ଆର ପାରୀରେ ଥାଇ ନିଜର ଝିଅ PANKAJINI ର ସଫଳତା ଦେଖୁଛନ୍ତି ତାଙ୍କର ମାଆ,ମାଟ୍ରିକ ପରୀକ୍ଷାରେ ସଫଳତା ପାଇବା ପରେ ଖୁସି ଦେଖିବାକୁ…

Spread the love

ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ଏକ ଗ୍ରାମରେ ପଙ୍କଜିନି ନାମକ ଜଣେ ଝିଅ ଏପରି କିଛି କରିଛନ୍ତି ଯାହା ଅନେକ ଲୋକଙ୍କ ପାଇଁ ପ୍ରେରଣା ହୋଇ ଯାଇଛି।ସୂଚନା ଅନୁସାରେ ସେ ମ୍ୟାଟ୍ରିକ ପରୀକ୍ଷାରେ ପ୍ରାୟ ୫୭୮ ନମ୍ବର ରଖି ନିଜର ବ୍ଲକରେ ଟପ୍ପର ହୋଇ ପାରିଛନ୍ତି।ଏହା ବ୍ୟତୀତ ସେ ଅନେକ ସଫଳତା ପାଇ ପାରିଛନ୍ତି ବୋଲି ତାଙ୍କର ପରିବାର ଲୋକ କହିଛନ୍ତି।ତେବେ ତାଙ୍କର ଏହି ସଫଳତା ପାଇଁ ସେ ମଧ୍ୟ ଅନେକ ଖୁସି ଥିବା ଜଣା ପଡିଛି।

ତେବେ ନିଜର ଏହି ସଫଳତା ପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ କରି ଥିଲେ।କାରଣ ତାଙ୍କର ପରିବାର ଲୋକ ଓ ତାଙ୍କର ଶିକ୍ଷକ ମାନଙ୍କ ପାଇଁ ସେ ଆଜି ଏହି ସଫଳତା ପାଇ ପାରିଛନ୍ତି ବୋଲି କହିଛନ୍ତି।ତେବେ ନିଜର ପ୍ରୟାସ ବଳରେ ସେ ସମସ୍ତଙ୍କର ଯେଉଁ ଭରସା ତାଙ୍କ ଉପରେ ରହି ଥିଲା ଏହାକୁ ସେ ବଜାୟ ରଖିବାକୁ ସଫଳ ହୋଇ ପାରିଛନ୍ତି।

ତେବେ ତାଙ୍କର ପରିବାର ଲୋକ ତାଙ୍କ ଉପରେ ଅନେକ ଭରସା ରଖି ଥିଲେ।ତେବେ ପିଲାବେଳୁ ତାଙ୍କର ମାଆ ତାଙ୍କୁ ଛାଡି ଆର ପାରିକୁ ଚାଲି ଯାଇ ଥିଲେ।ତେବେ ତାଙ୍କର ମାଆଙ୍କ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨ ବର୍ଷ ବୟସ ହୋଇ ଥିଲା।ଏହା ପରେ ତାଙ୍କର ପିତା ମଧ୍ୟ ତାଙ୍କୁ ହତାଦର କରି ଥିଲେ।ତାଙ୍କର ପିତା

ତାଙ୍କର କୌଣସି ଦାୟିତ୍ଵ ନେଇ ନଥିଲେ।ଯାହା ଫଳରେ ସେ ସମ୍ପୂର୍ଣ୍ଣ ଭାବରେ ଏକାକୀ ହୋଇ ଯାଇ ଥିଲେ।ଏହା ପରେ ତାଙ୍କର ଅଜା ତାଙ୍କୁ ନିଜ ସହିତ ନେଇ ଆସି ଥିଲେ।ତେବେ ତାଙ୍କୁ ନିଜ ସହିତ ଆଣିବା ସହିତ ସେ ତାଙ୍କର ଲାଳନ ପାଳନ କରି ଥିଲେ।ଏହା ପରେ ସେ ନିଜର ଦକ୍ଷତା ଦେଖାଇ ଥିଲେ ତେବେ

ସେ ବହୁତ ଭଲ ପାଠ ପଢି ଥିଲେ ଯାହା ଫଳରେ ତାଙ୍କର ଅଜା ତାଙ୍କୁ ପଢ଼ାଇ ଥିଲେ।ଏହା ବ୍ୟତୀତ ତାଙ୍କର ମାଉସୀ ମଧ୍ୟ ତାଙ୍କୁ ପାଠ ପଢା କାର୍ଯ୍ୟରେ ଅନେକ ଭାବରେ ସହାୟତା କରି ଥାଆନ୍ତି।ତେବେ ସେ ଆଜି ଏହି ସଫଳତା ନିଜର ପରିବାର ଓ ନିଜର ଶିକ୍ଷକ ମାନଙ୍କ ପାଇଁ ପାଇ ପାରିଛନ୍ତି ବୋଲି କହି ଥାଆନ୍ତି।

ତେବେ ସେ ସେମାନଙ୍କୁ ଅନେକ ଧନ୍ୟବାଦ ଦେଇ ଥିଲେ ତେବେ ତାଙ୍କର ଅନେକ ପ୍ରଶଂସା ମଧ୍ୟ ହୋଇ ଥିଲା।ତେବେ ସେ ଆଗକୁ ପାଠ ପଢ଼ିବା ସହିତ ପ୍ରଶାସନିକ ଚାକିରି କରିବା ପାଇଁ ଲକ୍ଷ ରଖିଛନ୍ତି ବୋଲି ଜଣା ପଡିଛି।ତେବେ ତାଙ୍କର ଶିକ୍ଷକ ମଧ୍ୟ ଏହାକୁ ନେଇ ତାଙ୍କୁ ସମସ୍ତ ପ୍ରକାରର ସମର୍ଥନ କରିବେ ବୋଲି କହି ଥିଲେ।ତେବେ ସେ ଜଣେ ମେଧାବୀ ଛାତ୍ରୀ ଭାବରେ ନିଜକୁ ସମ୍ପୂର୍ଣ୍ଣ ଅଞ୍ଚଳରେ ପରିଚିତ କରି ପାରିବାରେ ସଫଳ ହୋଇ ପାରିଛନ୍ତି।

Leave a Reply

Your email address will not be published. Required fields are marked *