“S” ନାମ ଥିବା ବ୍ୟକ୍ତିଙ୍କ ଅଦ୍ଭୂତ ସତ୍ୟକଥା ଜାଣନ୍ତୁ,ଏମାନେ……

Spread the love

ଆଜି ଆମେ ଆପଣମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ କଥା ନେଇକି ଆସିଛୁ। ଜାଣନ୍ତୁ କିପରି ହୋଇଥାଏ “S” ନାମ ଥିବା ବ୍ୟକ୍ତିଙ୍କ ସ୍ୱଭାବ।ଇଂରାଜୀର ୧୯ ତମ। ଲେଟର ହେଉଛି “S”।ପାଠ ସହିତ ଭଲ ବ୍ୟବହାରିକ ଜ୍ଞାନ ଏମାନଙ୍କ ପାଖରେ ରହିଥାଏ।”S” ନାମ ଥିବା ବ୍ୟକ୍ତି ବହୁତ ପରିଶ୍ରମୀ ହୋଇଥାନ୍ତି।ଏମାନେ କଥା ଏପରି ସୁନ୍ଦର ଭାବରେ କହିଥାନ୍ତି ଯାହା ଦ୍ୱାରା ଏମାନେ କାହାକୁ ମଧ୍ୟ ନିଜର ସୁନ୍ଦର କଥା ଦ୍ଵାରା ମୋହିତ କରିପାରନ୍ତି ଏମାନେ ସର୍ବଦା ସୁନ୍ଦର ଶୈଳୀରେ କଥା କହିଥାନ୍ତି।ଏମାନେ ହୃଦୟରୁ ବହୁତ ସଫା ହୋଇଥାନ୍ତି ।କିନ୍ତୁ ଟିକେ ଅଧିକ ରାଗି ହୋଇଥିବାକୁ ଲୋକ ଏମାନଙ୍କୁ ଖରାପ ଭାବିଥାନ୍ତି।ରାଗ କାରଣରୁ ଲୋକ ଏମାନଙ୍କ ଭଲ ଗୁଣ ଦେଖିପାରି ନଥାନ୍ତି।ସର୍ବଦା ସତ୍ୟ ପାଇଁ ଏମାନେ କାହା ସହ ବି ଲଢ଼ିବା ପାଇଁ ପଛାଇନଥାନ୍ତି।

ନିଜର ଆତ୍ମସମ୍ମାନ ଓ ଉଚ୍ଚ ସମ୍ମାନ ଏମାନେ ସର୍ବଦା ଚାହଁଥାନ୍ତି।ଅଧିକ ପରିଶ୍ରମୀ ହୋଇଥିବାରୁ ସମସ୍ତ କାଯ୍ୟରେ ଏମାନେ ସଫଳତା ହାସଲ କରିଥାନ୍ତି।ଏମାନେ କାହା ସହ ମଧ୍ୟ ବହୁତ ସହଜରେ ବନ୍ଧୁତ୍ୱ ସ୍ଥାପନ କାରିନେଇଥାନ୍ତି।ଏମାନେ ପାର୍ଟିରେ ମଉଜ ମସ୍ତି କରିବାକୁ ବହୁତ ପସନ୍ଦ କରିଥାନ୍ତି।ଏମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି ଯାହା ଦ୍ୱାରା ଏମାନେ ବଡ଼ ବଡ଼ ଅସୁବିଧା କୁ ମଧ୍ୟ ସହଜରେ ସମାଧାନ କରିଦେଇଥାନ୍ତି।ଭିଡ଼ ଭିତରେ ଚାଲିବା ବା ରହିବା ଏମାନଙ୍କୁ ପସନ୍ଦ ହୋଇନଥାଏ।ଏମାନେ ବହୁତ ଲାଜୁଆ ସ୍ୱଭାବର ହୋଇଥାନ୍ତି।ଏମାନେ କୌଣସି କଥାକୁ ନେଇ ଅଧିକ ଚିନ୍ତା କରିଥାନ୍ତି।ଏମାନେ ଯାହାକୁ ଭଲ ପାଇଥାନ୍ତି ତାଙ୍କୁ ନିଜ ମନ କଥା ସହଜରେ ଖୋଲି କହିପାରିନଥାନ୍ତି।କିନ୍ତୁ ଯେବେ ସେ ଦେଖନ୍ତି ଏହା ଦ୍ଵାରା ତାଙ୍କ ସାଥି ତାଙ୍କଠୁ ଦୁରେଇ ଯାଉଛି ଶେଷରେ ସେ ମନ କଥା କହିଦେଇଥାନ୍ତି।

ଏମାନଙ୍କ ବୈବାହିକ ଜୀବନ ବହୁତ ପ୍ରଭାବଶାଳୀ ହୋଇଥାଏ।ବିଶେଷ କରି ଏହି ନାମର ମହିଳା ମାନେ ନିଜ ସ୍ୱାମୀଙ୍କ ଠୁ ଅଧିକ ପ୍ରଭାବଶାଳି ହୋଇଥାନ୍ତି।ଏହି ନାମ ଥିବା ମହିଳା ମାନେ ବିବାହ ପରେ ଅନେକ ଅଶୁବିଧା ଭୋଗ କରିଥାନ୍ତି କିନ୍ତୁ ଏହି ନାମର ପୁରୁଷ ବିବାହ ପରେ ବହୁତ ଖୁସି ରେ ରହିଥାନ୍ତି। ଏମାନଙ୍କ ଜୀବନରେ ଏପରି ପରିସ୍ଥିତି ଆସେ ଯେବେ ଏମାନେ ଉଚିତ ନିଣ୍ଣୟ ନେଇପାରିନଥାନ୍ତି ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଯାହା ଦ୍ୱାରା ନିଜ କାଠିକ ପରିଶ୍ରମ ଦ୍ଵାରା ଏମାନେ ସମାଜରେ ଏକ ସ୍ୱତନ୍ତ୍ର ନାମ ତିଆରି କରିପାରିଥାନ୍ତି।ଏମାନେ ଥର ଯାହାକୁ ଭଲ ପାଇଥାନ୍ତି ତାକୁ କେବେବି ଧୋକା ଦେଇନଥାନ୍ତି।

ଏମାନେ ନିଜ ସାଙ୍ଗମାନଙ୍କୁ ଓ ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି। ଏମାନେ ସର୍ବଦା ଅନ୍ୟ ମାନଙ୍କୁ ସାହଯ୍ୟ କରିଥାନ୍ତି।  କେବେବି ଏମାନେ ଅନ୍ୟର ଅଶୁବିଧା କରିନଥାନ୍ତି। କାହାର ଦୁଃଖ ମଧ୍ୟ ଏମାନେ ସହିପାରିନଥାନ୍ତି। ଏମାନେ ହୃଦୟରୁ ବହୁତ ଭଲ ହୋଇଥାନ୍ତା କିନ୍ତୁ ଅନେକ ସମୟରେ ଏମାନେ ସତ୍ୟ କରିଥିବାରୁ ଅନ୍ୟ ମାନେ ଏମାନଙ୍କୁ ଭଲ ପାଇନଥାନ୍ତି।

Leave a Reply

Your email address will not be published. Required fields are marked *