ଓଡ଼ିଆ Industry କୁ ଛାଡ଼ି ବିବାହ ପରେ ସ୍ଵାମୀଙ୍କ ସହ କେଉଁଠି ଅଛନ୍ତି, କଣ ପାଇଁ ବିଦେଶ ଯାଇକି ହେଇଗଲେ Settel ଜାଣିରଖନ୍ତୁ

Spread the love

ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଜଗତରୁ ଏବଂ ଧାରାବାହିକ ଜଗତରୁ ଅଭିନେତ୍ରୀ ମାନେ ନିଜ କ୍ୟାରିୟର ବନ୍ଦ କରି ଏବେ ନିଜ ସ୍ଵାମୀଙ୍କ ସହ କେଉଁଠାରେ ସବୁ ରହୁଛନ୍ତି ଏବଂ ସେ କେମିତି ଅଛନ୍ତି ତାଙ୍କ ସ୍ବାମୀଙ୍କ ସହିତ।ପ୍ରଥମେ ଅଛନ୍ତି ସୁଇଟି।ସୁଇଟିଙ୍କୁ ତ ଆପଣ ଜାଣିଥିବେ।ଅନେକ ଧାରାବାହିକ କରିସାରିଥିଲେ ମଧ୍ୟ ମାନିନୀ ଧାରାବାହିକରେ ଲୋକ ତାଙ୍କୁ ଅଧିକ ପସନ୍ଦ କରିଥିଲେ।ସେ ସେଠାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ।ସେ ଏବେ ଧାରାବାହିକ ଜଗତରେ ଦେଖା ନଦେଲେ ମଧ୍ୟ ନିଜ ସ୍ଵାମୀଙ୍କ ସହିତ ସେ ଏବେ ବେଶ ଖୁସିରେ ଅଛନ୍ତି ଭୁବନେଶ୍ଵରରେ ଏବଂ ସେ ଆଉ ଧାରାବାହିକ ଜଗତକୁ ଫେରିବେନି ବୋଲି ମଧ୍ୟ ଦର୍ଶାଇ ଦେଇଛନ୍ତି।

ଏହା ପରେ ଅଛନ୍ତି ଆକଟିଂ ଜଗତରେ ନିଜ କ୍ୟାରିୟର ସୃଷ୍ଟି କରିଥିବା ମିକି।ମିକିଙ୍କୁ ତ ଆପଣ ଜାଣିଥିବେ।ଅନେକ ଚଳଚିତ୍ରରେ ସେ ଅଭିନୟ କରିଛନ୍ତି।ଧାରାବାହିକ ନ ହେଲେ ମଧ୍ୟ ଅନେକ ଚଳଚିତ୍ରରେ ଅଭିନୟ କରି ଲୋକଙ୍କ ମନ ଜିଣି ନେଇଛନ୍ତି।ସେ ଏବେ ତାଙ୍କ ସ୍ବାମୀଙ୍କ ସହ ମୁମ୍ବାଇ ଓ ଭୁବନେଶ୍ୱରରେ ରହୁଛନ୍ତି।ଏ ପର୍ଯ୍ୟନ୍ତ ସେ ନିଜର ଫିଲ୍ମ କ୍ୟାରିୟର କଥା ଭାବି ନାହାଁନ୍ତି।

ଏହା ପରେ ଅଛନ୍ତି ଇପ୍ସିତା ମହାନ୍ତି।ତୁଳସୀ ଧାରାବାହିକରୁ ଲୋକଙ୍କ ମନରେ ଅଲଗା ପ୍ରକାର ଜାଗା ସୃଷ୍ଟି କରିଥିଲେ ଇପ୍ସିତା ମହାନ୍ତି।ସେ ବିବାହ ପରେ ପରେ ତାଙ୍କ ସ୍ବାମୀଙ୍କ ସହ ଦୁବାଇରେ ରହୁଛନ୍ତି।ତାଙ୍କର ଗୋଟିଏ ପୁତ୍ର ସନ୍ତାନ ଓ ପରେ ଏକ ଝିଅ ସନ୍ତାନ ଜନ୍ମ ଦେଇ ସେ ଏବେ ଦୁବାଇରେ ଖୁବ ଭଲରେ ଅଛନ୍ତି।ଏହା ପରେ ପରେ ଆସୁଛନ୍ତି ଅଙ୍କିତ।ଅନେକ ଆଲବମ ଓ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି।ସେ ଏବେ ତାଙ୍କ ସ୍ବାମୀଙ୍କ ସହ ତାମିଲନାଡୁରେ ରହୁଛନ୍ତି।ସେ ଆଉ ଚଳଚିତ୍ର ଜଗତ ବା ଧାରାବାହିକ ଜଗତକୁ ଆଉ ଫେରିବେ ନାହିଁ ବୋଲି ଶପଥ ମଧ୍ୟ ନେଇ ସାରିଛନ୍ତି।

ଯାଜ୍ଞସେନୀଙ୍କୁ ତ ଆପଣ ଜାଣିଥିବେ।ଜୟା ରୂପରେ ସେ ତୋ ପାଇଁ ମୁଁ ଧାରାବାହିକରେ ଦେଖିଥିବେ।ଲୋକମାନେ ମଧ୍ୟ ତାଙ୍କ ଅଭିନୟକୁ ଖୁବ ପସନ୍ଦ କରିଥିଲେ।କିନ୍ତୁ ସେ ଏବେ ଆଉ ଧାରାବାହିକରେ ଦେଖା ଯାଉନାହାନ୍ତି।ବିବାହ ପରେ ସେ ନିଜ ସ୍ଵାମୀଙ୍କ ସହ ଏବେ ଦୁବାଇରେ ରହୁଛନ୍ତି।ଧାରାବାହିକ ଜଗତକୁ ଆଉ ଫେରିବେ ନାହିଁ ବୋଲି ସେ କହିଛନ୍ତି।ଦୁବାଇରେ ସେ ତାଙ୍କ ସ୍ବାମୀଙ୍କ ସହ ବେସ ଖୁସିରେ ଅଛନ୍ତି।

ଏହା ପରେ ଅଛନ୍ତି ସୁନୀତା।ତାଙ୍କୁ ତ ଆପଣ ଜାଣିଥିବେ।ଅନେକ ଚଳଚ୍ଚିତ୍ରରେ ନେଗେଟିଭ ଅଭିନୟ ସହ ଅନେକ ଚଳଚ୍ଚିତ୍ରରେ ଏକ ଦବଙ୍ଗ ଭଳି ପୋଲିସ ଅଫିସରର ଅଭିନୟ ସେ କରନ୍ତି।ଏହା ସହ ଖୁବ ଶୀଘ୍ର ସେ ପପୁଲାର ହୋଇଯାଇଥିଲେ।କିନ୍ତୁ ବେସ କିଛି ଦିନ ହେଲା ସେ ଦେଖା ଯାଉ ନାହାଁନ୍ତି।କାହିଁକି ନା ସେ ବିବାହ କରି ସାରିବା ପରେ ତାଙ୍କ ସ୍ବାମୀଙ୍କ ସହ କର୍ଲିଫର୍ଣିଆରେ ରହୁଛନ୍ତି।ସେ ବାଏ ବାଏ କରି ଯାଇଛନ୍ତି ଧାରାବାହିକ ଜଗତକୁ ଏବଂ ଫିଲ୍ମ ଜଗତକୁ।

Leave a Reply

Your email address will not be published. Required fields are marked *