ଓଡ଼ିଆ ଫିଲ୍ମ ଜଗତର ହିରୋ ମାନଙ୍କ ଘର କେଉଁଠି?ଦେଖନ୍ତୁ ଆପଣଙ୍କ ଜିଲ୍ଲାରେ କେଉଁ ହିରୋ ଘର ରହିଛି

Spread the love

ସାଙ୍ଗମାନେ ଆପଣ ମାନେ ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହିରୋ ମାନଙ୍କ ଘର ସବୁ କେଉଁଠି ଅଛି ଜାଣିଛନ୍ତିକି?ଯଦି ଜାଣିନାହାନ୍ତି ତେବେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ଆମ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ହିରୋ ମାନଙ୍କ ଘର ସବୁ କେଉଁଠି ଅଛି।ଏହା ଜାଣିବା ପାଇଁ ଆପଣ ମାନେ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।

ସାଙ୍ଗମାନେ ଆମ ଲିଷ୍ଟରେ ଏକ ନମ୍ବରରେ ଆସୁଛନ୍ତି ଅନୁଭବ ମହାନ୍ତି।ଯିଏକି ଆଇ ଲଭ ୟୁ ଚଳଚିତ୍ର ମାଧ୍ୟମରେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ ଏବଂ ସେ ଓଡ଼ିଆ ହିରୋଇନ ବର୍ଷାଙ୍କୁ ବିବାହ କରିଛନ୍ତି।ସେ ମଧ୍ୟ ବର୍ତ୍ତମାନ କେନ୍ଦ୍ରାପଡାରେ ଏମ ପି ଭାବରେ କାମ କରୁଛନ୍ତି।ଅନୁଭବ ମହାନ୍ତିଙ୍କ ଘର ହେଉଛି କଟକ ଜିଲ୍ଲାରେ।

ଏହାପରେ ଆମ ଲିଷ୍ଟର ଦ୍ୱିତୀୟ ନମ୍ବରରେ ଆସୁଛନ୍ତି ଆପଣ ମାନଙ୍କ ପ୍ରିୟ ହିରୋ ସବ୍ୟସଚୀ ମିଶ୍ର।ସେ ଆପଣ ମାନଙ୍କୁ ସବୁବେଳେ ସ୍ମଇଲ ପ୍ରଦାନ କରିଥାନ୍ତି।ଏହା ସହିତ ଆପଣ ମାନଙ୍କୁ ମଫଷ ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଯୋଡି ବେଶ ପସନ୍ଦ ଆସିଥାଏ।ଏବଂ ସବ୍ୟ ସଚିଙ୍କ ଘର ହେଉଛି ଓଡ଼ିଶାର ବୁର୍ଲାରେ।

ଏହାପରେ ସାଙ୍ଗମାନେ ଆମ ଲିଷ୍ଟରେ ତିନି ନମ୍ବରର୍ବ ଆସୁଛନ୍ତି ଆକାଶ ଦାସ ନାୟକ।ଯିଏକି ଏକା ସାଥିରେ ଓଡ଼ିଆ ହିରୋ ଏବଂ ରାଜନେତା ମଧ୍ୟ।ତାଙ୍କୁ ମଧ୍ୟ ଅନେକ ଲୋକ ପସନ୍ଦ କରିଥାନ୍ତି ତାଙ୍କ ଆକ୍ଟିଙ୍ଗ ଅନ୍ଦାଜ ନିଆରା ଅଟେ।ତାଙ୍କ ଘର ହେଉଛି ଓଡ଼ିଶାର ଯାଜପୁର ଜିଲ୍ଲାରେ।

ଏହାପରେ ଆମ ଲିଷ୍ଟରେ ଚାରି ନମ୍ବରରେ ଆସୁଛନ୍ତି ଶ୍ରିତମ ଦାସ।ଯିଏକି ଚଳଚ୍ଚିତ୍ରରେ ହିରୋ ଭାବରେ କାମ କରିଛନ୍ତି।ଏବଂ କେବଳ ଏତିକି ନୁହେଁ।ସେ ହିରୋ ଭାବରେ କାମ କରିବା ସହିତ ଭିଲନ ଭାବରେ ମଧ୍ୟ କାମ କରିଛନ୍ତି।ଶ୍ରିତମଙ୍କ ଘର ମଧ୍ୟ ଓଡିଶାର କଟକ ଜିଲ୍ଲାରେ।

ଏହାପରେ ଆମ ଲିଷ୍ଟରେ ପାଞ୍ଚ ନମ୍ବରରେ ଆସୁଛନ୍ତି ସ୍ୱରାଜ ବାରିକ ଯିଏକି ପିଲାଟି ବେଳୁ ଚଳଚିତ୍ରରେ କାମକରି ଆସୁଛନ୍ତି।ସେ ତୁ ମୋ ଲଭ
ଷ୍ଟୋରି ଚଳଚିତ୍ରରେ ହିରୋ ଭାବରେ ବଡ଼ ହେବାପରେ ତାଙ୍କର କ୍ୟାରିଅର ଆରମ୍ଭ କରିଛନ୍ତି।ଏହା ସହିତ ସ୍ୱରାଜ ବାରିକଙ୍କ ଘର ହେଉଛି ବାରିପଦା।

ଏହାପରେ ଆମ ଲିଷ୍ଟରେ ୬ ନମ୍ବରରେ ଆସୁଛନ୍ତି ଅରନ୍ଦମ ରଏ। ଯିଏକି ଏକା ସାଥିରେ ଜଣେ ହିରୋ ଏବଂ ରାଜନେତା ମଧ୍ୟ।ସେ ମଧ୍ୟ ଜଣେ ରାଜନେତାଙ୍କ ଭଉଣୀଙ୍କୁ ବିବାହ କରିଛନ୍ତି।ତାଙ୍କର ଚଳଚ୍ଚିତ୍ର ଦର୍ଶକ ମାନଙ୍କୁ ଅନେକ ପସନ୍ଦ ଆସିଥାଏ।ଏହା ସହିତ ଅରିନ୍ଦମ ରଏଙ୍କ ଘର ହେଉଛି କଟକ ଜିଲ୍ଲାରେ।

ଏହାପରେ ସାଙ୍ଗମାନେ ଆମ ଲିଷ୍ଟରେ ୭ ନମ୍ବରରେ ଆସୁଛନ୍ତି ବାବୁସାନ ମହାନ୍ତି।ଆପଣମାନଂକ ବେଷ୍ଟ ହିରୋ ଚକଲେଟ ବୟ ହେଉଛନ୍ତି ବାବୁସାନ।ଯିଏକି ବର୍ତ୍ତମାନ ସୁଦ୍ଧା ସବୁ ହିରୋଇନ ମାନଙ୍କ ସହିତ କାମ କରିସାରିଛନ୍ତି।ସେ ହଉଛନ୍ତି ଏକା ସାଥିରେ ସିଙ୍ଗର ଏବଂ ହିରୋ ମଧ୍ୟ।ଅପରାଜିତା ଏବଂ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ ତୃପ୍ତିଙ୍କୁ ଲଭ ମ୍ୟାରେଜ କରିଥିଲେ ଏବଂ ରୋମିଓ ଦ ଲଭର ବୟରୁ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ।ଏହା ସହିତ ତାଙ୍କର ଘର ହେଉଛି ବାରିପଦା।

Leave a Reply

Your email address will not be published. Required fields are marked *