ଓଡ଼ିଆ ସିରିଏଲ ହିରୋଇନ ମାନଙ୍କ ପ୍ରକୃତ ଭଉଣୀ ମାନକୁ ଦେଖିଛନ୍ତି କି ଆପଣ,Twinkle ଙ୍କ ଭଉଣୀ କି ଦେଖିଲେ କହିବେ ଏ ଜେରକ୍ସ କପି ଅଟନ୍ତି

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଓଡ଼ିଆ ସିରିଏଲ ଜଗତ ବିଷୟରେ କିଛି ବିଶେଷ ତଥ୍ୟ ଜାଣିବା।ଆପଣମାନେ ତ ଓଡ଼ିଆ ସିରିଏଲ ନିଶ୍ଚିତ ଭାବରେ ଦେଖୁଥିବେ।ବର୍ତ୍ତମାନ ଓଡ଼ିଆ ଫିଲ୍ମ ଓ ସିରିଏଲର ଚାହିଦା ଦିନକୁ ଦିନ ବଢ଼ିବାରେ କଗିଛି।ଅନେକ ଲୋକ ଏହାକୁ ଦେଖିବା ପସନ୍ଦ କରୁଛନ୍ତି।ଓ ଏହି ସବୁ ଫିଲ୍ମ ଏବଂ ସିରିଏଲ ଜଗତରେ ଖୁବ ସୁନ୍ଦର କଳାକାର ରହିଛନ୍ତି।ଅନେକ ଭଲ ଭଲ ଅଭିନେତ୍ରୀ ମାନେ ମଧ୍ୟ ରହିଛନ୍ତି।ସେମାନେ ନିଜର ଖୁବ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କ ହୃଦୟ ଜିତିପାରିଥାନ୍ତି।

ତେବେ ଆଜି ଆମେ ସେହିସବୁ ଅଭିନେତ୍ରୀ ମାନଙ୍କ ଭଉଣୀ ମାନଙ୍କ ବିଷୟରେ ଜାଣିବା।ତେବେ ଏହି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଆପଣ ଧାରାବାହିକରେ ଅଭିନୟ କରୁଥିବା ନାୟିକା ଏବଂ ସାଇଡ ନାୟିକାଙ୍କ ଭଉଣୀଙ୍କ ବିଷୟରେ କେବେହେଲେ ଶୁଣିଛନ୍ତି କି?

ଏହି ଲିଷ୍ଟରେ ପ୍ରଥମେ ଆସୁଛନ୍ତି ଆପଣମାନଙ୍କ ପ୍ରିୟ ଶ୍ରଦ୍ଧା।ଆପଣ ଶ୍ରଦ୍ଧାଙ୍କୁ କୁଆଁରୀ ବୋହୁ ଧାରାବାହିକରେ ଅଭିନୟ କରିବାର ଦେଖିଥିବେ।ଖୁବ ଅଳ୍ପ ଦିନ ଅଭିନୟ କରି ଅନେକ ଲୋକପ୍ରିୟତା ହାସଲ କରିଥିଲେ।ସେହି ଅଭିନେତ୍ରୀଙ୍କ ଭଉଣୀ ହେଉଛନ୍ତି ଏ।ସେ ଏବେ ପାଠ ପଢା ଜାରି ରଖିଛନ୍ତି ବୋଲି ଶୁଣିବାକୁ ମିଳୁଛି ଆପଣ ଏଠାରେ ତାଙ୍କ ଫଟୋ ଦେଖିପାରୁଥିବେ।

ଏହାପରେ ଆସୁଛନ୍ତି ମିତାଲି ସରଘରିଆ।ସେ ନୂଆବୋହୁ ଧାରାବାହିକରେ ଅଭିନୟ କରୁଥିଲେ।ତେବେ ଏ ହେଉଛନ୍ତି ତାଙ୍କ ଭଉଣୀ।ଏହି ଦୁଇ ଭଉଣୀ ପଢ଼ାରେ ବ୍ୟସ୍ତ ଥିବା ବେଳେ ମିତାଲି ମଧ୍ୟ ପଢ଼ା ସହିତ ଅଭିନୟ କାର୍ଯ୍ୟ ଜାରି ରଖିଛନ୍ତି।ଆପଣ ଏଠାରେ ତାଙ୍କ ଫଟୋ ଦେଖିପାରୁଥିବେ।

ଏହାପରେ ଆସୁଛନ୍ତି ପ୍ରିୟଙ୍କା ରଥ ଏବଂ ଟ୍ଵିଙ୍କିଲ।ସେମାନେ ଦୁଇଜଣ ଅଭିନୟ କରନ୍ତି।ପ୍ରିୟଙ୍କା ଏବେ ବିବାହ କରିଥିବାରୁ ଆଉ ଅଭିନୟ ଜଗତକୁ ଆସି ନାହାନ୍ତି କିନ୍ତୁ ଟ୍ଵିଙ୍କିଲ ଏବେ ଅଭିନୟ ଜାରି ରଖିଛନ୍ତି।ଏହାପରେ ଆସୁଛନ୍ତି ମାହି ମିଶ୍ର ଏବଂ ମୀନାକ୍ଷୀ ମିଶ୍ରମାହି ମିଶ୍ରଙ୍କ ଭଉଣୀ ହେଉଛନ୍ତି ମିନାକ୍ଷୀ ମିଶ୍ର ଦୁଇଜଣ ଏବେ ଅଭିନୟ ଜଗତକୁ ନ ଆସିଲେ ମଧ୍ୟ ଘରେ ରହୁଛନ୍ତି।ଏହାପରେ ଆସୁଛନ୍ତି ରାନୀ ବା ସିତଲ।ଏହି ହେଉଛନ୍ତି ତାଙ୍କ ଛୋଟ ଭଉଣୀ ସେ ମଧ୍ୟ କିଛି ଧାରାବାହିକରେ ଅଭିନୟ କରିଛନ୍ତି।ଆପଣ ଏଠାରେ ତାଙ୍କ ଫଟୋ ଦେଖିପାରୁଥିବେ।

ଏହାପରେ ଆସୁଛନ୍ତି ନିହାରିକା ଦାସ।ସେ ଅଭିନୟ ଜଗତରେ ପାଦ ଥାପିଥିଲେ ମଧ୍ୟ ଏବେ ଆଉ ଅଭିନୟ କରୁନାହାନ୍ତି।ସେ ଅଭିନୟତୁ ବିରତି ନେଇଛନ୍ତି।ଏ ହେଉଛନ୍ତି ତାଙ୍କ ଭଉଣି।ଆପଣମାନେ ଏଠାରେ ତାଙ୍କ ଫଟୋ ଦେଖିପାରୁଥିବେ।ଏହାପରେ ଆସୁଛନ୍ତି ଶ୍ୱେତଳିନ।ତାଙ୍କର କେହି ଭଉଣୀ ନାହାନ୍ତି ମାଉସୀଙ୍କ ଝିଅ ଅଛନ୍ତି।ଏହାପରେ ଆସୁଛନ୍ତି ହିତିସା।ଏ ହେଉଛନ୍ତି ହିତିସାଙ୍କ ଭଉଣୀ ଏବଂ ସେ ମଧ୍ୟ ଓଲିଉଡରେ ଡେବ୍ୟୁ କରିବାପାଇଁ ପ୍ରସ୍ତୁତ ହେଉଛନ୍ତି।ଏହାପରେ ଆସୁଛନ୍ତି ଆନି ଏବଂ ଦେବିକା।ଦୁଇ ଭଉଣୀ ଅଭିନୟ ଜଗତରେ ବେଶ ସକ୍ରିୟ।

Leave a Reply

Your email address will not be published. Required fields are marked *