ଓଡ଼ିଆ ଯାତ୍ରା ରେ ଲାଇଟ୍ Sound ଚେୟାର୍ କେମିତି ଫିଟିଙ୍ଗ ହୁଏ ଦେଖନ୍ତୁ,କାମ କରୁଥିବା ଲୋକଙ୍କ ଦୁଃଖ ଦେଖିଲେ ଆପଣ ମଧ୍ୟ କାନ୍ଦିପକେଇବେ…ଦେଖନ୍ତୁ Video

Spread the love

ଓଡ଼ିଆ ଯାତ୍ରା ଜଗତ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛି।ଏହା ସହିତ ଅନେକ ବଡ଼ ବଡ ଅଭିନେତା ବର୍ତ୍ତମାନ ଯାତ୍ରା ଅଭିନୟ ଜଗତରେ ନିଜକୁ ବିଶେଷ ଭାବରେ ପ୍ରତିଷ୍ଠିତ କରି ପାରିଛନ୍ତି।ଏହା ସହିତ ଓଡ଼ିଆ ଅଭିନୟ ଜଗତ ବର୍ତ୍ତମାନ ଅନେକ ଆଗକୁ ଯାଇ ସାରିଛି।ଏହା ସହିତ ଓଡ଼ିଆ ଅଭିନୟ ଜଗତରେ ଅନେକ ବଡ଼ ବଡ଼ କଳାକାର ରହିଛନ୍ତି ଯେଉଁମାନେ ନିଜର ଅଭିନୟ ମାଧ୍ୟମରେ ନିଜକୁ ଓଡ଼ିଶାର ଘରେ ଘରେ ପରିଚିତ କରିବାରେ ସଫଳ ହୋଇ ପାରିଛନ୍ତି।

ତେବେ ଆମେ ବର୍ତ୍ତମାନ ଏହି ଯାତ୍ରା ଜଗତ ସମ୍ପର୍କରେ ଆଲୋଚନା କରିବା।ତେବେ ଏହି ଯାତ୍ରା ଜଗତ ଅନେକ ବଡ଼ ବଡ଼ କଳାକାର ସୃଷ୍ଟି କରିବାରେ ସଫଳ ହୋଇ ପାରିଛି ଏହା ସହିତ ଯାତ୍ରା ଜଗତରେ ବର୍ତ୍ତମାନ ବହୁତ ବଡ଼ ବଡ କଳାକାର ମଧ୍ୟ ଅଭିନୟ କରିବା ଆରମ୍ଭ କରି ସାରିଲେଣି।ଏହା ସହିତ ଅନେକ ଅଭିନେତା ବର୍ତ୍ତମାନ

ଫିଲ୍ମ ଜଗତରୁ ଆସି ଯାତ୍ରା ଦୁନିଆରେ ଅଭିନୟ କରିବା ଆରମ୍ଭ କରିଛନ୍ତି।କାରଣ ଯାତ୍ରା ଅଭିନୟ ଜଗତ ବର୍ତ୍ତମାନ ଅଧିକ ଲୋକପ୍ରିୟ ହେବାରେ ଲାଗିଛି।ଏହି କାରଣ ପାଇଁ ବର୍ତ୍ତମାନ ଅନେକ ଲୋକ ମଧ୍ୟ ଅଭିନୟ ଦୁନିଆରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତେବେ ଅଭିନୟ ଦୁନିଆରେ ବର୍ତ୍ତମାନ

ଅନେକ ଲୋକ ଯାତ୍ରା ଦୁନିଆକୁ ଅଧିକ ପସନ୍ଦ କରିବା ଆରମ୍ଭ କରି ଦେଇଛନ୍ତି।କାରଣ ଯାତ୍ରା ଦୁନିଆ ବର୍ତ୍ତମାନ ଅନେକ ପ୍ରସିଦ୍ଧ ହୋଇ ସାରିଲାଣି।ତେବେ ଏହା ସହିତ ବର୍ତ୍ତମାନ ଓଡ଼ିଆ ଅଭିନୟ ଜଗତରେ ବର୍ତ୍ତମାନ ଯାତ୍ରା ଦୁନିଆ ଅନେକ ଆଗକୁ ଯାଇ ସାରିଲାଣି।ଏହା ସହିତ ବର୍ତ୍ତମାନ ଅନେକ ଲୋକ ଯାତ୍ରା ଦେଖିବା ପାଇଁ ଅଧିକ ଭାବରେ ପସନ୍ଦ କରୁଛନ୍ତି।

ଏହା ସହିତ ଯାତ୍ରା ଦୁନିଆରେ ବର୍ତ୍ତମାନ ବହୁତ ଲୋକ ଏହା କହିବା ଆରମ୍ଭ କରି ସାରିଲେଣି କି ଆଉ କିଛି ଦିନ ପରେ ଓଡ଼ିଆ ଅଭିନୟ ଜଗତରେ ଯାତ୍ରା ସବୁଠାରୁ ଅଧିକ ଆଗରେ ରହିବ।ଏହା ସହିତ ଯାତ୍ରା ଦୁନିଆରେ ଅନେକ ଲୋକ ବର୍ତ୍ତମାନ ବହୁତ ଅଧିକ ପ୍ରସିଦ୍ଧ ମଧ୍ୟ ହୋଇ ସାରିଲେଣି।ଏହା ସହିତ ଯାତ୍ରା ଦୁନିଆ ବର୍ତ୍ତମାନ ବହୁତ ଅଧିକ ଆଗକୁ ଯାଇ ସାରିଲାଣି।

ଏହା ସହିତ ଏହି ଯାତ୍ରା ଦୁନିଆ ବର୍ତ୍ତମାନ ଅଭିନୟ ଜଗତକୁ ଅନେକ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀ ମଧ୍ୟ ଦେଇ ସାରିଲାଣି।ଏହା ସହିତ ଦର୍ଶକ ମାନଙ୍କ ମଧ୍ୟରେ ବର୍ତ୍ତମାନ ଯାତ୍ରା ଦୁନିଆ ପାଇଁ ଅଧିକ ଭାବରେ ଉତ୍କଣ୍ଠା ବଢିବା ଆରମ୍ଭ ହୋଇ ଯାଇଛି ଏହା ସହିତ ଯାତ୍ରା ଦେଖିବା ପାଇଁ ବର୍ତ୍ତମାନ ଅଧିକ ଲୋକ ପସନ୍ଦ କରୁଛନ୍ତି।

ସେହି କାରଣ ପାଇଁ ବର୍ତ୍ତମାନ ଯାତ୍ରା ଯେଉଁ ସ୍ଥାନରେ ହେଉଛି ଏହାକୁ ଅଧିକ ଭାବରେ ସଜା ଯାଉଛି ଏହା ସହିତ ଯାତ୍ରା ଦୁନିଆରେ ବର୍ତ୍ତମାନ ଅନେକ ବଡ଼ ବଡ଼ କଳାକାର ରହିଛନ୍ତି।ଏହା ସହିତ ଯାତ୍ରା ଦୁନିଆ ବର୍ତ୍ତମାନ ବହୁତ ଅଧିକ ଆଗକୁ ଯିବାରେ ଅନେକ ଭାବରେ ସଫଳ ହୋଇ ପାରିଛି।

Leave a Reply

Your email address will not be published. Required fields are marked *