ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ Lipsa ମିଶ୍ର ଏବଂ ଅଭିନେତା ମିଳନ କୁମାର ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି – କଣ ଏହାର ସତ୍ୟତା ଜାଣନ୍ତୁ

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିନେମା ଜଗତ ସମ୍ପର୍କରେ କିଛି ବିଶେଷ ତଥ୍ୟ ବିଷୟରେ ଜାଣିବା।ଆପଣ ମାନେ ଯଦି ଓଡ଼ିଆ ସିରିଏଲ ଦେଖୁଥିବେ ତେବେ ଆପଣ ଲିପ୍ସା ମିଶ୍ରଙ୍କ ନାମ ତ ନିଶ୍ଚୟ ଶୁଣିଥିବେ।ସେ ଓଲିଉଡର ଏକ ଏପରି ଅଭିନେତ୍ରୀ ଅଟନ୍ତି ଯିଏକି ଓଡ଼ିଆ ଟିଭି ଜଗତ ପାଇଁ ଏକ ବରଦାନ ସଦୁର୍ସ ଅଟନ୍ତି।ସେ ଅନେକ ହିଟ ସିରିଏଲରେ କାମ କରିସାରିଛନ୍ତି।ତାଙ୍କର ପ୍ରତ୍ୟେକ ଅଭିନୟ ଦର୍ଶକ ମାନଙ୍କୁ ଖୁବ ଆକୃଷ୍ଟ କରିଥାଏ।ଏବଂ ସେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ହୃଦୟରେ ଏକ ନୂଆ ସ୍ଥାନ ସୃଷ୍ଟି କରିପାରିଛନ୍ତି।

ଆପଣମାନେ ନିଶ୍ଚିତ ଭାବରେ ଓଡ଼ିଆ ସିରିଏଲକୁ ପସନ୍ଦ କରୁଥିବେ ଦେଖୁଥିବେ।ସେଥିରେ ପ୍ରସିଦ୍ଧି ଲାଭ କରିଥିବା ଏକ ଫିଲ୍ମ କୁଆଁରୀ ବୋହୁ ବିଷୟରେ ତ ଆପଣ ଶୁଣିଥିବେ।ଏହାକୁ ମଧ୍ୟ ଦର୍ଶକ ଅନେକ ପସନ୍ଦ କରିଥାନ୍ତି।ଏହା ବହୁତ କମ ସମୟ ମଧ୍ୟରେ ଅନେକ ଲୋକପ୍ରିୟତା ହାସଲ କରିଥିଲା।ସେହି ସିରିଏଲର ମୁଖ୍ୟ ନାୟକ ହେଉଛନ୍ତି ସାଇ।ତେବେ ମିଳିଥିବା ଖବର ଅନୁସାରେ ବହୁତ ଶୀଘ୍ର ଲିପ୍ସା ମିଶ୍ର ଏବଂ ସାଇ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି।

ଯଦି ଆପଣ ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବକୁ ଚାହୁଁଛନ୍ତି ତେବେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର।ଓଡ଼ିଆ ଟିଭି ସିରିଏଲ ତୋ ଅଗଣାର ତୁଳସୀ ମୁଁ ମାଧ୍ୟମରେ ସେ ନିଜର ଆକ୍ଟିଙ୍ଗ କ୍ୟାରିଅର ଆରମ୍ଭ କରିଥିଲେ।ଲିପ୍ସା ମିଶ୍ର ନିଜର ଜବରଦସ୍ତ ଆକ୍ଟିଙ୍ଗ ଦ୍ୱାରା ଦର୍ଶକ ମାନଙ୍କ ମନରେ ଏକ ଅଲଗା ପ୍ରକାର ସ୍ଥାନ ବନେଇପାରିଛନ୍ତି।

ଗତ କିଛି ଦିନ ତଳେ ଲିପ୍ସା ମିଶ୍ର ତାଙ୍କ ବୟ ଫ୍ରେଣ୍ଡ ସିଦ୍ଧାର୍ଥ ମିଶ୍ରଙ୍କ ଜନ୍ମଦିନ ପାଳନ କରିଥିବାର ନଜରରେ ଆସିଥିଲେ।ଏବଂ ଏହି ଯୋଡିକୁ ଦର୍ଶକ ମାନେ ବହୁତ ମାତ୍ରାରେ ଭଲ ପାଇବା ମଧ୍ୟ ଦେଇଛନ୍ତି।ତେବେ ମିଳିଥିବା ଖବର ଅନୁସାରେ ଯାହା ଶୁଣିବାକୁ ମିଳୁଛି ଆଗାମୀ ଦିନ ମାନଙ୍କରେ ଏହି ଦୁଇଜଣଙ୍କ ନିର୍ବନ୍ଧ ହେବ ଏବଂ ଆର ବର୍ଷ ଲିପ୍ସା ମିଶ୍ର ବିବାହ ବନ୍ଧନରେ ବାନ୍ଧି ହେବେ।

ଏହା ସହିତ କୁଆଁରୀ ବୋହୁ ସିରିଏଲରେ ଆପଣମାନେ ସାଇ ଙ୍କର ଜବରଦସ୍ତ ଅଭିନୟ ତ ନିଶ୍ଚୟ ଭାବରେ ଦେଖୁଥିବେ।ତେବେ ବର୍ତ୍ତମାନ ସମୟରେ ସାଇଙ୍କର ଏକ ବିବାହର ଫଟୋ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଯେମିତିକି ସେ ବର ବେଶରେ ନଜରରେ ଆସୁଛନ୍ତି।ତେବେ ସାଙ୍ଗମାନେ ଆମେ ଏଠାରେ ଜଣାଇ ଦେବାକୁ ଚାହୁଁଛୁଯେ ଏହି ଫଟୋଟି ଏକ ସୁଟିଙ୍ଗ ସେଟର ଫଟୋ।

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏହି ଫଟୋଟି ଏବେ ଭାଇରାଲ ହେବାରେ ଲାଗିଛି ଏବଂ ଚର୍ଚ୍ଚା ଚାଲିଛିଯେ ସାଇଙ୍କର ବିବାହ ହେବାପାଇଁ ଯାଉଛି।ବର୍ତ୍ତମାନ ସମୟରେ ସାଇଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଛି।ସାଇ ଜଣେ ବହୁତ ମିଡ଼ିଲ କ୍ଲାସ ଫ୍ୟାମିଲିରୁ ଆସିଛନ୍ତି।ସେ ଜଣେ ଇଞ୍ଜିନିୟରିଙ୍ଗ ଛାତ୍ର ଏବଂ ସେ ଏକ ଇଣ୍ଟରଭିଉରେ କହିଥିଲେ ଦିନ ଥିଲା ତାଙ୍କ ପାଖରେ ଖାଇବା ପାଇଁ ମଧ୍ୟ ପଇସା ନଥିଲା।ଆଉ ଆଜି ସେ ନିଜର ଟ୍ୟାଲେଣ୍ଟ ଏବଂ ପରିଶ୍ରମ ବଳରେ ଆଜି ଏହି ଭଳି ସ୍ଥାନରେ ପହଞ୍ଚିପାରିଛନ୍ତି।

Leave a Reply

Your email address will not be published. Required fields are marked *