ଓଡ଼ିଆ ହାସ୍ୟ ଅଭିନେତା Papu Pompom ଙ୍କ ପୁଅ ସୁନ୍ଦରତା କୁ ଦେଖିଲେ ଆପଣ ବାବୁସାନ ଅମ୍ଲାନ କୁ ଭୁଲିଯିବେ,ଖୁବ ଶୀଘ୍ର ଏହି ଓଡ଼ିଆ ଫିଲ୍ମ ରେ ସାମ୍ନାକୁ ଆସିବେ ପପୁ ଭାଇ ଙ୍କ ପୁଅ

Spread the love

ଓଡ଼ିଆ ଅଭିନୟ ଜଗତର ପ୍ରସିଦ୍ଧ ହାସ୍ୟ ଅଭିନେତା ପପୁ ପମପମଙ୍କୁ ଆମେ ସମସ୍ତେ ଭଲ ଭାବରେ ଜାଣୁ।ସେ ନିଜର ଅଭିନୟ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ହୋଇ ପାରିଛନ୍ତି।ଏହା ସହିତ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ତାଙ୍କର ଅଭିନୟ ପାଇଁ ସେ ଓଡ଼ିଶାର ସମସ୍ତ ଦର୍ଶକ ମାନଙ୍କ ମନରେ ନିଜପାଇଁ ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପାରିଛନ୍ତି।ତାଙ୍କର ଅଭିନୟ ମାଧ୍ୟମରେ ସେ ସମସ୍ତଙ୍କୁ ହସାଇବାରେ ସଫଳ ହୋଇ ପାରନ୍ତି।

ଏହା ସହିତ ତାଙ୍କର ଅଭିନୟ ଦେଖି କୌଣସି ମଧ୍ୟ ବ୍ୟକ୍ତି ନ ହସି ରହି ପାରିବ ନାହିଁ।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ।ଏହା ସହିତ ଏହି ଅଭିନେତା ଅନେକ ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ଭୂମିକାରେ ମଧ୍ୟ ଅଭିନୟ କରି ସାରିଛନ୍ତି।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କୁ ଆକର୍ଷିତ କରିଥାଏ।ଏହା ସହିତ ଏହି ଅଭିନେତା ଜଣଙ୍କ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରିଲେଣି।ତାଙ୍କର ଅଭିନୟ ବାସ୍ତବରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛି।

ଏହା ସହିତ ଏହି ଅଭିନେତା ଜଣଙ୍କ ନିଜର ଅଭିନୟ ପାଇଁ ଅନେକ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି।ସେ ନିଜର ଅଭିନୟ ଦ୍ୱାରା ଯେ କୌଣସି ଲୋକଙ୍କୁ ବାନ୍ଧି ରଖି ପାରନ୍ତି।ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଲୋକ ପସନ୍ଦ କରୁଥିବାରୁ ସେ ଅନେକ ଲୋକଙ୍କ ପ୍ରିୟ ଅଭିନେତା।ଏହା ସହିତ ଏହି ଅଭିନେତାଙ୍କ ଅଭିନୟ ବାସ୍ତବରେ ଅନେକ ଆକର୍ଷଣୀୟ ହୋଇଥାଏ।ଏହା ସହିତ ଏହି ଅଭିନେତା ଜଣଙ୍କ ଅନେକ ଦିନ ଧରି ଓଡ଼ିଆ ଅଭିନୟ ଜଗତ ଉପରେ ରାଜ କରି ସାରିଲେଣି।

ତେବେ କିଛି ଦିନ ତଳେ ତାଙ୍କର ଶରୀର କିଛି ମାତ୍ରାରେ ଅସୁସ୍ଥ ହୋଇ ଯାଇଥିଲା ଯାହା ଫଳରେ ସେ ଅନେକ ଦିନ ଧରି ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଆସୁଥିଲେ।ଏହା ସହିତ ଏହି ଅଭିନେତା ଜଣଙ୍କ ନିଜର କିଛି ମନ୍ତବ୍ୟ ପାଇଁ ମଧ୍ୟ ଅନେକ ଦିନ ଧରି ଚର୍ଚ୍ଚାରେ ରହୁଥିଲେ।ଯେପରିକି ସେ କିଛି ଦିନ ତଳେ ଭଗବାନ ଜଗନ୍ନାଥଙ୍କ ଉପରେ ନିଜର କିଛି ଭୁଲ ମନ୍ତବ୍ୟ ଦେଇଥିଲେ ଯାହା ଫଳରେ ସମସ୍ତ ଲୋକମାନେ ତାଙ୍କୁ ଅନେକ ସମାଲୋଚନା କରିବା ସହିତ ସେ ଅନେକ ଲୋକଙ୍କ କ୍ରୋଧର ଶିକାର ମଧ୍ୟ ହୋଇଥିଲେ।

ଏହି କାରଣ ପାଇଁ ସେ ଅନେକ ଲୋକଙ୍କ ନିକଟରେ କ୍ଷମା ମଧ୍ୟ ମାଗି ସାରିଛନ୍ତି।ତାଙ୍କର ଏକ ପୁଅ ଅଛି ଓ ତାଙ୍କର ଏକ ଝିଅ ମଧ୍ୟ ଅଛନ୍ତି।ତେବେ ତାଙ୍କର ପୁଅର ବୟସ ମାତ୍ର ୧୭ ବର୍ଷ ଅଟେ।ସେ ଆଗକୁ ଓଡ଼ିଆ ଅଭିନୟ ଜଗତରେ ହିରୋ ହେବେ ବୋଲି ତାଙ୍କର ପିତା ଓଡ଼ିଆ ହାସ୍ୟ ଅଭିନେତା ପପୁ ପମପମ କହି ସାରିଛନ୍ତି।

ଏହା ସହିତ ତାଙ୍କର ଝିଅ ବର୍ତ୍ତମାନ ମାତ୍ର ୧୨ ବର୍ଷ ବୟସରେ ଅଛନ୍ତି।ସେ ବର୍ତ୍ତମାନ ନିଜର ପାଠ ପଢାରେ ବ୍ୟସ୍ତ ଅଛନ୍ତି।ତେବେ ଅଭିନେତା ପାପୁଙ୍କ ଅଭିନୟ ବାସ୍ତବରେ ଅନେକ ଲୋକଙ୍କ ପ୍ରିୟ ହେବା ସହିତ ଏହା ଅନେକ ଲୋକଙ୍କ ମନରେ ସର୍ବଦା ରହିବ।

Leave a Reply

Your email address will not be published. Required fields are marked *