ଶାଶୁ କହିଲେ ବୋହୁ ଗୁମର,Shriyaa ମଦ ପିଏ ଶୁଏ ଆଉ ମୁଁ ଯେତେ ଚେଷ୍ଟା କଲେ ମଧ୍ୟ ସେ କେବେ ମତେ…

Spread the love

ମୋ ପୁଅ ରୋଜଗାର କରି ଯେଉଁ ପଇସା ଆଣିଲା ସବୁ ପଇସା ଶ୍ରୀୟା ହାତରେ ଦେଲା। ତାର ରହିବା ପାଇଁ ଘର ଗୋଟିଏ ନାହିଁ।ଭଡ଼ା ଘରେ ରହୁଛି ମୋ ପୁଅ। ଯେତେବେଳେ ଘର କିଣିବା ଠିକ ହେଲା ପଇସା ମାଗିବାରୁ ଶ୍ରୀୟା ଏମିତି ଝଗଡ଼ା କରି ପଳେଇ ଯାଇଛି। ସବୁ ପଇସା ତା ବାପା ମାଆଙ୍କୁ ଦେଇ ଦେଇଛି।

ପରକୀୟା ପ୍ରୀତି ମୋ ପୁଅର ନାହିଁ। ଯଦି ମୁଁ ଜାଣି ଥାଆନ୍ତି ତା ଗାଲ ଫଟେଇକି ମୁଁ ତାକୁ ମାରି ଥାଆନ୍ତି। କିନ୍ତୁ ମୁଁ ଦେଖିଛି କି ତା ଶାଶୁର ପରକୀୟା ପ୍ରୀତି ଅଛି।ସମୟ ଆସିଲେ ଆପଣ ତାହା ଜାଣି ପାରିବେ। ଶ୍ରୀୟା ମଦ ପିଏ। ଶ୍ରୀୟା ମଦ ପିଏ ତା ବାପା ମଦ ପିଏ ତା ଭାଇ ତା ମା ତାଙ୍କ ଡ୍ରାଇଭର ମିଶିକି ପିଅନ୍ତି ସବୁ।

ଯେଉଁ ଦିନ ମୋ ଭାଇର ଦଶା ଥିଲା ତା ମା ବାପା ଆସି ଆମ ଘରେ ମଦ ପିଇକି ପାର୍ଟି କରିଥିଲେ। ଏଟା କୋଉ ଶାଶୁ ସହିବ। ତଥାପି ମୁଁ ସହେ।ଆଉ ମୁଁ କହିଛି କି ଯଦି ପିଇବାର ଅଛି ଘର ଭିତରେ ତାଲା ଦେଇକି ପିଇ ବାହାରକୁ ଯାଆ ନାହିଁ ତୁ ମୋ ଘର ବୋହୂ।ସେମାନେ ସବୁ ମିଛ ଆରୋପ ଲଗାଇଛନ୍ତି ମୋ

ପୁଅ ଉପରେ।ସେ ଅଭିଯୋଗ କରିଛନ୍ତି ଆପଣ ତାଙ୍କୁ ଯୌତୁକ ନିର୍ଯାତନା ଦେଉଛନ୍ତି। ଏହା ସବୁ ମିଛ। ଘର ସବୁ ସୁନା ଗହଣା ଘର ଗାଡ଼ି ସବୁ ଶ୍ରୀୟା ନାମରେ ରହିଲା। ଯୌତୁକ ଆମେ କଣ କରିବୁ। ତେବେ କଣ ପାଇଁ ବିବାଦ ଆରମ୍ଭ ହେଲା। ହ୍ୟୁମାନ ସାଗର ଗୀତ ଗାଉଛି ଆପଣଙ୍କ ଭଲ ପାଇବା ତା ପାଖରେ ଅଛି।

ମୋ ପୁଅ ଗୀତ ଗାଇ ଯେଉଁ ପଇସା ରୋଜଗାର କରୁଛି ସବୁ ପଇସା ଶ୍ରୀୟାକୁ ଦିଏ।ତାର ଘର ଗୋଟିଏ ନାହିଁ। ଭଡ଼ା ଘରେ ରହୁଛି ମୋ ପୁଅ।ଯେତେବେଳେ ଘର କିଣିବା ଠିକ ହେଲା ପଇସା ମାଗିବାରୁ ଶ୍ରୀୟା ଏମିତି ଝଗଡ଼ା କରି ପଳେଇ ଯାଇଛି। ସବୁ ପଇସା ତା ବାପା ମାଆଙ୍କୁ ଦେଇ ଦେଇଛି।

୮ ଦିନରେ ଥରେ ଆସିକି ସବୁ ପଇସା ନେଲେ ସେଥି ପାଇଁ ଏମିତି ଝଗଡ଼ା ହେଲା।ଏହା ସହିତ ହ୍ୟୁମାନଙ୍କ ଶାଶୁର ପରକୀୟା ପ୍ରୀତି କଥା କହୁଛନ୍ତି। ପରକୀୟା ପ୍ରୀତି ମୋ ପୁଅର ନାହିଁ। ଯଦି ମୁଁ ଜାଣିଥାନ୍ତି ତାକୁ ମୁଁ ମାରୀ ଥାଆନ୍ତି।କିନ୍ତୁ ମୁଁ ଦେଖିଛି ତା ଶାଶୁର।ତାର ଜଣଙ୍କ ସହ ପରକୀୟା ପ୍ରୀତିରେ ସଂପର୍କ ଅଛି।

ଆଉ ହ୍ୟୁମାନ ତାଙ୍କୁ ମାରି ଦେବା ପାଇଁ ଉଦ୍ୟମ କରିଥିଲେ।ଏହା ସମ୍ପୂର୍ଣ୍ଣ ମିଛ କଥା।ସେ କଣ ପାଇଁ ତାକୁ ମାରିବ।ଏହା ସହିତ ଧର୍ମ ପରିବର୍ତ୍ତନ ପାଇଁ ମଧ୍ୟ ତାଙ୍କୁ ବାଧ୍ୟ କରା ଯାଇଥିଲା ଏହା ଅଭିଯୋଗ ହୋଇଛି। ଅନେକ ପ୍ରଶ୍ନରେ ଏମିତି କିଛି ହ୍ୟୁମାନଙ୍କ ମାଆ କହିଥିଲେ।

Leave a Reply

Your email address will not be published. Required fields are marked *