ପ୍ରକୃତି ମିଶ୍ରଙ୍କ ମା Krushnapriya କହିଲେ ବଡ କଥା,କହିଲେ ସବୁବେଳେ ମଣିଷ ନିଜ ପାଇଁ…

Spread the love

ପ୍ରକୃତି ମିଶ୍ରଙ୍କ ମା କହୁଛନ୍ତି ପଥ ଉତ୍ସବ ଆପଣ ଦେଖି ପାରୁଥିବେ ଏଠାରେ କେମିତି ଖୁସିର ମାହୋଲ ହେଇଛି ଆଉ ଏହି ଉତ୍ସବ ପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି।ଆମର ବିଧାୟକଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆଉ ବି ଏମ ସି କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ ଆଉ ଜଉ ମାନେ

ଏହାକୁ ଆରେଞ୍ଜ କରିଛନ୍ତି ସେମାନଙ୍କୁ ମଧ୍ୟ ବହୁତ ଧନ୍ୟବାଦ କାରଣ ଏଇଟା ଆମର ବହୁତ ଦିନରୁ ବନ୍ଦ ହେଇଯାଇଥିଲା ହେଲେ ବହୁତ ଦିନ ପରେ ପୁଣି ଥରେ ଆରେଞ୍ଜ ହେଇଛି ସେଥିପାଇଁ ବହୁତ ଖୁସି ଲାଗୁଛି ଆଉ ଆପଣ ମାନେ ମଧ୍ୟ ଦେଖି ପାରୁଥିବେ ବହୁତ ବଢିଆ ଭାବରେ ସାଜ ସଜା ହେଇଛି ସକାଳୁ

୮,୧୦ ବେଳେ କେବଳ ମୁଁ ଥରେ ଖାଇଛି।ଆଉ ଆପଣ ଦେଖି ପରୁଥିବେ ଯେ ଆମର ଜଉ ସବୁ ଟ୍ୟାଲେଣ୍ଟେଡ ପିଲା ମାନେ ରହିଛନ୍ତି ସେମାନେ କିଏ ସବୁ ଝୁଟି ପକାଉଛି ଆଉ କିଏ ନାଚୁଛି କିଏ ଗାଉଛି, ମାନେ ଏତେ ସୁନ୍ଦର ଗୋଟେ ଗୋଟେ ଟ୍ୟାଲେଣ୍ଟେ ମେଳା ଚାଲିଛି ଆଉ।ଏଠାରେ ସମସ୍ତେ ସମସ୍ତଙ୍କର

ଖୁସି ସେୟାର କରୁଛନ୍ତି ଆଉ ଆମର ଓଡ଼ିଶାରେ ଏବେ ଦିତୀୟ ଥର ପାଇଁ ହକି ୱାଲ୍ଡକପ ହେବାକୁ ଯାଉଛି ସେଥିପାଇଁ ଏଇଟା ଆମ ଓଡ଼ିଶା ପାଇଁ ଗୋଟେ ଗର୍ବର କଥା,ତେଣୁକରି ଆମେ ସମସ୍ତେ ମିଶିକି ଏହାକୁ ଏଞ୍ଜୟ କରିବା ଆଉ ଆମେ ଚାହୁଁଛୁ ଯେ ତୃତୀୟ ଥର ପାଇଁ ମଧ୍ୟ ହକି ୱାଲ୍ଡକପ ଏଠାରେ ହଉ।

ମାଡ଼ମ ଏଇ ଉତ୍ସବ ଆଗରୁ ବନ୍ଦ ହେଇଯାଇଥିଲା ଆଉ ବହୁତ ଦିନ ପରେ ପୁଣି ହେଇଛି ତ ତା ବିଷୟରେ କଣ କହିବେ? ପ୍ରକୃତିଙ୍କ ମା କହୁଛନ୍ତି ହଁ ଏଇଟା ତ ବନ୍ଦ ହେଇଯାଇଥିଲା ଆମେ ଏକଥା ସମସ୍ତେ ଜାଣିଛନ୍ତି କିନ୍ତୁ ଏବେ ବହୁତ ଦିନ ପରେ ବଢିଆ ଭାବରେ ସଜା ହେଇକି ପୁଣି ହେଇଛି ସେଥିପାଇଁ ବହୁତ ଖୁସି ଲାଗୁଛି।

ରାସ୍ତାର ସାଇଡ଼ରେ ଆପଣ ଦେଖନ୍ତୁ କେତେ ବଢିଆ ଭାବରେ ସଜା ହେଇଛି। ସାଧନା କହୁଛନ୍ତି ସମସ୍ତଙ୍କୁ ମୋର ନମସ୍କାର ମୋ ନାଆଁ ହଉଛି ସାଧନା ଆଉ ମତେ ବହୁତ ଖୁସି ଲାଗୁଛି କାରଣ ଆଜି ମୁଁ ପଥ ଉତ୍ସବକୁ ଆସିଛି। ପଥ ଉତ୍ସବ ହଉଛି ଗୋଟେ ପ୍ଲାଟଫର୍ମ ଯଉଥିରେ କି କଳା, ବିଦ୍ୟା, ଶିକ୍ଷା ଆଉ ନାଚ ଗୀତ ମାଧ୍ୟମରେ ବହୁତ ମେସେଜ ଦିଆ ଯାଏ।

Leave a Reply

Your email address will not be published. Required fields are marked *