ରେଜିଷ୍ଟ୍ରେସନ ନମ୍ବର।ଏବଂ ସେଥିରେ ନିଜର ବାପାଙ୍କ ନାମ ,ଘର।ଏହା ସହିତ ସେକ୍ସନ ଏବଂ ଟଙ୍କା ଅସିଛି ନା ନାହିଁ ତାହା ମଧ୍ୟ ଦେଖି ପାରିବେ।

Leave a Reply

Your email address will not be published. Required fields are marked *