ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା କଣ?ଏହି ହେରୋଇନ ଅଟନ୍ତି ଦଶମ ଫେଲ – କିନ୍ତୁ ରଜ କୁଇନ ରେ ହେଇଛନ୍ତି ଜଜ..

Spread the love

ସାଙ୍ଗମାନେ ଆପଣ ମାନେ ତ ନିଶ୍ଚିତ ଭାବରେ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରି ବିଷୟରେ ଭଲ ଭାବରେ ଜାଣିଥିବେ।ଏବଂ ଆମ ଓଡ଼ିଆ ଫିଲ୍ମକୁ ମଧ୍ୟ ବେଶ ପସନ୍ଦ କରୁଥିବେ।ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକ ଏହା ଜାଣିବାକୁ ଚାହୁଁଥିବେ ଯେ ଆମ ଓଡ଼ିଆ ହିରୋଇନ ମାନଙ୍କ ଶିକ୍ଷାଗତ ଯୋଗ୍ୟତା କେତେ?ଏବଂ ଏହା ସହିତ ତାଙ୍କ ସ୍କୁଲ ଟାଇମ ଏବଂ କଲେଜ ଟାଇମ କେଉଁଠି ଅତିବାହିତ ହୋଇଛି ତାହା ମଧ୍ୟ ଜାଣିବାକୁ ଚାହୁଁଥିବେ।ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ହିରୋଇନ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ସହିତ ସେମାନେ କେଉଁ ଠାରେ ପଢ଼ିଛନ୍ତି ସେହି ବିଷୟରେ ତଥ୍ୟ ଜଣାଇବୁ ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢ଼ନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସାଙ୍ଗମାନେ ଆମ ଲିଷ୍ଟର ୧୧ ନମ୍ବରରେ ଆସୁଛନ୍ତି ଭୂମିକା ଦାସ।ତାଙ୍କର ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ବର୍ତ୍ତମାନ ସମୟରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଛନ୍ତି।ଭୂମିକାଙ୍କ ସ୍କୁଲ ଟାଇମ ଅତିବାହିତ ହୋଇଛି ଡି ଏ ଭି ପବ୍ଲିକ ସ୍କୁଲ ଭୁବନେଶ୍ୱରରେ।ଆପଣ ମାନେ ଜାଣିଛନ୍ତି ଯେ ଭୂମିକା ପିଲାଟି ବେଳୁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି।

ଆମ ଲିଷ୍ଟରେ ୧୦ ନମ୍ବରରେ ଆସୁଛନ୍ତି ଅନୁ ଚୌଧୁରୀ।ଆପଣ ମାନେ ଅନୁ ଚୌଧୁରୀଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ ସେ ଅନେକ ଚଳଚିତ୍ରରେ କାମ କରିଛନ୍ତି।ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାଇବେ ତେବେ ସେ ହୋମ ସାଇନ୍ସରେ ଗ୍ରାଜୁଏସନ ପାସ କରିଛନ୍ତି।ତାଙ୍କ କଲେଜ ଟାଇମ ଅତିବାହିତ ହୋଇଛି ରମାଦେବୀ ମହିଳା କଲେଜ ଭୁବନେଶ୍ୱର।

ଏହାପରେ ଆମ ଲିଷ୍ଟରେ ୯ ନମ୍ବରରେ ଆସୁଛନ୍ତି ଝିଲି ଭଟ୍ଟାଚାର୍ଯ୍ୟ।ସେ ଜଣେ ବଙ୍ଗାଳି ନାୟିକା ଅଟନ୍ତି।ସେ ନିକଟରେ ସୁକିନ୍ଦାର ବିଧାୟକଙ୍କୁ ବିବାହ କରି ଓଡ଼ିଆ ଘରର ବୋହୁ ହୋଇଛନ୍ତି।ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାଇଲେ ସେ ଇଂରାଜୀରେ ଗ୍ରାଜୁଏସନ ପାସ କରିଛନ୍ତି।

ଏହାପରେ ଆମ ଲିଷ୍ଟରେ ୮ ନମ୍ବରରେ ଆସନ୍ତି ପ୍ରକୃତି ମିଶ୍ର।ସେ ଅନେକ ଓଡ଼ିଆ ଫିଲ୍ମ ଏବଂ ଵଲିଉଡ଼ରେ ଅନେକ ସିରିଏଲରେ କାମ କରିସାରିଲେଣି।ତାଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ସେ ବି ଏ ପାସ କରିଛନ୍ତି।ତାଙ୍କ ସ୍କୁଲ ଟାଇମ ଅତିବାହିତ ହୋଇଛି ଭେଙ୍କେଟସ୍ୱର ଇଂଲିଶ ମିଡିଅମ ସ୍କୁଲ ଭୁବନେଶ୍ୱରରେ।

ଏହାପରେ ଆମ ଲିଷ୍ଟରେ ୭ ନମ୍ବରରେ ଆସନ୍ତି ରଚନା ବାନାର୍ଜୀ।ପ୍ରକୃତରେ ସେ ଜଣେ ବେଙ୍ଗଲି ନାୟିକା ଅଟନ୍ତି।ରଚନା ଏବଂ ସିଦ୍ଧାନ୍ତଙ୍କ ଯୋଡି ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ।ତାଙ୍କ ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାଇଲେ ସେ ଗ୍ରାଜୁଏସନ ପାସ କରିଛନ୍ତି।ଏହାସହିତ ପଶ୍ଚିମବଙ୍ଗର ଏକ ଘରୋଇ ସ୍କୁଲରେ ତାଙ୍କର ସ୍କୁଲ ଟାଇମ ଅତିବାହିତ ହୋଇଛି ଏହାସହିତ ସାଉଥ ସିଟି କଲେଜରେ ସେ ଗ୍ରାଜୁଏସନ ମଧ୍ୟ ପାସ କରିଛନ୍ତି।

ଏହାପରେ ଆମ ଲିଷ୍ଟରେ ୬ ନମ୍ବରର୍ବ ଆସନ୍ତି ଶୀତଳ ପାତ୍ର।ଆପଣ ମାନେ ତାଙ୍କୁ ଅଧିକାଂଶ ଚଳଚିତ୍ରରେ ବାବୁସାନଙ୍କ ସହିତ ଦେଖିବାକୁ ପାଇଥାନ୍ତି।ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାଇବେ ତେବେ ସେ ଗ୍ରାଜୁଏସନ ପାସ କରିଛନ୍ତି।ତାଙ୍କ ସ୍କୁଲ ଟାଇମ ଅତିବାହିତ ହୋଇଛି ଡି ଏ ଭି ପବଲିକ ସ୍କୁଲ ଭୁବନେଶ୍ୱରରେ।ଏବଂ ତାଙ୍କ କଲେଜ ଟାଇମ ଅତିବାହିତ ହୋଇଛି ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକରେ।

ଏହାପରେ ଆମ ଲିଷ୍ଟରେ ୫ ନମ୍ବରରେ ଆସନ୍ତି ଓଲିଉଡ଼ ଇଣ୍ଡଷ୍ଟ୍ରିର କୁଇନ ବର୍ଷା ପ୍ରିୟଦର୍ଶିନୀ।ତାଙ୍କର ହୋମ ଟାଉନ ହେଉଛି କଟକ।ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାଇବେ ତେବେ ସେ ଗ୍ରାଜୁଏସନ ପାସ କରିଛନ୍ତି।କଟକର ଏକ ଘରୋଇ ସ୍କୁଲରେ ତାଙ୍କର ସ୍କୁଲ ଟାଇମ ଅତିବାହିତ ହୋଇଛି ଏହାସହିତ ରମାଦେବୀ କଲେଜ ଭୁବନେଶ୍ୱରରେ ସେ ଯୁକ୍ତ ଦୁଇ ପଢ଼ିଛନ୍ତି।ଏବଂ ଶୈଳଭାମା ଓମେନ୍ସ କାଜେଲ କଟକରେ ସେ ଡିଗ୍ରୀ ପୁରଣ କରିଛନ୍ତି।

ଏହାପରେ ଆମ ଲିଷ୍ଟରେ ୪ ନମ୍ବରରେ ଆସନ୍ତି ସିବାନୀ ସଙ୍ଗୀତା।ସେ ପିଲାଟି ବେଳୁ ଓଲିଉଡ଼ ଇଣ୍ଡଷ୍ଟ୍ରିରେ କାମ କରିଆସୁଛନ୍ତି।ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାଇବେ ତେବେ ସେ ବର୍ତ୍ତମାନ ସମୟରେ ପାଠପଢା ଜାରି ରଖିଛନ୍ତି।ଦିଲ୍ଲୀ ପବ୍ଲିକ ସ୍କୁଲରେ ତାଙ୍କର ସ୍କୁଲ ଟାଇମ ଅତିବାହିତ ହୋଇଛି।

ଏହାପରେ ଆମ ଲିଷ୍ଟରେ ତିନି ନମ୍ବରରେ ଆସନ୍ତି ଏଲିନା ସାମନ୍ତରାଏ।ଯିଏକି ଇସ୍କ ତୁ ହି ତୁ ଚଳଚିତ୍ର ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ।ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାଇବେ ତେବେ ସେ ଏମ ଏ ପାସ କରିଛନ୍ତି।ତାଙ୍କ କଲେଜ ଟାଇମ ଅତିବାହିତ ହୋଇଛି ରେଭେନ୍ସା ବିଶ୍ୱବିଦ୍ୟାଳୟ କଟକରେ।

ଆମ ଲିଷ୍ଟରେ ଦୁଇ ନମ୍ବରରେ ଆସୁଛନ୍ତି ତମନା।ଯିଏକି ବରମପୁରରେ ଜନ୍ମ ଲାଭ କରିଛନ୍ତି।ସେ ଦେଖିବାରେ ଯେତେ ସୁନ୍ଦର ତାଙ୍କ ଅଭିନୟ ମଧ୍ୟ ସେତିକି ଭଲ ଲାଗେ।ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାଇବେ ତେବେ ସେ ଗ୍ରାଜୁଏସନ ପାସ କରିଛନ୍ତି।

ଏହାପରେ ଆମ ଲିଷ୍ଟରେ ଏକ ନମ୍ବରରେ ଆସନ୍ତି ଅର୍ଚ୍ଚିତା ସାହୁ। ସେ ଉଭୟ ଓଡ଼ିଆ ଏବଂ ବଙ୍ଗାଳି ଫିଲ୍ମରେ କାମ କରିଛନ୍ତି।ତାଙ୍କର ଜନ୍ମସ୍ଥାନ ହେଉଛି ଭୁବନେଶ୍ୱର।ଯଦି ତାଙ୍କର ଶିକ୍ଷାଗତ ଯୋଗ୍ୟତା ଉପରେ ନଜର ପକାଇବେ ତେବେ ସେ ବି ଟେକରେ ଗ୍ରାଜୁଏସନ ପାସ କରିଛନ୍ତି।କିଟ ବିଶ୍ୱବିଦ୍ୟାଳୟରେ ତାଙ୍କର କଲେଜ ଟାଇମ ଅତିବାହିତ ହୋଇଛି।

Leave a Reply

Your email address will not be published. Required fields are marked *