ହେ ଭଗବାନ ଆପଣ ଯାହା ଭାବୁଥିଲେ ସେ ସତ ହେଲା – ଓଡ଼ିଆ ସିଙ୍ଗର ହୁମାନ ସାଗର ଙ୍କ ସ୍ତ୍ରୀ ଅଟନ୍ତି ଏହି ବଡ ଓଡ଼ିଆ ଗାୟିକା – ଅନେକ ଗୀତ ଏକାଠି ଗାଇଛନ୍ତି ସ୍ୱାମୀ ସ୍ତ୍ରୀ – ଦେଖିଲେ ବିଶ୍ୱାସ କରିବେନି..

Spread the love

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଓଡ଼ିଶାର ପ୍ରସିଦ୍ଧ ସିଙ୍ଗର ହ୍ୟୁମାନ ସାଗରଙ୍କ ବିଷୟରେ।ଆପଣ ଯଦି ଓଡିଶାର ଅଟନ୍ତି ତେବେ ଆପଣ ନିଶ୍ଚିତ ଭାବରେ ହ୍ୟୁମାନ ସାଗରଙ୍କ ବିଷୟରେ ଶୁଣିଥିବେ।ତାଙ୍କ ଗୀତ ଗୁଡିକ କାହାକୁ ବା ଭଲ ନଲାଗେ।ହ୍ୟୁମାନ ସାଗର ଓଡିଶାର ଅର୍ଜିତ ସିଙ୍ଗ ନାମରେ ପରିଚିତ।ଓଡିଶାର ଅର୍ଜିତ ସିଙ୍ଗ କହିଲେ ହ୍ୟୁମାନ ସାଗରଙ୍କୁହିଁ ବୁଝାଏ।ଆଜି ଆମେ ତାଙ୍କ ବିଷୟରେ ଆଲୋଚନା କରିବା।

ସାଙ୍ଗମାନେ ଆପଣ କଣ ଜାଣିଛନ୍ତି ଓଡିଶାର ଅର୍ଜିତ ସିଙ୍ଗଙ୍କ ନାମରେ ଜଣା ଥିବା ହ୍ୟୁମାନ ସାଗରଙ୍କ ପରିବାର କେଉଁଠି ଏବଂ କେଉଁଠାରେ ରୁହନ୍ତି? ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବାପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ହ୍ୟୁମାନ ସାଗରଙ୍କ ପରିବାର ବିଷୟରେ ଓ ତାଙ୍କ ପରିବାରରେ କେଉଁମାନେ ସବୁ ରୁହନ୍ତି ଏବଂ ସେ କିପରି ପରିବାର ଚଳାନ୍ତି ଏହି ବିଷୟରେ।

ତେବେ ସାଙ୍ଗମାନେ ଟିଟଲାଗଡ଼ରେ ୨୫ ନଭେମ୍ବର ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ ହ୍ୟୁମାନ ସାଗର।ଦ୍ୱିତୀୟ ଶ୍ରେଣୀରୁହିଁ ସଙ୍ଗୀତ ଶିକ୍ଷା ନେଇଥିଲେ ତାଙ୍କ ଗୁରୁଙ୍କ ପାଖରେ।ପିଲାବେଳୁହିଁ ତାଙ୍କର ସଙ୍ଗୀତ ପ୍ରତି ପ୍ରବଳ ଆଗ୍ରହ ଥିଲା।ଏହା ପର ଠାରୁ ତାଙ୍କର ସଙ୍ଗୀତ ଜୀବନ ଆରମ୍ଭ ହୋଇଥିଲା।ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଭଏସ ଅଫ ଓଡିଶା ସିଜିନ ୨ରେ ହିଁ ସେ ବିଜେତା ହୋଇଥିଲେ।

ଏବଂ ଏହା ପରେ ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି।ପ୍ରଥମ ଥର ପାଇଁ ସେ ଡେବ୍ୟୁ କରିଥିଲେ ଇସ୍କ ତୁହିତୁ ଚଳଚିତ୍ରରେ।ଗୀତ ଏତେ ହିଟ ହୋଇଥିଲା ଯେ ଲୋକପ୍ରିୟତାପାଇଁ ସେ ଆଗକୁ ଆଗକୁ ମାଡି ଚାଲିଲେ।ସେହିଠାରେହିଁ ସେ ଜଣେ ଝିଅଙ୍କୁ ଭଲ ପାଇଥିଲେ ଏବଂ ତାହା ପରେ ପରେ ଦୁଇ ଜଣଙ୍କର ବିବାହ ମଧଧ୍ୟ ହୋଇଥିଲା।କିନ୍ତୁ ତାଙ୍କର ଏବେ ଝିଅଟିଏ।ତେବେ ଛୋଟ ପରିବାର ନେଇ ଖୁବ ଖୁସିରେ ଅଛନ୍ତି ହ୍ୟୁମାନ ସାଗର।

ଗୋଟେ ପରେ ଗୋଟେ ହିଟ ଚଳଚ୍ଚିତ୍ର ଏବଂ ହିଟ ଗୀତ ଗାଇ ଲୋକ ମାନଙ୍କ ହୃଦୟକୁ ବେଶ ଜିତନ୍ତି।ଏବଂ ହ୍ୟୁମାନ ସାଗରଙ୍କ ଜେଜେ ଜଣେ ସମ୍ବଲପୁରୀ ସିଙ୍ଗରର ଲେଖକ ସହିତ ଗାୟକ ମଧ୍ୟ ଥିଲେ।ଏବଂ ତାଙ୍କ ବାପା ଅଲ ଇଣ୍ଡିଆ ରେଡ଼ିଓ ଷ୍ଟେସନରେ ଗୀତ ଗାଉଥିଲେ।ଯାହାକି ତାଙ୍କୁ ଗୀତ ଆଡ଼କୁ ଆକୃଷ୍ଟ କରିଥିଲା।ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ହ୍ୟୁମାନ ସାଗର ଡାକ୍ତରୀ ପାଠର ପ୍ରଥମ ବର୍ଷରୁ ହିଁ ସେ ଡାକ୍ତରୀ ଛାଡିଦେଇଥିଲେ।

ଏହାପରେ ସେ ଗୀତ ପ୍ରତି ମନ ବଳାଇଥିଲେ।ଏବଂ ତାହା ପରେ ଗୀତ ଗାଇବାକୁ ଆଗ୍ରହ ପ୍ରକାଶ କରିଥିଲେ।ତାହା ପରେ ନିଜ ଗୀତର କ୍ୟାରିଅର ଗଢିବେ ବୋଲି ଇଚ୍ଛା ପ୍ରକାଶ କଲେ।ଓ ଗୀତ ଲାଇନକୁ ଆସିଲେ।ଭଏସ ଅଫ ଓଡିଶା ସିଜିନ ୨ରେ ସେ ବିଜେତା ହେବାପରେ ତରଙ୍ଗ ଟିଭିରେ ପ୍ରଥମ ଥର ଇସ୍କ ତୁହି ତୁ ରେ ତାଙ୍କୁ ମିଳିଥିଲା ଅଫର।ତାହା ପରେ ପରେ ସେ ଆଗକୁ ଆଗକୁ ମାଡି ଚାଲିଲେ।ସେ ଅନେକ ହିଟ ସଙ୍ଗୀତ ଦେଇସାରିଛନ୍ତି ଏବଂ ଅନେକ ଆୱାର୍ଡ ମଧ୍ୟ ତାଙ୍କ ନାମରେ କରିଛନ୍ତି।

Leave a Reply

Your email address will not be published. Required fields are marked *