ଓଡିଆ ହାସ୍ୟ କଳାକାର ପ୍ରଜ୍ଞାଙ୍କ ବିଷୟରେ କିଛି ଅଜଣା କଥା – କାହାକୁ ବିବାହ କରିବେ ପ୍ରଜ୍ଞା ଜାଣିରଖନ୍ତୁ – ପରିବାର ଲାଂକୁ ଦେଖିଲେ ଆପଣ ମଧ୍ୟ ଚମକି ଯିବେ

Spread the love

ସାଙ୍ଗମାନେ ଆପଣ ମାନେ ତ ସମସ୍ତେ ଓଡ଼ିଆ ଚଳଚ୍ଚିତ୍ର ଦେଖୁଥିବେ। ଆଜିକାଲି ଚଳଚ୍ଚିତ୍ରରେ କମେଡ଼ିକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି। ସାଙ୍ଗମାନେ ଆଜି ଆମେ ଜାଣିବା ଓଡ଼ିଆ ଚଳଚିତ୍ର ଜଗତର ଜଣେ ଅନନ୍ୟ ହାସ୍ୟ କଳାକାରଙ୍କ ବିଷୟରେ।ସେ ହେଉଛନ୍ତି ହାସ୍ୟ କଳାକାର ପ୍ରଜ୍ଞା ଶଙ୍କର।ସେ ତାଙ୍କ ଜୀବନରେ ବହୁତ ଓଡ଼ିଆ ଟେଲିଭିଜନ କାର୍ଯ୍ୟକ୍ରମରେ ଅଭିନୟ କରିଛନ୍ତି।ସେ ତାଙ୍କ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ତାଙ୍କ ସ୍କୁଲ ସମୟରେ ବହୁତ ନାଟକରେ ଅଭିନୟ ମଧ୍ୟ କରିଥିଲେ।ସେ ଏକ ନାଚୁରାଲ ପ୍ରତିଭା ଅଟନ୍ତି।ସେ ତାଙ୍କ ଅଭିନୟର ଯାଦୁରେ ଅନେକଙ୍କ ମନରେ ଘର ସୃଷ୍ଟି କରିଛନ୍ତି।

ପ୍ରଜ୍ଞାଙ୍କ ଜନ୍ମ ୨୫.୧୨.୧୯୯୪ ମସିହାରେ ହୋଇଥିଲା।ତାଙ୍କର ଜନ୍ମସ୍ଥାନ ଢେଙ୍କାନାଳ,ଓଡ଼ିଶା ଅଟେ। ସେ କଳିଙ୍ଗ ଆର୍ଟ ବିଶ୍ୱବିଦ୍ୟାଳୟରେ ପାଠ ପଢିଥିଲେ।ସେ ଏକ ମେଧାବୀ ଛାତ୍ର ଥିଲେ।ତଥାପି ସେ ତାଙ୍କ କ୍ୟାରିୟରକୁ ଅଭିନୟ କ୍ଷେତ୍ରରେ ନେବାକୁ ଆଗ୍ରହ କଲେ।ସେ ତାଙ୍କ ସ୍କୁଲ,କଲେଜ ଆଦିରେ ବହୁତ ନାଟକରେ ଅଭିନୟ କରିଥିଲେ।ପାଠ ପଢା ସହିତ ଅଭିନୟ ମଧ୍ୟ ଜାରୀ ରଖିଥିଲେ।ସେ ପିଲାଦିନୁ ଅଭିନୟ ପ୍ରତି ରୁଚି ରଖିଥିଲେ।ସେ ଏବେ ଓଡ଼ିଆ କମେଡି ଜଗତର ଏକ ଅନନ୍ୟ କଳାକାର ଅଟନ୍ତି।

ସେ ୨୦୧୪ ମସିହାରେ ଅଭିନୟ କରିଥିବା ଫିଲ୍ମ ଗୋଲମାଲ ଜରିଆରେ ସବୁଠୁ ବେଷ୍ଟ କମେଡିଆନ ପୁରସ୍କାର ପାଇଥିଲେ।ପ୍ରଜ୍ଞା ଓଡ଼ିଆ ଫିଲ୍ମ ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ସ‌ହ ଓଡ଼ିଆ ଦୂରଦର୍ଶନରେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ସେ ଧାରାବାହିକ ବ୍ୟତୀତ କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ହୋଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି।ଏହା ବ୍ୟତୀତ ସେ କିଛି ମ୍ୟୁଜିକ ଆଲବମରେ କାମ କରିଛନ୍ତି।ସେ ତାଙ୍କ କମେଡି ପାଇଁ ଓଡ଼ିଶାର ପ୍ରତି ବ୍ୟକ୍ତି ପାଖରେ ପରିଚିତ ଅଟନ୍ତି।ସେ ୨୦୧୨ ମସିହାରେ ପ୍ରଥମ କରି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଯାହା ତାଙ୍କୁ ପ୍ରସିଦ୍ଧି ଆଣି ଦେଇଥିଲା।ତେବେ ପ୍ରଜ୍ଞା ଓ ଶଙ୍କର ନିଜ ଭାଇ ନହେଲେ ମଧ୍ୟ ଭାଇଙ୍କଠାରୁ ଅଧିକ ବୋଲି ଶଙ୍କର ଙ୍କୁ ମାନିଥାନ୍ତି |ଏକଥା ନିଜେ ପ୍ରଜ୍ଞା ଅନେକ ଜାଗାରେ କହିଛନ୍ତି

କେବଳ ଏତିକି ନୁହେଁ ସେ କିଛି ଫିଲ୍ମ ଦୂରଦର୍ଶନରେ ମଧ୍ୟ ଅଭିନୟ କରିଥିଲେ।ସେତେବେଳେ ତାଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରିଥିଲେ।ସେ ଅନେକ ଦୂରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ ଅଭିନୟ କରିଥିଲେ।ଏହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା ବୋଲି କୁହାଯାଏ।ଏହିଠାରୁ ତାଙ୍କର ଜୀବନରେ ଉନ୍ନତି ଆରମ୍ଭ ହୋଇଥିଲା।
ଅଭିନୟ ଜଗତରେ ପ୍ରଜ୍ଞା ବହୁତ ନା କମାଇଛନ୍ତି।ସେ ତାଙ୍କ ଜୀବନରେ ବହୁତ ବଡ଼ ଷ୍ଟାର ମାନଙ୍କ ସହିତ କାମ କରିଛନ୍ତି।ସେ ବହୁତ ପ୍ରଶଂସକ ମାନଙ୍କ ପ୍ରଶଂସା ମଧ୍ୟ ସାଉଁଟି ଛନ୍ତି।ତାଙ୍କ ଅଭିନୀତ ଅନେକ ଶୋ ଓ କାର୍ଯ୍ୟକ୍ରମ ଏବେ ବି ଅନେକ ଓଡ଼ିଆ ମାନଙ୍କ ହୃଦୟରେ ସେହିପରି ରହିଛି।ସେ ଏବେ ମଧ୍ୟ ଅନେକ ଟେଲିଭିଜନ କାର୍ଯ୍ୟକ୍ରମରେ ଅଭିନୟ କରୁଛନ୍ତି।ସେ ଏବେ ସପରିବାର ଭୁବନେଶ୍ୱରରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *