ଓଡ଼ିଆ ଗୀତର ଗାୟିକା ମାନଙ୍କର ସ୍ବାମୀମାନେ କିପରି – ୩ ନମ୍ବର ଵାଲା ଙ୍କ ସ୍ୱାମୀ ଙ୍କୁ ଦେଖିଲେ ଆପଣ ମଧ୍ୟ କହିବେ ଏହିରୋ ତାଙ୍କ ଆଗେ ଫିକା..

Spread the love

ତେବେ ବନ୍ଧୁମାନେ ଆପଣ ସମସ୍ତେ ଓଡ଼ିଆ ଗୀତ ଶୁଣିଥାନ୍ତି ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ସବୁ ପ୍ରିୟ ଗାୟିକା ମାନଙ୍କର ସ୍ବାମୀମାନେ ଅସଲି ଜୀବନରେ କେମିତି ଅଟନ୍ତି।ତେବେ ବନ୍ଧୁମାନେ ଆଜି ଆମେ ଏଠାରେ ଓଡ଼ିଆ ସିନେମା ଜଗତର ଗାୟିକାମାନଙ୍କର ସ୍ବାମୀମାନଙ୍କ ବିଷୟରେ ଜଣାଇବାକୁ ଯାଉଛୁ।ତେବେ ଆପଣ ଏହି ଆର୍ଟିକଲଟିକୁ ପ୍ରଥମରୁ ଶେଷ ଯାଏଁ ଭଲ ଭାବରେ ପଢନ୍ତୁ, ଏହା ଦ୍ଵାରା ଆପଣ ବହୁତ ଭଲ ତଥ୍ୟ ପାଇପାରିବେ।

୧)ସୋହିନୀ ମିଶ୍ର- ଆପଣମାନେ ସୋହିନୀ ମିଶ୍ରଙ୍କୁ ବହୁତ ଭଲ ଭାବରେ ଚିହ୍ନି ଥିବେ।ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକ ହେଉଛି ମତେ ବୋଧେ ପ୍ରେମ,ତୁ ମୋ ନୂଆ ଶାୟରି।ତେବେ ଆପଣମାନେ ଜାଣିଛନ୍ତି କି ସୋହିନୀ ମିଶ୍ରଙ୍କ ସ୍ବାମୀଙ୍କ ନାମ ହେଉଛି ହିମାଂଶୁ ଶେଖର ପତି।ଏମାନଙ୍କର ବିବାହ ୨୦୨୦ ମସିହାରେ ହେଇଥିଲା।

୨)ଦୀପ୍ତିରେଖା ପାଢ଼ୀ- ଆପଣ ଦୀପ୍ତିରେଖାଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ।ସେ ହେଉଛନ୍ତି ଏକ ଲୋକପ୍ରିୟ ବାକଗ୍ରାଉଣ୍ଡ ଗାୟିକା।ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକ ହେଉଛି ପଡ଼ିଗଲି ତୋ ପ୍ରେମରେ,ମୁସ୍କିଲ ହେ ଜିନା।ତେବେ ତାଙ୍କର ସ୍ବାମୀଙ୍କର ନାମ ହେଉଛି ସୌମ୍ୟ ରଞ୍ଜନ ଶତପଥୀ।ଏମାନଙ୍କ ବିବାହ ମଧ୍ୟ ୨୦୨୦ ମସିହାରେ ହେଇଥିଲା।

୩)ତପୁ ମିଶ୍ର- ତେବେ ବନ୍ଧୁମାନେ ଦୁଃଖର ବିଷୟ ଯେ ତପୁ ମିଶ୍ରଙ୍କ ଭଳି ଗାୟିକା ଆଜି ଆମ ଭିତରେ ନାହାନ୍ତି।ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକ ହେଉଛି ଚାନ୍ଦ ନା ତୁମେ ତାରା,କିଛି ବାଟ ଚାଲୁ ଚାଲୁ।ତେବେ ତାଙ୍କର ସ୍ବାମୀଙ୍କ ନାମ ହେଉଛି ଦୀପକ ପୂଜାରୀ।ସେ ଜଣେ ଅଭିନେତା ଅଟନ୍ତି।ଦୀପକ ଏବଂ ତପୁ ୨୦୧୮ରେ ବିବାହ କରିଥିଲେ।

୪)ନମିତା ଅଗ୍ରୱାଲ- ବନ୍ଧୁମାନେ ଆଜି କାଲିର ପିଲାମାନେ ହୁଏତ ନମିତାଙ୍କୁ ଚିହ୍ନି ନ ପାରନ୍ତି।କିନ୍ତୁ ସେ ମଧ୍ୟ ଏକ ବହୁତ ଭଲ ଗାୟିକା।ସେ ବହୁତ ଲୋକପ୍ରିୟ ଭଜନ ଗାଇଛନ୍ତି।ସକାଳ ହେଲେ ଘରେ ଘରେ ନମିତାଙ୍କ ଗୀତ ବାଜୁଥାଏ।ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକ ହେଉଛି ଜୀବନର ଶେଷ ଗୀତ,ଶ୍ରୀ ଜଗନ୍ନାଥଙ୍କ ଷୋହଳ ନାମ ।ତେବେ ତାଙ୍କର ସ୍ଵାମୀଙ୍କ ନାମ ହେଉଛି ସୀତାରାମ ଅଗ୍ରୱାଲ।ସେମାନେ ୧୯୯୨ ମସିହାରେ ବିବାହ କରିଥିଲେ।

୫)ଅସୀମା ପଣ୍ଡା- ବନ୍ଧୁମାନେ ଅସୀମା ପଣ୍ଡା ଏକ ଅତ୍ୟନ୍ତ ଲୋକପ୍ରିୟ ଗାୟିକା ଅଟନ୍ତି।ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକ ହେଉଛି ଚାଲିରେ ତୋର ପଦ୍ମ ଫୁଟେ, ତାକୁ ଭୁଲିଯାରେ ହୃଦୟ।ଅସୀମା ୨୦୧୮ ମସିହାରେ ମାନସଙ୍କ ସହ ବିବାହ କରିଥିଲେ।କିନ୍ତୁ ପରେ କୌଣସି ଅସୁବିଧା ପାଇଁ ସେ ଦୁହେଁ ଅଲଗା ହେଇଯାଇଥିଲେ।ତେବେ ଏବେ ଅସୀମା ସିଙ୍ଗଲ ଅଛନ୍ତି।

୬)ନନ୍ଦିତା ଭଞ୍ଜ- ଆପଣମାନେ ନନ୍ଦିତାଙ୍କ କଣ୍ଠରୁ ଖୁବ ସୁନ୍ଦର ସୁନ୍ଦର ଗୀତ ଶୁଣି ଥିବେ।ତାଙ୍କର ଲୋକପ୍ରିୟ ଗୀତଗୁଡ଼ିକ ହେଉଛି ମୋ ସିନ୍ଦୂର ରାଣ, ଆ ଫେରି ।ତେବେ ନନ୍ଦିତା ବିବାହ କରିଛନ୍ତି ଓ ତାଙ୍କର ଗୋଟେ ଝିଅ ମଧ୍ୟ ଅଛି।ତେବେ ତାଙ୍କ ସ୍ଵାମୀଙ୍କର କି ତାଙ୍କ ବିବାହର କୌଣସି ବି ଖବର ଆମକୁ ମିଳିନାହିଁ।।ତେବେ ତାଙ୍କର ସ୍ଵାମୀଙ୍କ ନାମ ହେଉଛି ସୀତାରାମ ଅଗ୍ରୱାଲ।ସେମାନେ ୧୯୯୨ ମସିହାରେ ବିବାହ କରିଥିଲେ।

Leave a Reply

Your email address will not be published. Required fields are marked *