ବିଜୁ ପକ୍କା ଘର ଲିଷ୍ଟ ୨୦୨୧ – ଅନଲାଇନ ଆପ୍ଲାଏ କରନ୍ତୁ – ଦେଖନ୍ତୁ କିପରି ସହଜରେ ପାଇବେ ଘର..

Spread the love

ଆଜି ଓଡିଶା ବାସୀଙ୍କର ଉପକାର ପାଇଁ ଆମ ସରକାର ବହୁତ କିଛି ପଦକ୍ଷେପ ଉଠାଇ ଛନ୍ତି ଆଉ ଆଜି ଏହି ବର୍ଷ ନୂତନ ଘର ମାନଙ୍କ ପାଇଁ ବିଜୁ ପକ୍କା ଘର ଯୋଜନାର ନୂଆ ଲିଷ୍ଟ ବାହାରି ଆସିଛି।ଏଥିରେ ଯାହାଙ୍କର ବି ନାମ ଥିବ ତାଙ୍କୁ ନୂତନ ପକ୍କା ଘର ଯୋଗାଇ ଦେବେ ରାଜ୍ୟ ସରକାର। ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ ଏହା ବାବଦରେ ଅଧିକ କିଛି ଆଉ ଆପଣ ନିଜର ନାମ ସେହି ଲିଷ୍ଟରେ ଅଛି କି ନାହିଁ କିପରି ଚେକ କରିବେ ତଥା ଯଦି ଆଓଅନଙ୍କ ନାମ ସେଥିରେ ନାହିଁ ବି ତାହେଲେ ଆପଣ କିପରି ତାହାକୁ ନିଜ ନାମ କରିବା ପାଇଁ ନିଜର ମୋବାଇଲ ଦ୍ୱାରା ଆବେଦନ କରିବେ ତାହା ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ।ଆପଣ ଏହା ବାବଦରେ ଅଧିକ ଜାଣିବା ପାଇଁ ଆମ ସହ ଶେଷ ଯାଏ ଯୋଡି ରୁହନ୍ତୁ।

ସରକାର ବିଜୁ ପକ୍କା ଘର ଯୋଜନାର ନୂତନ ଲିଷ୍ଟ ବାହାର କରିଛନ୍ତି ଯାହା ଆମେ ଚେକ କରିବାକୁ ଯାଉଛୁ।ଯେପରିକି ଆପଣ ଜାଣନ୍ତି କି ସରକାରଙ୍କ ତରଫରୁ ଆପଣଙ୍କୁ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ଘର କରିବା ପାଇଁ ମିଳିଥାଏ ଆଉ ସରକାରଙ୍କ ନିର୍ଦ୍ଧରିତ ସମୟ ଭିତରେ ଯଦି ଆପଣ ଘର କରି ଦିଅନ୍ତି ତାହେଲେ ଆପଣଙ୍କୁ ବୋନସ ବି ମିଳିଥାଏ।ଆପଣ ନିଜ ଗାଁ ଲୋକ ମାନଙ୍କ ଠାରୁ ଏହା ଭଲ ଭାବେ ଜାଣିଥିବେ ତେଣୁ ବେସି ଗଭୀରକୁ ଯିବାର ଆବଶ୍ୟକତା ନାହିଁ।ତେବେ ଆସନ୍ତୁ ଆମେ ଲିଷ୍ଟ ଜାଣିବା।

ଆପଣ ସାଧାରଣ ଭାବେ ନିଜ ଫୋନରୁ ଗୁଗୁଲ ଖୋଲନ୍ତୁ ଆଉ ତାହା ଉପରେ ଆପଣ ସାଧାରଣ ଭାବେ ଚେକ କରନ୍ତୁ ବିଜ୍ଜୁ ପକ୍କା ଘର ଯୋଜନା।ତାହା ପରେ ଆପଣ ଏହାର ସାଇଡ଼ ଉପରେ କ୍ଲିକ କରନ୍ତୁ ଆଉ ତାହା ଭିତରେ ଯାଇ ଆପଣ ଆବଶ୍ୟକ ଥିବା ଆମସ୍ତ ଡକୁମେଣ୍ଟ ଦିଅନ୍ତୁ।ତାହା ପରେ ଆପଣ ଏହା ଭିତରେ ନିଜର ଜିଲ୍ଲା, ନିଜର ଗ୍ରାମ, ନିଜର ପିନ ନମ୍ବର, ନିଜର ବ୍ଲକ, ନିଜର ୱାର୍ଡ ତଥା ନିଜର ପଂଚାୟତ ନମ୍ବର ଦିଅନ୍ତୁ।ତାହାପରେ ଆପଣ ଦେଖିବେ କି ଆପଣଙ୍କ ପଞ୍ଚାୟତର ସମସ୍ତ ଲୋକ ମାନଙ୍କର ନାମ ତାହା ଭିତରେ ବାହାରି ଆସିବ।ଏହା ଭିତରେ ଆପଣ ନିଜର ନାମ ଚେକ କରି ପାରିବେ।ଏଠାରେ ଆପଣ ଦେଖିବେ କି କିଛି କିଛି ନାମ ନୂତନ ଭାବେ ସେହି ଲିଷ୍ଟରେ ଆଡ ହଉଛି ଆଉ ଆପଣଙ୍କୁ ବାସ ଅପେଖ୍ୟା କରିବାକୁ ହେବ କେତେବେଳେ ଆପଣଙ୍କ ନାମ ସେଠାରେ ଆସିବ।ଆପଣ ବାସ ନିଜକୁ ସେଠାରେ ଦେଖିବା ପାଇଁ ଅପେକ୍ଷା କରନ୍ତୁ।

ଏବେ ଆପଣ ଜାଣିବେ କି ଆପଣଙ୍କ ଆବେଦନ ପାଇଁ ଆପଣଙ୍କୁ କଣ କରିବାକୁ ହେବ।ଆପଣ ସାଧାରଣ ଭାବେ ଗୁଗୁଲ ଖୋଲନ୍ତୁ ଆଉ ତାହା ପରେ ଆପଣ ସେଥିରେ ସର୍ଚ୍ଚ କରନ୍ତୁ, ଇ ଅଭିଯୋଗ।ତାହାପରେ ସାମ୍ନାରେ ଆସୁଥିବା ଆଇକନ ଉପରେ କ୍ଲିକ କରନ୍ତୁ ଆଉ ତାହା ଭିତରେ ଇ ଭେଜିଲେନ୍ସ ସାଇଟ ଉପରେ କ୍ଲିକ କରି ଆପଣ ନିଜର ସମସ୍ତ ଠିକଣା ଦିଅନ୍ତୁ।ଆପଣ ନିଜର ଜିଲ୍ଲା ଠିକଣା ଦେବା ପରେ ନିଜର ଜିଲ୍ଲାପାଳଙ୍କ ପାଖକୁ ପତ୍ର ଲେଖନ୍ତୁ ଆଉ ତାହାପରେ ଆପଣ ନିଜର ଅଭିଯୋଗ ଲେଖିକି ଜଣାନ୍ତୁ ଆଉ ତାହା ଭିତରେ ଆପଣ ନିଜର ଆବେଦନ କରିପାରିବେ।

Leave a Reply

Your email address will not be published. Required fields are marked *