ପ୍ରକୃତ ପ୍ରେମ True Love ଓ ମିଛ ପ୍ରେମ ପାଇଁ ୧୫ ଟି ବଡ଼ ସଙ୍କେତ – କଣ ଲକ୍ଷଣ ଥିବା ଦରକାର ଜାଣିରଖନ୍ତୁ

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ପ୍ରକୃତ ପ୍ରେମ ଓ ମିଛ ପ୍ରେମ ବିଷୟରେ।ପ୍ରେମରେ ଯେଉଁ ମାନଙ୍କୁ ରିୟଲ ଲୋକ ମିଳିଥାଏ ସେମାନେ ଜାଣିବା ଦରକାର ସତ ପ୍ରେମ କଣ ଏବଂ ମିଛ ପ୍ରେମ କଣ?ଓ ଏହା ମଧ୍ୟରେ ପାର୍ଥକ୍ୟ କଣ?କୁହନ୍ତି ନା ଦୁନିଆରେ ସବୁ ଜିନିଷ ମହଜୁଦ ଥାଏ ସେପରି ଭାବରେ ସତ ପ୍ରେମିକ ମଧ୍ୟ ଥାନ୍ତି ଏବଂ ମିଛ ପ୍ରେମିକ ମଧ୍ୟ ଥାନ୍ତି।ତେବେ ଆଜିର ଆର୍ଟିକିଲରେ ଆମେ ସମ୍ପୂର୍ଣ୍ଣ ଭାବରେ ଏହା ଜାଣିବା ଯେ ପ୍ରକୃତ ପ୍ରେମ କଣ ଆଉ ମିଛ ପ୍ରେମ କଣ?ଏବଂ ଏହା ମଧ୍ୟରେ ପାର୍ଥକ୍ୟ କଣ।

ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ବିଷୟରେ।ଏହା ଦ୍ୱାରା ଆପଣ ଅନେକ କଥା ଶିଖିବେ ଏବଂ ଅନେକ କଥା ବୁଝିପାରିବେ।ଯାହାକୁ ଆପଣଙ୍କୁ ନିହାତି ଭାବରେ ବୁଝିବା ଦରକାର।ପ୍ରଥମେ ଆସନ୍ତୁ ଜାଣିବା ପ୍ରକୃତ ପ୍ରେମିକ ଓ ମିଛ ପ୍ରେମିକ ମଧ୍ୟରେ ପାର୍ଥକ୍ୟ କଣ?ଓ ଏହା ଆପଣ କିପରି ଜାଣି ପାରିବେ ଯେ ସମ୍ନା ବାଲା ମନୁଷ୍ୟ ପ୍ରକୃତ ପ୍ରେମିକ ନା ମିଛ ପ୍ରେମିକ।

ଯେଉଁ ମନୁଷ୍ୟ ତୁମକୁ ପ୍ରକୃତ ପ୍ରେମ କରିଥାଏ ସେ ସବୁବେଳେ ତୁମର କଥା ଚିନ୍ତା କରେ।ତୁମର ଯତ୍ନ ନେଇଥାଏ।ତୁମକୁ ପ୍ରତି ଜିନିଷରେ ସପୋର୍ଟ କରିଥାଏ।କିନ୍ତୁ ଯେଉଁ ମଣିଷ ତୁମକୁ ଫେକ ଲଭ କରିଥାଏ ସେ କେବେହେଲେ ତୁମ କଥା ଚିନ୍ତା କରି ନଥାଏ।ତୁମର କେୟାର କରି ନଥାଏ।ସେ ଖାଲି ନିଜ ବିଷୟରେ ଭାବିଥାଏ।ଏଥିପାଇଁ ପକୃତ ପ୍ରେମ ସବୁବେଳେ ସମ୍ପର୍କରେ ସତ କହିଥାଏ।

ଛୋଟରୁ ଛୋଟ କଥା ହେଉ କିମ୍ବା ବଡ଼ରୁ ବଡ଼ କଥା ସେ ତୁମକୁ କହି ଖୁସି ହୋଇଥାଏ।କିନ୍ତୁ ଯେଉଁ ବ୍ୟକ୍ତି ସତରେ ପ୍ରେମ କରୁ ନଥାଏ ସେ ଖାଲି ନିଜ ଖୁସି ଦେଖିଥାଏ ନିଜ କଥା ଭାବିଥାଏ।ଓ ଏମାନେ ସମ୍ପର୍କ ଆରମ୍ଭରେ ବହୁତ ଚାଲାକି ଦେଖେଇଥାନ୍ତି।ଅନେକ ଭୁଲ ମଧ୍ୟ କରିଥାନ୍ତି।ଆଉ ମିଛ କହିଥାନ୍ତି।ପ୍ରକୃତ ପ୍ରେମ ଯିଏ କରେ ସେ ନିଜ ପାଇଁ କିମ୍ୱା ଅନ୍ୟ ପାଇଁ ସବୁବେଳେ ଦୟାଳୁ ହୋଇଥାନ୍ତି।କିନ୍ତୁ ଫେକ ଲଭର ସବୁବେଳେ କ୍ରୁର କିମ୍ବା ରାଗି ହୋଇଥାନ୍ତି।ପ୍ରକୃତ ପ୍ରେମି ସବୁବେଳେ ତୁମ ପାଇଁ ଅପେକ୍ଷା କରିଥାନ୍ତି।ଓ ସେମାନେ ତୁମ ସହିତ କଥା ହେବାପାଇଁ ମଧ୍ୟ ଅପେକ୍ଷା କରନ୍ତି।

କିନ୍ତୁ ଫେକ ଲଭର ସବୁବେଳେ ଛୋଟ ଛୋଟ କଥାରେ ରାଗି ଥାନ୍ତି।ଏବଂ ପ୍ରକୃତ ପ୍ରେମୀ ସବୁବେକେ ହୃଦୟରୁ ଏକ ସମ୍ପର୍କ ରଖନ୍ତି।କିନ୍ତୁ ଫେକ ଲଭର ମାନେ ସବୁବେଳେ ଇଗୋ ଦେଖେଇଥାନ୍ତି।ପ୍ରକୃତ ପ୍ରେମୀ ଯେବେ ତୁମ ପାଖରେ ଥାନ୍ତି ତୁମକୁ ଭଲ ଲାଗିଥାଏ ଓ ବଡ଼ ବଡ଼ ସ୍ୱପ୍ନ ଦେଖିବା ଭଳି ଲାଗେ।କିନ୍ତୁ ଫେକ ଲଭର ରହିଲବ ରିଲେସନ ସିପ ଖାଲି ଖାଲି ଲାଗେ।ପ୍ରକୃତ ପ୍ରେମୀ ସବୁବେଳେ ଖୁସିରେ ରୁହେ କିନ୍ତୁ ଫେକ ଲଭର ସବୁବେଳେ ରାଗ ରାଗ ରେ ରୁହନ୍ତି।ପ୍ରକୃତ ପ୍ରେମୀ ତୁମକୁ ପ୍ରୋଟେକସନ ଦିଏ କିନ୍ତୁ ମିଛ ପ୍ରେମୀ ତୁମକୁ କଷ୍ଟ ଓ ଦୁଃଖ ଦେଇଥାଏ।

ପ୍ରକୃତ ପ୍ରେମରେ ଗୋଟେ ଭଲ କଥା ହେଉଛି ସେ ତୁମ ଉପରେ ବିଶ୍ୱାସ କରନ୍ତି।କିନ୍ତୁ ମିଛ ପ୍ରେମରେ ସବୁବେଳେ ସନ୍ଦେହ ଆସିଥାଏ।ତେବେ ଆପଣ ଏହି ପରି ଭାବରେ ଜାଣିପାରିବେ ଆପଣଙ୍କ ପାଟନର ଆପଣଙ୍କୁ ପ୍ରକୃତ ପ୍ରେମ କରୁଛି ନା ମିଛ ପ୍ରେମ।

Leave a Reply

Your email address will not be published. Required fields are marked *