ଆସିଲା ଯାତ୍ରାରେ ଟୁଙ୍ଗୁରୁ ଭୋଳ କମେଡି,ଆଖେଡ଼ା ରିହାରସଲ (Rehearasal) ଦେଖିବା ପରେ ଆପଣ ମଧ୍ୟ ହସି ହସି ହେବେ ଲଟପଟ…ଦେଖନ୍ତୁ Video

Spread the love

ଛାଡିବି ନାହିଁ ଛାଡିବି ନାହିଁ।ମୁଁ ଟୁଙ୍ଗୁରୁ ନୁହେଁ।ତମେ ଟୁଙ୍ଗୁରୁ ନୁହେଁ ତମେ ତାହେଲେ କିଏ।ମୋ ଟୁଙ୍ଗୁରୁ ଖୋଜି ଖୋଜି ଖରା ବର୍ଷାରେ ମୋ ବ୍ଲାଉଜ ଢିଲା ପଡ଼ିଲାଣି।ଟିକେ ଟାଇଟ କରିଦେବ ନା।ମୁଁ ଏ ହସ୍ତ କପାଳ ଦେଖି ଯାହା କହି ଦେବି ସେୟା ହେବ ହିଁ ହେବ।ତା ହେଲେ ଶୀଘ୍ର ଦେଖିଲ ମୁଁ ଟୁଙ୍ଗୁରୁକୁ କୋଉଠି ପାଇବି।ମୁଁ ତାକୁ କେବେ ଠାରୁ ପାଉନି।ସେ ମତେ କେବେ ବାହା ହେବେ।ମତେ ଟିକେ ଜଲଦି କୁହ।

ତମେ ଯାହା କହିବ ମୁଁ ସବୁ ଦେଇ ଦେବି।ତୋର ଅସମ୍ଭାଳ ହେଲାଣି ମୋର ବା ଶିରି ଶିରି ହେଲାଣି।ରହ ଟିକେ ମୁଁ ଟିକେ ଭଲ ଭାବରେ ଦେଖେ।ଆଚ୍ଛା ତମ ଘରେ ସବୁ ଆଉ କିଏ କିଏ ଅଛନ୍ତି।ମୋ ବୋଉ ସେ ବା ମତେ ବାହାରକୁ ଜମା ଛାଡ଼ୁ ନାହିଁ।ବାପା ବା କେବେ ଠାରୁ ପଳେଇ ଗଲଣି।ଆଚ୍ଛା ତମ ବୋଉର ବୟସ କେତେ ହେବ।

ମୋ ବୋଉର ପାଖା ପାଖି ୪୦ ହେବ।ତମେ ଯାହା କହୁଚ ତମ ହସ୍ତ ରେଖରେ ଜଳ ଜଳ ହୋଇ ଲେଖା ହୋଇଚି।ସବୁ ମୁଁ ଏଇ ହସ୍ତ ରେଖାରୁ ଜାଣିଲି।ଟିକେ କହିଲ ମୋ ଟୁଙ୍ଗୁରୁ।ସେଇଟା କହିଲେ ଅଡ଼ୁଆ ହେବ।ଟୁଙ୍ଗୁରୁ କେସଟା ଅଲଗା।ତମେ ଗୋଟେ କାମ କରିବ ତମ ହାତରେ ତମ ବୋଉ ଜାତକ ତମ ଜାତକ

ମୋ ଘରକୁ ଆଣି ଆସିବ।ରାତିରେ ରହିବା ପାଇଁ ପ୍ରସ୍ତୁତ ହୋଇ ଆସିବ।ଗାଧୋଇ ପାଧୋଇ ସବୁ ସାରି ତମ ଜାତକ ତମ ବୋଉର ଜାତକ ଦେଖିବି।ସତରେ ଯେତେ ପାରୁଛ ସେତେ ଦେଖ।ଟୁଙ୍ଗୁରୁ ପରା ଏଇ ଗାଁରେ ଅଛି।ଏଇ ଗାଁରେ ବା ତା ଘର।ସେଇ ଯେଉଁ ଡାହାଣ ପଟେ ଆମ୍ବ ଗଛଟା ଦେଖା ଯାଉଚି ସେଇ ସାଇଡରେ ତା ଘର।

ସେଇଟା ବା ମୋ ଘର।ଟୁଙ୍ଗୁରୁ ତ ମତେ ସେଦିନ ଅଟୋରେ ନେଲା ବେଳେ କହିଲେ ଏଇଟା ଆମ ଘର।ମୁଁ ଏବେ କଣ କରିବି।ଟୁଙ୍ଗୁରୁ ତତେ ଚୂନ ମାରୀକି ପଳେଇଛି।ତା ହେଲେ ମୁଁ ଏବେ କଣ କରିବି।ମୋ ଟୁଙ୍ଗୁରୁକୁ ଏବେ କୋଉଠି ଖୋଜିବି।ତମେ ଟିକେ ଭଲ ଭାବରେ ଦେଖ ମୋ ଟୁଙ୍ଗୁରୁକୁ ମୁଁ କୋଉଠି ପାଇବି।ଏଠି ପଡ଼ିଆଟା ଭିତରେ ମୁଁ କଣ ଦେଖିବି।

ହେଲେ ମୋର ଟିକେ ଶୀଘ୍ର ଶୀଘ୍ର ଦେଖ।ଏ ଖୋଲା ପଡିଆରେ ତମେ ମତେ କେମିତି ଦେଖେଇବ ମୁଁ କେମିତି ଦେଖିବି।ଟୁଙ୍ଗୁରୁ ଖଟରେ ବସେଇଚି ଅଟୋରେ ବୁଲେଇଛି ମତେ ସବୁ କରିଚି।ଆଉ କଣ ବାକି ରଖିଚି ମୋ ପାଇଁ।ମୁଁ ଯେତେବେଳେ ଜାତକ ଦେଖେ ଆମ ପଂଚାୟତ ପାଖରେ ଗୋଟେ ଘର ଅଛି ମୁଁ ସେଇଠି ଦେଖେ।ମୁଁ ଯାଇ ଦେଖିକି ଆସେ ସେଠି କିଏ ଅଛନ୍ତି ତାପରେ ତମେ ମୋ ସହ ଯିବ।

Leave a Reply

Your email address will not be published. Required fields are marked *