ଆଗରୁ କେବେ ଦେଖି ନଥିବେ ଓଡ଼ିଆ ହିରୋ Siddhant ମହାପାତ୍ର ଙ୍କ ଝିଅ Saisiddhi ଙ୍କୁ,ଏବେ ଦେଖନ୍ତୁ କେତେ ବଡ ହେଇ ସାରିଲେଣି ଏବେ ସେ,ଏହି ଫିଲ୍ମ ରେ ନଜର ଆସି ପାରନ୍ତି

Spread the love

ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ଏହି ଅଭିନେତା ଜଣଙ୍କ ଅନେକ ସମୟ ଧରି ଓଡ଼ିଆ ଅଭିନୟ ଜଗତ ଉପରେ ରାଜ କରିଥିଲେ।ଏହା ସହିତ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କ ପାଖରେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି କରି ପାରିଛନ୍ତି।ସେ ନିଜର ଅଭିନୟ ପାଇଁ ୭ ଥର ରାଜ୍ୟ ଅଭିନୟ ପୁରସ୍କାର ପାଇଛନ୍ତି।ଏହା ସହିତ ସେ ନିଜର ଅଭିନୟ ପାଇଁ ମଧ୍ୟ ଅନେକ ପ୍ରସିଦ୍ଧି ପାଇ ପାରିଛନ୍ତି।

ଏହା ସହିତ ତାଙ୍କର ଅଭିନୟ ମଧ୍ୟ ଅନେକ ଆକର୍ଷଣୀୟ ହୋଇଥାଏ।ସେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୦୦ ରୁ ଉର୍ଦ୍ଧ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି।ତେବେ ତାଙ୍କର ଅଭିନୟ ଦେଖିବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି।ଏହା ସହିତ ଏହି ଅଭିନେତା ନିଜର ଅଭିନୟ ପାଇଁ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଥିଲେ।

ଏହାପରେ ସିଦ୍ଧାନ୍ତ ମାମା ମିଶ୍ରଙ୍କୁ ବିବାହ କରିଥିଲେ।ଏହାପରେ ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ପୁଅ ଓ ଏକ ଝିଅ ମଧ୍ୟ ଜନ୍ମ ହୋଇଥିଲେ।ତେବେ ତାଙ୍କର ପୁଅ ଓ ତାଙ୍କର ଝିଅ ବର୍ତ୍ତମାନ ନିଜର ପାଠ ପଢା ଜାରି ରଖିଛନ୍ତି।ତେବେ ତାଙ୍କର ଝିଅଙ୍କ ନାମ ହେଉଛି ସୁହାନା ମହାପାତ୍ର।ତେବେ ସିଦ୍ଧାନ୍ତ ମହାପାତ୍ର ନିଜର ପୁଅ ଓ ନିଜର ଝିଅଙ୍କୁ ସୋସିଆଲ ମିଡିଆରୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରଖିଛନ୍ତି।

ଏହା ସହିତ ତାଙ୍କର ଝିଅ ଓ ତାଙ୍କର ପୁଅଙ୍କୁ ସେ ଗଣମାଧ୍ୟମ ସମ୍ମୁଖକୁ ମଧ୍ୟ ବିଲକୁଲ ଆଣୁ ନାହାଁନ୍ତି।ତେବେ ନିକଟରେ ତାଙ୍କର ଝିଅଙ୍କୁ ତରଙ୍ଗର ଏକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।ସେ ନିଜର ପିତା ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଏହା ସହିତ ସେ ନିଜର ପିତାଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଦେଖାଯିବା ପରେ ତାଙ୍କ ବିଷୟରେ ଅନେକ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା।

କାରଣ ସେ ଏହି କାର୍ଯ୍ୟକ୍ରମରେ ବହୁତ ସୁନ୍ଦର ଦେଖା ଯାଉଥିଲେ।ଯାହା ଫଳରେ ଅନେକ ଲୋକ କହିଥିଲେ କି ସେ ମଧ୍ୟ ନିଜର ପିତାଙ୍କ ଭଳି ଭବିଷ୍ୟତରେ ଅଭିନେତ୍ରୀ ହେବେ।ତେବେ ଏହା ବିଷୟରେ ସିଦ୍ଧାନ୍ତ ମହାପାତ୍ର ନିଜର କିଛି ମଧ୍ୟ ମତ ରଖି ନାହାଁନ୍ତି।ତେବେ ସେ ଆଗକୁ କଣ କରିବେ ଏହା ତାଙ୍କ ଉପରେ ନିର୍ଭର କରେ ବୋଲି କହିଥିଲେ ସିଦ୍ଧାନ୍ତ ମହାପାତ୍ର।

ତେବେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ଝିଅ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଧାରାବାହିକ କିମ୍ବା ଚଳଚ୍ଚିତ୍ରରେ ଅଭିନୟ କରି ନାହାନ୍ତି।କିନ୍ତୁ ତାଙ୍କୁ ଅଭିନୟ ଓ ନୃତ୍ୟ କରିବାକୁ ବହୁତ ଭଲ ଲାଗେ ବୋଲି ସୂଚନା ମିଳିଛି।ତେବେ ହୁଏତ ସେ ଆଗାମୀ ସମୟରେ ଓଡ଼ିଆ ଅଭିନୟ ଜଗତରେ ଏକ ଆଗ ଧାଡ଼ିର ଅଭିନେତ୍ରୀ ଭାବରେ ପରିଚିତ କରିବାରେ ସଫଳ ହୋଇ ପାରନ୍ତି।

Leave a Reply

Your email address will not be published. Required fields are marked *