ତପୁ ମିଶ୍ରଙ୍କ ସମ୍ପତ୍ତି କେତେ? କେତେ ଟଙ୍କାର ମାଲିକ ଥିଲେ ସମସ୍ତଙ୍କ ପ୍ରିୟ ତପୁ ମିଶ୍ର – ନିଜ ପଛରେ ଏତେ ଟଙ୍କା ଛାଡି ଯାଇଛନ୍ତି ତପୁ ମିଶ୍ର – ଏବେ ପଢନ୍ତୁ

Spread the love

ସାଙ୍ଗମାନେ ଆମ ଓଲିଉଡ ଇଣ୍ଡଷ୍ଟ୍ରିର ଆପଣମାନଙ୍କ ଏବଂ ଆମର ପ୍ରିୟ ସିଙ୍ଗର ଯିଏ ଥିଲେ ତପୁ ମିଶ୍ର ତାଙ୍କର ମୃତ୍ୟୁ ଘଟିଛି।ସେ ଏବେ ଆଉ ଆମ ଗହଣରେ ନାହାନ୍ତି।କରୋନାରେ ସେ ଆକ୍ରାନ୍ତ ହୋଇଥିଲେ ଏବଂ ଶେଷରେ ସେ ଦୁନିଆ ଛାଡି ଚାଲିଯାଇଛନ୍ତି।ଏହା ଏକ ଅତ୍ୟନ୍ତ ଦୁଃଖର କଥା ସାବ୍ୟସ୍ତ ହୋଇଛି।ଆଜିର ଏହି ଆର୍ଟିକିଲରେ ଆମେ ସେହି ସମସ୍ତିଙ୍କ ପ୍ରିୟ ତପୁ ମିଶ୍ରଙ୍କର ଘର ପରିବାର ଏବଂ ସମ୍ପତି କେତେ ସେହି ବିଷୟରେ ଜାଣିବା।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ଏବଂ ଆମେ ଆଜିର ଆର୍ଟିକିଲରେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ଯାହା ପ୍ରାୟତଃ ତାଙ୍କ ବିଷୟରେ କେହି ଜାଣିନଥିବେ ଆମେ ତାହା ମଧ୍ୟ ଜାଣିବା।ତେବେ ତପୁ ମିଶ୍ରଙ୍କ ସମ୍ପତି ବିଷୟରେ ଜାଣିବା ଆଗରୁ ଆସନ୍ତୁ ପ୍ରଥମେ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଜାଣିବା।

ତପୁ ମିଶ୍ର ଯିଏକି ଓଲିଉଡ ଇଣ୍ଡଷ୍ଟ୍ରିରେ ଜଣେ ପ୍ଲେ ବ୍ୟାକ ସିଙ୍ଗର ଥିଲେ।ସେ ୧୧ ଜାନୁଆରୀ ୧୯୮୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ।ଏବଂ ସେ କଟକ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ।ତାଙ୍କର ପିଲା ବେଳ ସେହିଠାରେହିଁ କଟିଥିଲା।ତପୁ ମିଶ୍ର ଛୋଟ ବେଳୁ ପାଠ ପଢା ସହିତ ସଙ୍ଗୀତ ପ୍ରତି ବେଶ ଆଗ୍ରହ ରଖିଥିଲେ।ଏବଂ ସେହି ଦିନ ଠାରୁ ସେ ସଙ୍ଗୀତ ଶିଖି ଆସୁଥିଲେ।

ତପୁ ମିଶ୍ର ପ୍ରଥମ କରି ଓଲିଉଡ ଇଣ୍ଡଷ୍ଟ୍ରିର ଫିଲ୍ମ କୂଳନନ୍ଦନରେ ନିଜରକଣ୍ଠ ପ୍ରଦାନ କରିଥିଲେ।ଏହା ପରେ ଏ ଯୁଗର କୃଷ୍ଣ ସୁଦାମା ଏବଂ ଚକଲେଟ ପରି ଅନେକ ଫିଲ୍ମରେ ନିଜର କଣ୍ଠପ୍ରଦାନ କରିଥିଲେ।ତାଙ୍କର ସବୁଠାରୁ ଲୋକପ୍ରିୟ ହୋଇଥିବା ସଙ୍ଗୀତ ଗୁଡିକ ମଧ୍ୟରେ ଦିନ ସରେ ନାହିଁ,ମାଆ ଦେଇଥିଲା କଜ୍ଵଳ ଗାର ଏବଂ ଅନେକ ସଙ୍ଗୀତ ରହିଅଛି।ତପୁ ମିଶ୍ର ଏହି ସଙ୍ଗୀତପାଇଁ ପାଖାପାଖି ଚାରୋଟି ଷ୍ଟେଟ ଆୱାର୍ଡ ହାସଲ କରିଛନ୍ତି।

ତପୁ ମିଶ୍ରଙ୍କର ବର୍ତ୍ତମାନ ସମୟରେ ବୟସ ପହଞ୍ଚିଥିଲା ମାତ୍ର ୩୬ ବର୍ଷ।ଏହା ସହିତ ତାଙ୍କର ଉଚ୍ଚତା ହୋଇଥିଲା ପାଞ୍ଚ ଫୁଟ ପାଞ୍ଚ ଇଞ୍ଚ ଏବଂ ଓଜନ ଥିଲା ୭୨ କିଲୋଗ୍ରାମ।ଗତ ମଇ ମାସ ଦ୍ୱିତୀୟ ସପ୍ତାହରେ ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।ଏବଂ ଏବେ ତାଙ୍କର ମୃତ୍ୟୁର ଖବର ଅସିଛି।ତେବେ ଆପଣମାନେ ଜାଣିଥିବେ ଯେ ତପୁ ମିଶ୍ର ୨୦୧୮ମସିହାରେ ଦୀପକଙ୍କୁ ବିବାହ କରିଥିଲେ।ତେବେ ତପୁ ମିଶ୍ରଙ୍କ ସମ୍ପତ୍ତି ସମ୍ପର୍କରେ ଜାଣିବା ପୂର୍ବରୁ ପ୍ରଥମେ ଆସନ୍ତୁ ନଜର ପକାଇବା ତାଙ୍କର ପରିବାର ସମ୍ପର୍କରେ।

ତପୁ ମିଶ୍ରଙ୍କ ପିତା କ୍ଷେତ୍ରମୋହନ ମିଶ୍ର, ମାତା ଚାରୁଲତା ମିଶ୍ର ଏବଂ ତାଙ୍କର ଦୁଇ ଭଉଣୀ ଦୀପଶିଖା ମିଶ୍ର ଯିଏକି ଜଣେ ସିଙ୍ଗର ଏବଂ ଦୃପ୍ତିରେଖା ମିଶ୍ର ଯିଏକି ଜଣେ ମ୍ୟାନେଜର ଅଟନ୍ତି।ଏହା ସହିତ ତପୁ ମିଶ୍ରଙ୍କ ସ୍ୱମୀ ମଧ୍ୟ ଜଣେ ଅଭିନେତା ଅଟନ୍ତି।ଶୁଣିବାକୁ ମିଲେଯେ ତପୁ ମିଶ୍ର ଏବଂ ଦୀପକ ପରସ୍ପରକୁ ଭଲ ପାଇ ବିବାହ କରିଛନ୍ତି।ଏବେ ଆସନ୍ତୁ ଜାଣିବା ତାଙ୍କର ସମ୍ପତ୍ତି ବିଷୟରେ।

ତପୁ ମିଶ୍ରଙ୍କର ଭୁବନେଶ୍ୱରରେ ଦୁଇଟି ଅଲିସାନ ଘର ରହିଛି ଏବଂ ଏହା ସହିତ ଦୁଇଟି କାର ମଧ୍ୟ ରହିଛି।ତେବେ ତପୁ ମିଶ୍ରଙ୍କ ବାର୍ଷିକ ରୋଜଗାର କଥା କହିଲେ ସୋସିଆଲ ମିଡିଆରୁ ସୂତ୍ର ମୁତାବକ ତାଙ୍କର ବାର୍ଷିକ ରୋଜଗାର ରହିଛି ପାଖାପାଖି ଦଶରୁ ବାର ଲକ୍ଷ ଟଙ୍କା।

Leave a Reply

Your email address will not be published. Required fields are marked *