ଓଡ଼ିଶାରେ ଏବେ ଆଜି ପୁଣି ଏତେ କମିଲା ସୁନା RATE,କମିଲା ଏତେ ଯେ ଜାଣିଲେ ଖୁସି ରେ ନାଚି ଉଠିବେ ଆପଣ

Spread the love

ଅନ୍ତର୍ଜାତୀୟ ସ୍ତରରେ ସୁନା ଦର କମିବା କାରଣରୁ ଏହାର ପ୍ରଭାବରେ ଆମ ରାଜ୍ୟରେ ମଧ୍ୟ ସୁନା ଦର ହ୍ରାସ ପାଇବାରେ ଲାଗିଛି।ଏହା ସହିତ ଗତକାଲି ସୁନା ଦରରେ ଅଚାନକ ଭାବରେ ହ୍ରାସ ଘଟିଥିଲା।ସୂଚନା ଅନୁସାରେ ଦିଲ୍ଲୀର ସର୍ଭା ବଜାରରେ ସୁନା ଦଳ ୧୦ ଗ୍ରାମ ପିଛା ପ୍ରାୟ ୬୦୦ ଟଙ୍କା ହ୍ରାସ ଘଟିଥିଲା।ଏହା ସହିତ ଦିଲ୍ଲୀରେ ସୁନା ଦରର ହ୍ରାସ ଘଟିବା ଫଳରେ ଏହାର ପ୍ରଭାବରେ ଭାରତର ସମସ୍ତ ରାଜ୍ୟ ମାନଙ୍କରେ ମଧ୍ୟ ସୁନା ଦରରେ ହ୍ରାସ ଦେଖା ଯାଇଛି।

ଏହା ସହିତ ଦିଲ୍ଲୀରେ ରୂପା ଦରରେ ମଧ୍ୟ ହ୍ରାସ ଘଟିଛି।କିନ୍ତୁ ରୂପା ତୁଳନାରେ ସୁନା ଦରରେ ଅଧିକ ହ୍ରାସ ଦେଖିବାକୁ ମିଳିଛି।ତେବେ ଦିଲ୍ଲୀରେ ରୂପା ଦର କିଲୋଗ୍ରାମ ପିଛା ୧୪ ଟଙ୍କା ହ୍ରାସ ଘଟିଛି।ଅର୍ଥାତ ବର୍ତ୍ତମାନ ସୁନା ଓ ରୂପା ଉଭୟର ଦରରେ କିଛି କିଛି ହ୍ରାସ ଘଟିଛି।ତେବେ ବର୍ତ୍ତମାନ ଦିଲ୍ଲୀର ସର୍ଭା ବଜାରରେ ସୁନା ଦର କେତେ ରହିଛି ଆମେ ବର୍ତ୍ତମାନ ସେହି ସମ୍ପର୍କରେ ଆଲୋଚନା କରିବା।

ତେବେ ସୂଚନା ଅନୁସାରେ ଦିଲ୍ଲୀର ସର୍ଭା ବଜାରରେ ସୁନା ଦର କରିବା ଫଳରେ ଏହାର ପ୍ରଭାବ ସମଗ୍ର ଭାରତରେ ଦେଖିବାକୁ ମିଳିଛି।ଯେପରିକି ଦିଲ୍ଲୀରେ ବର୍ତ୍ତମାନ ୯୯.୯ ପ୍ରତିଶତ ସୁଦ୍ଧ ସୁନାର ମୂଲ୍ୟ ରହିଛି ୪୭,୨୧୦ ଟଙ୍କା।ଏହା ସହିତ ଆମ ଓଡ଼ିଶାର ରାଜଧାନୀରେ ବର୍ତ୍ତମାନ ସୁନା ଦରରେ ମଧ୍ୟ କିଛିଟା ହ୍ରାସ ଘଟିଛି।

ଏହା ସହିତ ଭୁବନେଶ୍ବରରେ ବର୍ତ୍ତମାନ ଶୁଦ୍ଧ ସୁନା ୨୪ କ୍ୟରେଟର ଦାମରେ ୪୭,୧୨୦ ଟଙ୍କା ରହିଥିବା ବେଳେ ୨୨ କ୍ୟରେଟ ପିଛା ସୁନା ଦର ୪୫,୪୧୦ ଟଙ୍କା ଦେଖିବାକୁ ମିଳିଛି।ଏହା ସହିତ ଦିଲ୍ଲୀର ମଲ୍ଟି କମିଟେଡ ଏକ୍ସଚେଞ୍ଜରେ ରୂପା ଦର କିଲୋଗ୍ରାମ ପିଛା ୬୬,୩୪୦ ଟଙ୍କା ରହିଥିବା ବେଳେ ଆମ ଓଡ଼ିଶାରେ ରୂପା କିଲୋଗ୍ରାମ ପିଛା ୬୫,୫୫୦ ଟଙ୍କା ଦେଖିବାକୁ ମିଳିଛି।

ଏହା ସହିତ ଆନ୍ତର୍ଜାତୀୟ ବଜାରରେ ସୁନା ଦର ଆଉଟସ ପିଛା ୨୦୦୦ ଡଲାର ତଳକୁ ଖସି ଆସିଛି।ଏହା ସହିତ ସ୍ପଟ ବଜାରରେ ସୁନା ଦର ଆଉଟସ ପିଛା ୧୯୪୨ ଡ଼ଲାରରେ ପହଞ୍ଚିଛି।ଏହା ସହିତ ସୂଚନା ଅନୁସାରେ ଏକ ଆଉଟସ ହେଉଛି ୧୮.୪୦ ଗ୍ରାମ।ଏହାର ପ୍ରଭାବରେ ଭାରତରେ ମଧ୍ୟ ସୁନା ଦରରେ ହ୍ରାସ ଘଟିଛି।

ଏହା ସହିତ ଆନ୍ତର୍ଜାତୀୟ ସ୍ତରରେ ବର୍ତ୍ତମାନ ଡଲାରର ମୂଲ୍ୟ ବୃଦ୍ଧି ଘଟୁଥିବା ବେଳେ ନିବେଶକ ମାନେ ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ସୁନା ଉପରେ ଟଙ୍କା ନିବେଶ କରିବାକୁ ଆରମ୍ଭ କଲେଣି।ଏହା ସହିତ ଦକ୍ଷିଣ ଭାରତରେ ସୁନା ଦର ଅନ୍ୟ ସମସ୍ତ ସ୍ଥାନର ସୁନା ଦର ଅପେକ୍ଷା କମ ରହିଛି।ଯେପରିକି ବାଙ୍ଗାଲୋରରେ ସୁନା ଦର ୧୦ ଗ୍ରାମ ୨୨ କ୍ୟରେଟ ପିଛା ୪୫,୫୬୦ ଟଙ୍କା ରହିଥିବା ବେଳେ କେରଳରେ ୪୬,୨୨୦ ଟଙ୍କା ଦେଖିବାକୁ ମିଳିଛି।

ଏହା ସହିତ ୧୦ ଗ୍ରାମ ୨୪ କ୍ୟରେଟ ସୁନା ଦର ବାଙ୍ଗାଲୋରରେ ୪୬,୪୫୦ ଟଙ୍କା ରହିଥିବା ବେଳେ କେରଳରେ ୪୬,୨୫୦ ଟଙ୍କା ଦେଖିବାକୁ ମିଳିଛି।ତେବେ ସୁନା ଦରରେ ଏଭଳି ହ୍ରାସ ଘଟିବା ଫଳରେ ବର୍ତ୍ତମାନ ଅନେକ ଲୋକ ସୁନା କିଣିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ବୋଲି ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *