ପୁନର୍ଜନ୍ମର ୯ ବର୍ଷ ପରେ ଧରାପଡ଼ିଲେ ଦୋଷୀ – ଝିଅ ଏପରି ନିଜର ପୂର୍ବ ଜନ୍ମ କଥା କହିଲେ ଓ ଅପରାଧୀ କି ମିଳିଲା ବଡ ସଜା…

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା କଣ ହେଲା ଯେତେବେଳେ ଏକ ୯ ବର୍ଷର ଝିଅକୁ ମନେ ପଡ଼ିଲା ତାହାର ପୂର୍ବ ଜନ୍ମ।ଏବଂ ତାହାପରେ ସେ ଯାହା କରିଲା ନିଜ କାତିଲଙ୍କୁ ଦଣ୍ଡ ଦେବାପାଇଁ ତାହାକୁ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଘଟଣାଟି ହାଇଦ୍ରାବାଦ ପାଖରେ ଥିବା ଏକ ଛୋଟ ଗ୍ରାମ ଚିଲୁକୁରର।ସେହି ଗ୍ରାମର ମାଧ୍ୟମ ବର୍ଗର ଏକ ପରିବାରରେ ଏକ ଝିଅର ଜନ୍ମ ହେଲା।ଯାହାର ନାମ ସନ୍ଧ୍ୟା ରଖାଗଲା।ସନ୍ଧ୍ୟା ବହୁତ ଅଧିକ ଡରୁଥିଲା ଯଦି ତାକୁ ଏକ ଏକୁଟିଆ କୋଠରୀରେ ଛାଡିଦିଆଯାଏ ତେବେ ସେ ବହୁତ ଡରୁଥିଲା ଏବଂ ଚିଲାଉ ମଧ୍ୟ ଥିଲା।ଏବଂ ସମସ୍ତେ ଜାଣିପାରୁ ନଥିଲେ ସେ ଏପରି ଡରିବାର କାରଣ କଣ?କେବେ କେବେ ସେ ରାତିରେ ନିଦରୁ ଉଠିଯାଏ ଏବଂ ଚିଲେଇବାକୁ ଲାଗିଥାଏ ‘ବିକ୍ରମ ସାର ମତେ ମାର ନାହିଁ”।କିନ୍ତୁ ତାହାର ପିତା ମାତାଙ୍କୁ ଲାଗିଥିଲା ସେ ଏକ ଖରପ ସ୍ୱପ୍ନ ଦେଖିଛନ୍ତି ଏବଂ ସେହି କଥାକୁ ଏଡେଇ ଦେଇଥିଲେ।

ସେହି ଗ୍ରାମରେ ଥିବା ଏକ ମନ୍ଦିରକୁ ସନ୍ଧ୍ୟାର ପିତା ତାକୁ ନେଉଥିଲେ।ଏକ ସମୟର କଥା ସନ୍ଧ୍ୟା ୯ ବର୍ଷର ଥିଲା।ସେହି ସମୟରେ ସେ ଦର୍ଶନ କରୁଥିଲା ଏବଂ ମନ୍ଦିରରେ ଭାଗବାନଙ୍କ ଘଣ୍ଟି ତାହାର ମୁଣ୍ଡରେ ଆସି ପଡିଯାଇଥିଲା ସେଥିରେ ସେ ବେହୋସ ହୋଇଯାଇଥିଲା ଏବଂ ହସ୍ପିଟାଲ ଯାଇଥିଲା।ସେ ଏହାପରେ ଉଠି ଯେଉଁ ପ୍ରଶ୍ନ କଲା ସେଠାରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ସେ ପ୍ରଶ୍ନ କରିଥିଲାଯେ ଆପଣମାନେ କିଏ? ଏବଂ ମୁଁ ଏଠାରେ କଣ କରୁଛି?

ସମସ୍ତେ ଭାବିଲେ ମୁଣ୍ଡରେ ମନ୍ଦିରର ଘଣ୍ଟି ପଡିବା କାରଣରୁ ତାହାର ମନେରଖିବା ଶକ୍ତି ହଜିଯାଇଛି ଏବଂ ତାକୁ ମନେ ପକାଇବାକୁ ଚେଷ୍ଟା କଲେ ଯେ ତୋର ନାମ ସନ୍ଧ୍ୟା ଏବଂ ତୁ ଆମର ଝିଅ ଅଟୁ।କିନ୍ତୁ ସେ ଏଠାରେ କହିଥିଲା ମୋର ନାମ ପ୍ରିୟଙ୍କା ଏବଂ ମୁଁ ହାଇଦ୍ରାବାଦରେ ରୁହେ।ଏବଂ ସେ ଏହା ମଧ୍ୟ କହିଥିଲା ବିକ୍ରମ ସାର କେଉଁଠାରେ ଅଛନ୍ତି।ସେ ମୋ ସହିତ ବହୁତ ଖରାପ କରିଛନ୍ତି।ମୁଁ ନା ତାଙ୍କୁ କ୍ଷମା କରିବି ଏହା ସହିତ ତାଙ୍କୁ କଡାରୁ କଡା ଦଣ୍ଡ ଦେବି।

ଏହି କଥାରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।କିନ୍ତୁ ତାର ପିତା ମାତା ସେହି କଥା ଶୁଣିବାକୁ ଚାହିଁଲେ।କାରଣ ବିକ୍ରମ ସାରଙ୍କ କଥା ସେ ସବୁ ବେଳେ ରାତିରେ ଉଠି କହୁଥିଲା।ଏହି ଝିଅଟିର ନାମ ପ୍ରିୟଙ୍କା ଅଟେ ଏବଂ ତାହାର ପୁର୍ନଜନ୍ମ ହୋଇଥିଲା।ସେ କହିଲା ମୋର ୨୪ ବର୍ଷ ହୋଇଥିଲା ଏବଂ ମୁଁ ଦେଖିବାରେ ବୋହୁତ ସୁନ୍ଦର ଥିଲି।ସେଥିରେ ତାଙ୍କୁ ଏକ ମଲ୍ଟି ନ୍ୟାସନାଲ କମ୍ପାନୀରୁ ଚାକିରୀର ଅଫର ଆସିଥିଲା।ଏବଂ ସେ ହଁ କରିଦେଇଥିଲେ।

ତାଙ୍କୁ ଚାକିରୀ କରିବାର ୩ ବର୍ଷ ହୋଇଯାଇଥିଲା ଏବଂ ସେହି କମ୍ପାନିର ଯିଏ ସି ଇ ଓ ଥିଲେ ତାଙ୍କର ନାମ ଥିଲା ବିକ୍ରମ ଚନ୍ଦ୍ର।ଏବଂ ସେ ସବୁବେଳେ ମୋ ଉପରେ ଖରାପ ନଜର ରଖୁଥିଲେ ଏବଂ ଖରପ କାମ କରିବାର ଚେଷ୍ଟା କରିଥିଲେ।କିନ୍ତୁ ଚାକିରି କାରଣରୁ ସେ ଏହା ସବୁ ବରଦାସ୍ତ କରୁଥିଲେ।ଏବଂ ଗୋଟେ ଥର ବିକ୍ରମ ସାର ତାଙ୍କୁ କିଛି ଜରୁରୀ ଫାଇଲ ସହିତ ତାଙ୍କୁ ତାଙ୍କ ଘରକୁ ପ୍ରମୋସନର କାମ ପାଇଁ ଡାକି ଥିଲେ।ସେଥିରେ ସେ ତାଙ୍କ ଘରକୁ ଯାଇଥିଲେ।ଏବଂ ସେ ସମୟରେ ବିକ୍ରମ ସାର ନିଶାରେ ଥିଲେ ଏବଂ ସେ ନେଇଥିବା ଫାଇଲକୁ ଦୂରକୁ ଫୋପାଡି ଦେଇଥିଲେ ଏବଂ କହିଥିଲେ ଫାଇଲ ଖାଲି ଏକ ବାହାନା ଥିଲା ମତେ ଖାଲି ତମକୁ ଘରକୁ ଡାକିବାର ଥିଲା।

ଏବଂ ସେ ତାଙ୍କ ସହିତ ଜବରଦସ୍ତି କରିବାକୁ ଆରମ୍ଭ କରିଦେଲେ।ସେ ସେହି ସମୟରେ ବହୁତ ଜୋରରେ ଚିଲାଉ ଥିଲେ ଏବଂ ଯେତେବେଳେ ସେ ଅଧିକ ଚିଲାଇବା ଆରମ୍ଭ କରିଦେଇଥିଲେ ସେତେବେଳେ ସେହି ବ୍ୟକ୍ତି ଏକ ତକିଆ ସାହାଯ୍ୟରେ ତାଙ୍କ ମୁହଁକୁ ଚିପି ଧରିଥିଲେ ଏବଂ ସେପର୍ଯ୍ୟନ୍ତ ଚିପି ରଖିଥିଲେ ଯେପର୍ଯ୍ୟନ୍ତ ତାଙ୍କ ପ୍ରାଣ ଚାଲିଯାଇନାହିଁ।ଏହାପରେ ସେ ତାଙ୍କ ଲାସକୁ ନେଇ ତାଙ୍କ ଘର ପାଖରେ ପୋତିଦେଇ ଥିଲେ।ଏବଂ ସେ ଏବେ ସେହି ବିକ୍ରମଙ୍କୁ ଜେଲକୁ ପଠାଇବାକୁ ଚାହାନ୍ତି।

ଏହି କଥାରେ ତାଙ୍କ ପିତା ମାତା ବିଶ୍ୱାସ କଲେ ଏବଂ ପୋଲିସ ପାଖକୁ ଯାଇ ତାଙ୍କ କଥା ରଖିଲେ।ପୋଲିସ ତାଙ୍କ କଥାରେ ସମ୍ଭୀରତା ଦେଖାଇଲା କିନ୍ତୁ କହିଲା ପୁନର୍ଜନ୍ମର କୌଣସି କଥାକୁ କୋର୍ଟ ଗ୍ରହଣ କରିବ ନାହିଁ।ପୋଲିସ କହିଲା ଆମକୁ ପ୍ରମାଣ ଦରକାର।ଏବଂ ପ୍ରମାଣ ଥିଲେ ଆମେ କିଛି ଭି କରିପାରିବୁ।ସନ୍ଧ୍ୟାକୁ ସବୁ କଥା ମନେ ଥିବାରୁ ଯେଉଁ ସ୍ଥାନରେ ତାକୁ ସେ ନେଇ ପୋତି ଥିଲା ସେହି ସ୍ଥାନକୁ ପୋଲିସକୁ ନେଇଗଲା।ଏବଂ ପୋଲିସ ସେହି ସ୍ଥାନରେ ଖୋଲିବା ଆରମ୍ଭ କରିଦେଇଥିଲା।ଏବଂ ସେହି ସ୍ଥାନରେ ପ୍ରିୟଙ୍କାର ଲାସ ମିଳିଥିଲା।

ଏବଂ ତାହାର ତଦାରଖ କରିବା ପରେ ଏହା ଜଣାପଡିଥିଲା ବାସ୍ତବରେ ସେ ପ୍ରିୟଙ୍କା ଅଟେ ଏଜକୁ ପ୍ରାୟ ୯ ବର୍ଷ ପୂର୍ବେ ବିକ୍ରମର କମ୍ପାନୀରେ ଜବ କରୁଥିଲେ।ଏହାପରେ ତାଙ୍କୁ ୯ ବର୍ଷ ପରେ ନ୍ୟାୟ ମିଳିଥିଲା।କୁହାଯାଇଥାଏ ମହାଦେବ ଚାହିଁଲେ ସେ କିଛିଭି କରିପାରିବେ।ବାସ୍ତବରେ ପ୍ରିୟଙ୍କା ମହାଦେବଙ୍କ ବହୁତ ବଡ଼ ଭକ୍ତ ହୋଇଥିବ ତେଣୁ ତାଙ୍କୁ ନ୍ୟାୟ ଦେବାପାଇଁ ମହାଦେବ ଏହିପରି ଲୀଳା ରଚି ଥିଲେ।ଆଜି ବିକ୍ରମ ଚନ୍ଦ୍ର ଜେଲରେ ଅଛନ୍ତି ଏବଂ ସନ୍ଧ୍ୟା ତାଙ୍କ ମାଆ ଏବଂ ବାପାଙ୍କୁ ସହିତ ବହୁତ ଖୁସିରେ ଅଛି।

Leave a Reply

Your email address will not be published. Required fields are marked *