ପୋଲିସ ପ୍ରଶ୍ନରେ ହ୍ୟୁମାନ Sagar ହେଲେ ବେହାଲ,ମାତ୍ର ଦୁଇ ମିନିଟ ରେ କହିଦେଲେ ନିଜ ବଡ ନିଷ୍ପତି ବିଷୟରେ…

Spread the love

ମହିଳା ଥାନାରେ ଗାୟକ ହ୍ୟୁମାନ ସାଗର। ପୋଲିସ ନିର୍ଦ୍ଦେଶ ପରେ ପହଂଚିଛନ୍ତି ମହିଳା ଥାନାରେ। ହ୍ୟୁମାନଙ୍କ ନାମରେ ରହିଛି ସାଙ୍ଘାତିକ ଅଭିଯୋଗ। ସେ ତାଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ରଙ୍କୁ ଦେଉଥିଲେ ମାନସିକ ଓ ଶାରୀରିକ ନି- ର୍ଯା- ତ- ନା। ଘରକୁ ଆସିବା ପରେ ମାଡ଼ ମାରିଥିଲେ।

ଯେତେ ଅନୁରୋଧ କଲେ ମଧ୍ୟ ଶୁଣୁ ନଥିଲେ। ଭଲ ପାଇ ଯାହାକୁ ବାହା ହୋଇଥିଲେ ତାକୁ ହିଁ ଦେଇ ଚାଲିଥିଲେ ଅକଥନୀୟ ଅତ୍ୟାଚାର। ମଦ ପିଇ ଘରକୁ ଆସୁଥିଲେ ଆଉ ସ୍ତ୍ରୀ ଶ୍ରୀୟାଙ୍କୁ ଅତ୍ୟାଚାର କରୁଥିଲେ। ଯାହା ପରେ ସହି ନ ପାରି କଟକ ଡିସିପିଙ୍କ ପାଖରେ ଅଭିଯୋଗ କରିଥିଲେ ଶ୍ରୀୟା।

ସ୍ତ୍ରୀ କୁ ନି- ର୍ଯା- ତ- ନା ଦେଇଥିବା ହ୍ୟୁମାନ ସାଗର କିଭଳି ଦମ୍ଭରେ ଚାଲି ଆସୁଛନ୍ତି। ଏହା ସହିତ ପୋଲିସ ତାଙ୍କୁ ଥାନା ଭିତରେ ପଚରା ଉଚରା କରିଥିଲା। ବ୍ଲୁ ରଙ୍ଗର ସାର୍ଟ ପିନ୍ଧି ଥାନା ଭିତରେ ବସି ରହିଛନ୍ତି ହ୍ୟୁମାନ ସାଗର। ମହିଳା ଥାନାରେ ଏବେ ପୋଲିସର ସମସ୍ତ ପ୍ରଶ୍ନ ହେଲେ ହ୍ୟୁମାନ ସାଗର।

ସ୍ତ୍ରୀ ବି ଅଛନ୍ତି ସାମିଲ। ତେବେ ସ୍ତ୍ରୀଙ୍କ ସବୁ ଅଭିଯୋଗକୁ ନେଇ ପଚରା ଉଚରା ଚାଲିଛି। ଯଦି ସତ ହୋଇଥାଏ ତେବେ କଣ ପାଇଁ ସେ ଏମିତି ମାଡ଼ ମାରିଥିଲେ ଓ କଣ ପାଇଁ ସେ ଏହି ଭଳି ନିର୍ଯାତନା ଦେଉଥିଲେ ତାକୁ ନେଇ ପ୍ରଶ୍ନ କରିବ ମହିଳା ଥାନା ପୋଲିସ।

ଏହା ପରେ ଦୁହିଁଙ୍କୁ କାଉନସେଲିଂ କରିବ ମହିଳା ଥାନା ପୋଲିସ।ଦୁହେଁ ଦୁହିଁଙ୍କ ପାଖରେ ରହିବାକୁ ଚାହୁଁଛନ୍ତି କି ଦୂରେଇ ଯିବା ପାଇଁ ଚାହୁଁଛନ୍ତି। ତାକୁ ନେଇ ପଚରା ଉଚରା କରିବ। ଶ୍ରୀୟା ମିଶ୍ର ଯଦି ଏତଲାକୁ ପ୍ରତ୍ୟାହାର ନ କରିବେ ପୋଲିସ ହ୍ୟୁମାନ ସାଗରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କଟକ ମହିଳା ଥାନା ପୋଲିସ।

ତେବେ ଜେରା ପରେ ଜଣା ପଡ଼ିବ ଦୁହିଁଙ୍କ ମଧ୍ୟରେ କଣ ରହିଛି ଅସୁବିଧା। କଣ ପାଇଁ ସ୍ତ୍ରୀଙ୍କୁ ମାଡ଼ ମାରନ୍ତି ହ୍ୟୁମାନ ସାଗର। ତେବେ ଏହା ପଛରେ ପରକୀୟା ପ୍ରୀତି ରହୁଛି ନା ଆଉ କିଛି କାରଣ ଏହାକୁ ନେଇ ଏବେ ଅନେକ ପ୍ରଶ୍ନ। ଏହା ରିପୋର୍ଟକୁ ନେଇ ପ୍ରସ୍ତୁତ ଅଟେ।

Leave a Reply

Your email address will not be published. Required fields are marked *