ମାସରେ କେବଳ ୧୦ ଦିନ ଲଗାତାର ଏହାର ସେବନ କରନ୍ତୁ ଆଉ ୧୫ କିଲୋ ଓଜନ କମ ହୋଇଯିବ…

Spread the love

ଯେତେ ପୁରୁଣା ମୋଟାପଣ ହେଉ ସେ ଯେକୌଣସି ସ୍ଥାନର ଚର୍ବୀ ହେଉ ଯେମିତି ହାତର ଚର୍ବୀ ହେଲା,ଅଣ୍ଟାର ଚର୍ବୀ ହେଲା ନହେଲେ ବଢିଥିବା ପେଟ ହେଉ ଯଦି ଆପଣ ଏହି ଚୂର୍ଣ୍ଣକୁ ଖାଇବେ ତାହେଲେ ଜମି ରହିଥିବା ମୋଟାପଣ ଭଳି ସମସ୍ୟା ବହୁତ ଶିଘ୍ର ଶେଷ ହୋଇଯିବ।ଆପଣଙ୍କୁ ଏହି ଚୂର୍ଣ୍ଣକୁ କେବଳ ୨୦ ଦିନ ପର୍ଯ୍ୟନ୍ତ ନେବାର ଅଛି ଆଉ ଆପଣ ନିଜର ମନପସନ୍ଦ ଓଜନ କମେଇ ପାରିବେ।ଆପଣ ଏହି ଚୂର୍ଣ୍ଣକୁ ବ୍ୟବହାର କରିବା ଦ୍ୱରା ଆମ ଶରୀରର ଅଦରକାରୀ ମୋଟାପଣ ବହୁତ ଶିଘ୍ର ବାହାରି ଯାଇଥାଏ।ଏହି ଚୂର୍ଣ୍ଣକୁ ଆପଣ ଷ୍ଟୋର କରି ନିଜ ଘରେ ରଖି ପାରିବେ ଓ ଏହାକୁ କେବଳ ନିଜର ଘରେ ଥିବା ଜିନିଷରେ ହିଁ ପ୍ରସ୍ତୁତ କରି ପାରିବେ।ଆଜ୍ଞା ଆପଣ ମାନେ ବିଶ୍ୱାସ କରି ପାରିବେନି ଏହି ଚୂର୍ଣ୍ଣ ଏତେ କାରିଗର ଅଟେ।ଆପଣ ଚାହିଁଲେ ଯେତେ ଓଜନ କମେଇବାକୁ ଚାହୁଁଛନ୍ତି ସେତେ ଓଜନ କମେଇ ପାରିବେ।

ଆଉ ଗୋଟେ ଖାସ କଥା ଏହାର କୌଣସି ପ୍ରକାରର ପାର୍ଶ୍ୱପ୍ରତିକ୍ରିୟା ନଥାଏ ଆଉ ଏହାକୁ ପ୍ରସ୍ତୁତ କରିବା ପାଇଁ କୌଣସି ବିଶେଷ ଜିନିଷର ଆଵଶ୍ୟକତା ନଥାଏ।ଆପଣଙ୍କୁ ଏହାକୁ କେବଳ ହାଲ୍କା ଗରମ ପାଣି ସହିତ ନେବାର ଅଛି।ଆପଣ ଦେଖିବେ ବହୁତ ଶିଘ୍ର ଆପଣଙ୍କ ନିଜ ଶରୀରେ ଅନ୍ତର ଦେଖିବାକୁ ମିଳିବ।ସର୍ବପ୍ରଥମ ଜିନିଷ ଯାହା ଆମକୁ ନେବାର ଅଛି ସେ ହେଉଛି ପାନମଧୁରୀ।ଏହି ପାନମଧୁରୀ ଆମ ମେଟାବୋଲିଯିମକୁ ଶିଘ୍ର କରିଥାଏ ଆଉ ଆମ ହଜମ କ୍ରିୟାକୁ ମଧ୍ୟ ଶିଘ୍ର କରିଥାଏ।ଯଦି ଆମ ଖାଦ୍ୟ ବହୁତ ଭଲ ଭାବରେ ହଜମ ହେଉଛି ତାହେଲେ ଏହା ମୋଟାପଣରେ ପରିବର୍ତ୍ତନ ହେବ ନାହିଁ।ଏହି ପାନମଧୁରୀ ଆମର ଗ୍ୟାସ ଓ ବଦହଜମି ଭଳି ସମସ୍ୟାକୁ ଠିକ କରିଥାଏ।ତାହେଲେ ଏହି ଚୂର୍ଣ୍ଣ ପ୍ରସ୍ତୁତ କରିବା ପାଇଁ ଆମକୁ ନେବାର ଅଛି ତିନି ଚାମୁଚ ପାନମଧୁରୀ।ଏହି ପାନମଧୁରି ନିଜ ସ୍ୱଭାବରେ ଥଣ୍ଡା ହୋଇଥିବାରୁ ଆମ ପେଟକୁ ମଧ୍ୟ ଏହା ଥଣ୍ଡା ରଖିଥାଏ।

ତାପରେ ଦ୍ଵିତୀୟ ଜିନିଷ ଯାହା ଆମକୁ ନେବାର ଅଛି ସେ ହେଉଛି ଜୁଆଣି, ଏହି ଜୁଆଣି ଆମ ହଜମ ପ୍ରକ୍ରିୟାକୁ ସୁଧାରିଥାଏ।ଗ୍ୟାସ ଓ ମୋଟାପଣକୁ କମେଇବାରେ ଏହା ଆମର ସହାୟତା କରିଥାଏ।ଜୁଆଣି ଖାଇବା ଦ୍ୱାରା ଆମର ରୋଗପ୍ରତିରୋଧ କ୍ଷମତାରେ ବୃଦ୍ଧି ହୋଇଥାଏ।ତାପରେ ଆମକୁ ଏଠାରେ ତିନି ଚାମୁଚ ଜୁଆଣି ନେବାର ଅଛି।ବଢୁଥିବା ଓଜନ ଆମ ବ୍ୟକ୍ତିତ୍ବକୁ ମଧ୍ୟ ଖରାପ କରିଥାଏ।ତାପରେ ତୃତୀୟ ଜିନିଷ ଯାହା ଆମକୁ ନେବାର ଅଛି ସେ ହେଉଛି ଜିରା। ଏହା ଆମ ଓଜନ କମ କରିବା ସହିତ ବହୁତ ରୋଗରୁ ଆମକୁ ରକ୍ଷା କରିଥାଏ। ଏହା ଆମର ହଜମ କ୍ଷମତା ବଢ଼େଇବା ସହିତ ଆମ କୋଳେଷ୍ଟ୍ରଲ ଓ ମଧୁମେହ କ୍ଷମତାକୁ କମ କରିଥାଏ।ଯେଉଁମାନେ ମଧୁମେହ ରୋଗୀ ଓ ହୃଦୟ ରୋଗି ସେମାନଙ୍କୁ ଏହି ଜିରାର ସେବନ ନିଶ୍ଚିତଭାବେ କରିବାର ଅଛି।ତାପର ଜିନିଷ ଯାହା ଆପଣଙ୍କୁ ନେବର ଅଛି ସେ ହେଉଛି କଳା ଲୁଣ ଆପଣ ଚାହିଁଲେ ସିନ୍ଦା ଲୁଣ ନେଇ ପାରିବେ।

ଆପଣଙ୍କୁ ପ୍ରଥମେ କଣ କରିବାର ଅଛିନା ସେ ତିନିଟି ଜିନିଷକୁ ଅଳ୍ପ ମାତ୍ରାରେ ଭାଜି ନେବାର ଅଛି।ଆଉ ଭାଜିବା ସମୟରେ ଆପଣଙ୍କୁ ତେଲ କିମ୍ବା ଅନ୍ୟ ଜିନିଷର ବ୍ୟବହାର କରିବାର ନାହିଁ।ସେ ସବୁ ଜିନିଷରୁ ତିନି ତିନି ଚାମଚ ସବୁଥିରୁ ନେଇ ତାକୁ ସବୁ ଭାଜିବାର ଅଛି।ଆପଣ ଏହାକୁ ସେତେବେଳ ପର୍ଯ୍ୟନ୍ତ ସେକିବାର ଅଛି ଯେପର୍ଯ୍ୟନ୍ତ ସେ ସବୁ ଜିନିଷର ନମି ବହାରକୁ ନଆସିଛି।ଆଉ ସେ ତିନିଟି ଜିନିଷ ଆପଣଙ୍କୁ ସମାନ ମାତ୍ରାରେ ନବାର ଅଛି।ତାପରେ ସେ ସବୁ ଅଳ୍ପ ଭାଜି ହୋଇ ସାରିବା ପରେ ତାକୁ ଆଣି ହାଲ୍କା ଥଣ୍ଡା କରିବାକୁ ଛାଡି ଦେବେ।ଆଉ ଥଣ୍ଡା ହେଲା ପରେ ଆପଣ ଏହାକୁ ଗ୍ରାଇଣ୍ଡରରେ ପୁରେଇ ଗୁଣ୍ଡ କରିନେବା।ଆଉ ଏହାକୁ ଗୁଣ୍ଡ କରି ଆପଣ ତାକୁ ବହୁତ ଦିନ ପର୍ଯ୍ୟନ୍ତ ସଂଗ୍ରହ କରି ରଖିପାରିବେ।

ଆପଣ ଏହାକୁ ରାତିରେ ଶୋଇବା ସମୟରେ ନେବାର ଅଛି ଆଉ ଭୁଲରେବି ଏହାକୁ ଥଣ୍ଡା ପାଣିରେ ନେବେ ନାହିଁ,ଏହାକୁ ସେବନ କରିବା ପାଇଁ ଆପଣ ହାଲ୍କା ଗରମ ପାଣିର ବ୍ୟବହାର କରି ପାରିବେ।ଆପଣ ଏହାକୁ ଗୁଣ୍ଡ କରି ସାରିବା ପରେ ଏଥିରେ ଅଳ୍ପ ମାତ୍ରାରେ କଳାଲୁଣ ମିଶେଇ ପାରିବେ।ଆଉ ସବୁଦିନ ରାତିରେ ଆପଣଙ୍କୁ ଏହାକୁ ସେବନ କରିବାର ଅଛି।ଆପଣ ଗୋଟେ ଗିଲାସରେ ଉଷୁମ ପାଣି ନେବେ ଓ ସେଥିରେ ଏହି ଗୁଣ୍ଡରୁ ଗୋଟେ ଚାମୁଚ ନେବେ ଆଉ ସେ ପାଣିରେ ଚାମୁଚ ସାହାଯ୍ୟରେ ଭଲ ଭାବରେ ମିଶେଇ ନେବେ।ଆଉ ବାହାର ଖାଦ୍ୟ ଓ ମିଠା ଜନିତ ଖାଦ୍ୟ ଠାରୁ ଦୂରେଇ ରହିବେ ଦେଖିବେ ବହୁତ ଶିଘ୍ର ଆପଣଙ୍କୁ ଏହାର ଫଳ ମିଳିବା ଆରମ୍ଭ ହୋଇଯିବ।

Leave a Reply

Your email address will not be published. Required fields are marked *